ଗଭୀର ପାଣିକୁ ଯାଇନପାରି ଚାଲିଗଲା ଡଲଫିନର ଜୀବନ

The Sakala Picture
Published On

ବାଲେଶ୍ଵର: ଗତ ଅଗଷ୍ଟ ୩୧ ତାରିଖ ଦିନ ଚାନ୍ଦିପୁରସ୍ଥିତ ନମାଇଲ୍ ସମୁଦ୍ର କୂଳରେ ଏକ ଜୀବନ୍ତ ଡଲଫିନ୍ ସମୁଦ୍ର ଜୁଆରରେ ଭାସି ଆସି କୂଳରେ ଲାଗିଥିଲା। ତେବେ ସେହି ଡଲଫିନ ଗଭୀର ପାଣିକୁ ଯାଇ ନ ପାରିବାରୁ ତାର ମୃତ୍ଯୁ ଘଟିଛି। ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ଚାନ୍ଦିପୁରଠାରୁ କିଛି ଦୂର ନମାଇଲ ନିକଟସ୍ଥ ସମୁଦ୍ର କୂଳରେ ମଙ୍ଗଳବାର ଦିପ ଏକ ଜୀବନ୍ତ ଡଲଫିନ ଦେଖିବାକୁ ମିଳିଥିଲା। ସମୁଦ୍ର କୂଳରେ ଡଲଫିନକୁ ଦେଖିବାକୁ ସ୍ଥାନୀୟ ଲୋକ ପହଞ୍ଚିଥିବା ବେଳେ […]

ବାଲେଶ୍ଵର: ଗତ ଅଗଷ୍ଟ ୩୧ ତାରିଖ ଦିନ ଚାନ୍ଦିପୁରସ୍ଥିତ ନମାଇଲ୍ ସମୁଦ୍ର କୂଳରେ ଏକ ଜୀବନ୍ତ ଡଲଫିନ୍ ସମୁଦ୍ର ଜୁଆରରେ ଭାସି ଆସି କୂଳରେ ଲାଗିଥିଲା। ତେବେ ସେହି ଡଲଫିନ ଗଭୀର ପାଣିକୁ ଯାଇ ନ ପାରିବାରୁ ତାର ମୃତ୍ଯୁ ଘଟିଛି।

ଆହୁରି ପଢ଼ନ୍ତୁ: ବିବାହରୁ ଫେରିବାବେଳେ ଗଛକୁ ଧକ୍କା ଦେଲା ବରଯାତ୍ରୀ ଗାଡ଼ି; ଜଣେ ମୃତ, ୧୫ ଆହତ

ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ଚାନ୍ଦିପୁରଠାରୁ କିଛି ଦୂର ନମାଇଲ ନିକଟସ୍ଥ ସମୁଦ୍ର କୂଳରେ ମଙ୍ଗଳବାର ଦିପ ଏକ ଜୀବନ୍ତ ଡଲଫିନ ଦେଖିବାକୁ ମିଳିଥିଲା। ସମୁଦ୍ର କୂଳରେ ଡଲଫିନକୁ ଦେଖିବାକୁ ସ୍ଥାନୀୟ ଲୋକ ପହଞ୍ଚିଥିବା ବେଳେ ପିଲାମାନେ ଡଲଫିନ୍ ଧରି ବହୁତ ସମୟ ଖେଳିଥିଲେ। ପରେ ସ୍ଥାନୀୟ ଲୋକମାନେ ଡଲଫିନଟିକୁ ପୁଣି ସମୁଦ୍ର ଭିତରୁ ଛାଡ଼ି ଦେଇଥିଲେ। ମାତ୍ର ଅଧିକ ଗଭୀର ପାଣି ଭିତରକୁ ଯାଇ ନ ପାରିବିରୁ ଡଲଫିନର ମୃତ୍ୟୁ ହୋଇଯାଇଛି। ଭାସି ଭାସି ପୁଣି କୂଳରେ ଲାଗିଛି। ତେବେ ଡଲଫିନର ମୁଣ୍ଡରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି।

01 Sep 2021 By The Sakala

ଗଭୀର ପାଣିକୁ ଯାଇନପାରି ଚାଲିଗଲା ଡଲଫିନର ଜୀବନ

ବାଲେଶ୍ଵର: ଗତ ଅଗଷ୍ଟ ୩୧ ତାରିଖ ଦିନ ଚାନ୍ଦିପୁରସ୍ଥିତ ନମାଇଲ୍ ସମୁଦ୍ର କୂଳରେ ଏକ ଜୀବନ୍ତ ଡଲଫିନ୍ ସମୁଦ୍ର ଜୁଆରରେ ଭାସି ଆସି କୂଳରେ ଲାଗିଥିଲା। ତେବେ ସେହି ଡଲଫିନ ଗଭୀର ପାଣିକୁ ଯାଇ ନ ପାରିବାରୁ ତାର ମୃତ୍ଯୁ ଘଟିଛି।

ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ଚାନ୍ଦିପୁରଠାରୁ କିଛି ଦୂର ନମାଇଲ ନିକଟସ୍ଥ ସମୁଦ୍ର କୂଳରେ ମଙ୍ଗଳବାର ଦିପ ଏକ ଜୀବନ୍ତ ଡଲଫିନ ଦେଖିବାକୁ ମିଳିଥିଲା। ସମୁଦ୍ର କୂଳରେ ଡଲଫିନକୁ ଦେଖିବାକୁ ସ୍ଥାନୀୟ ଲୋକ ପହଞ୍ଚିଥିବା ବେଳେ ପିଲାମାନେ ଡଲଫିନ୍ ଧରି ବହୁତ ସମୟ ଖେଳିଥିଲେ। ପରେ ସ୍ଥାନୀୟ ଲୋକମାନେ ଡଲଫିନଟିକୁ ପୁଣି ସମୁଦ୍ର ଭିତରୁ ଛାଡ଼ି ଦେଇଥିଲେ। ମାତ୍ର ଅଧିକ ଗଭୀର ପାଣି ଭିତରକୁ ଯାଇ ନ ପାରିବିରୁ ଡଲଫିନର ମୃତ୍ୟୁ ହୋଇଯାଇଛି। ଭାସି ଭାସି ପୁଣି କୂଳରେ ଲାଗିଛି। ତେବେ ଡଲଫିନର ମୁଣ୍ଡରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର