୨୬୦ ଗ୍ରାମ ବ୍ରାଉନସୁଗର ଜବତ, ୨ଗିରଫ

The Sakala Picture
Published On

ଭଦ୍ରକ: ଭଦ୍ରକ ପୁରଣା ବଜାର ପୋଲିସକୁ ମିଳିଛି ବଡ ସଫଳତା। ପୁରୁଣାବଜାର ନଙ୍ଗାମହଲା ଅଞ୍ଚଳରୁ ୨୬୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ ନଙ୍ଗାମହଲା ଅଞ୍ଚଳରେ ଦୀର୍ଘଦିନ ଧରି ବ୍ରାଉନସୁଗର ବେପାର ଚାଲୁଥିଲା । ପୁରୁଣା ବଜାର ପୋଲିସ ବ୍ରାଉନସୁଗର ବେପାର କରୁଥିବା ଉପରେ ନଜର ରଖିଥିଲା । ଗତକାଲି ଏହି ଅଞ୍ଚଳରେ ସାଦଭ କାଦ୍ରିରୀ ଓ ଆଝାରୁଦ୍ୱିନ ଖାନ ଦୁଇ ଜଣ ବ୍ରାଉନସୁଗର ଜଳେଶ୍ୱର ଅଞ୍ଚଳରୁ ଆଣି ଭଦ୍ରକ ନଙ୍ଗାମହଲା ଅଞ୍ଚଳରେ […]

ଭଦ୍ରକ: ଭଦ୍ରକ ପୁରଣା ବଜାର ପୋଲିସକୁ ମିଳିଛି ବଡ ସଫଳତା। ପୁରୁଣାବଜାର ନଙ୍ଗାମହଲା ଅଞ୍ଚଳରୁ ୨୬୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ ନଙ୍ଗାମହଲା ଅଞ୍ଚଳରେ ଦୀର୍ଘଦିନ ଧରି ବ୍ରାଉନସୁଗର ବେପାର ଚାଲୁଥିଲା । ପୁରୁଣା ବଜାର ପୋଲିସ ବ୍ରାଉନସୁଗର ବେପାର କରୁଥିବା ଉପରେ ନଜର ରଖିଥିଲା । ଗତକାଲି ଏହି ଅଞ୍ଚଳରେ ସାଦଭ କାଦ୍ରିରୀ ଓ ଆଝାରୁଦ୍ୱିନ ଖାନ ଦୁଇ ଜଣ ବ୍ରାଉନସୁଗର ଜଳେଶ୍ୱର ଅଞ୍ଚଳରୁ ଆଣି ଭଦ୍ରକ ନଙ୍ଗାମହଲା ଅଞ୍ଚଳରେ ବେପାର କରୁଥିବା ସମୟରେ ପୁରୁଣା ବଜାର ପୋଲିସ ତାଙ୍କୁ କାବୁ କରିଥିଲା। ପରେ ପୋଲିସର ତଦନ୍ତ ବେଳେ ତା ନିକଟରୁ ଗୋଟାଏ ବାଇକ ସମେତ ନଗଦ ୧୭୦୦ ଟଙ୍କା ଓ ବ୍ରାଉନସୁଗର ଜବତ କରିଛି ପୁରୁଣା ବଜାର ପୋଲିସ । ଆଜି ଏହି ୨ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

06 Aug 2021 By The Sakala

୨୬୦ ଗ୍ରାମ ବ୍ରାଉନସୁଗର ଜବତ, ୨ଗିରଫ

ଭଦ୍ରକ: ଭଦ୍ରକ ପୁରଣା ବଜାର ପୋଲିସକୁ ମିଳିଛି ବଡ ସଫଳତା। ପୁରୁଣାବଜାର ନଙ୍ଗାମହଲା ଅଞ୍ଚଳରୁ ୨୬୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ ନଙ୍ଗାମହଲା ଅଞ୍ଚଳରେ ଦୀର୍ଘଦିନ ଧରି ବ୍ରାଉନସୁଗର ବେପାର ଚାଲୁଥିଲା । ପୁରୁଣା ବଜାର ପୋଲିସ ବ୍ରାଉନସୁଗର ବେପାର କରୁଥିବା ଉପରେ ନଜର ରଖିଥିଲା । ଗତକାଲି ଏହି ଅଞ୍ଚଳରେ ସାଦଭ କାଦ୍ରିରୀ ଓ ଆଝାରୁଦ୍ୱିନ ଖାନ ଦୁଇ ଜଣ ବ୍ରାଉନସୁଗର ଜଳେଶ୍ୱର ଅଞ୍ଚଳରୁ ଆଣି ଭଦ୍ରକ ନଙ୍ଗାମହଲା ଅଞ୍ଚଳରେ ବେପାର କରୁଥିବା ସମୟରେ ପୁରୁଣା ବଜାର ପୋଲିସ ତାଙ୍କୁ କାବୁ କରିଥିଲା। ପରେ ପୋଲିସର ତଦନ୍ତ ବେଳେ ତା ନିକଟରୁ ଗୋଟାଏ ବାଇକ ସମେତ ନଗଦ ୧୭୦୦ ଟଙ୍କା ଓ ବ୍ରାଉନସୁଗର ଜବତ କରିଛି ପୁରୁଣା ବଜାର ପୋଲିସ । ଆଜି ଏହି ୨ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର