କଣ୍ଟାବାଞ୍ଜିରେ କାଠ ମାଫିଆର ଘର ଓ ଗୋଦାମରେ ବନ ବିଭାଗର ଚଢ଼ାଉ

The Sakala Picture
Published On

ତୁରେକେଲା: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ବନ ବିଭାଗ ଚଢ଼ାଉ। ଭୋର ସକାଳ ୬ ଟା ସମୟରେ ବନ ବିଭାଗ ପକ୍ଷରୁ ସହର ୱାର୍ଡ ୧ ରେ ଥିବା ବ୍ୟବସାୟୀ ମୋହନ ଟାଙ୍ଗ ଘରେ ଓ ଗୋଦର ରେ ଚଢ଼ାଉ ହୋଇଛି। ସେ ବେଆଇନ ମାନେ କାଠ ବେପାର କରି ଆସୁଥିଲେ । କୌଣସ ସୁତ୍ରରୁ ବନ ବିଭାଗ ଖବର ପାଇଁ ବର୍ତ୍ତମାନ ଚଢ଼ାଉ ଜାରି ରହିଛି। ବର୍ତ୍ତମାନ ଯାଏ ପାଖାପାଖି ୫ ଲକ୍ଷ ଉର୍ଦ୍ଧ୍ବ ଟଙ୍କା ସାମଗ୍ରୀ […]

ତୁରେକେଲା: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ବନ ବିଭାଗ ଚଢ଼ାଉ। ଭୋର ସକାଳ ୬ ଟା ସମୟରେ ବନ ବିଭାଗ ପକ୍ଷରୁ ସହର ୱାର୍ଡ ୧ ରେ ଥିବା ବ୍ୟବସାୟୀ ମୋହନ ଟାଙ୍ଗ ଘରେ ଓ ଗୋଦର ରେ ଚଢ଼ାଉ ହୋଇଛି। ସେ ବେଆଇନ ମାନେ କାଠ ବେପାର କରି ଆସୁଥିଲେ । କୌଣସ ସୁତ୍ରରୁ ବନ ବିଭାଗ ଖବର ପାଇଁ ବର୍ତ୍ତମାନ ଚଢ଼ାଉ ଜାରି ରହିଛି। ବର୍ତ୍ତମାନ ଯାଏ ପାଖାପାଖି ୫ ଲକ୍ଷ ଉର୍ଦ୍ଧ୍ବ ଟଙ୍କା ସାମଗ୍ରୀ ଥିବା ଅନୁମାନ କରିଯାଉଛି। ଏହି ଚଢ଼ାଉ ସମୟରେ କଣ୍ଟାବାଞ୍ଜି ତହସିଲଦାର ମଧ୍ୟ ଉପସ୍ଥିତ ଅଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ହନିଟ୍ରାପ୍: ଧନୀ ବ୍ୟକ୍ତିଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିଲେ ମହିଳା ଫ୍ୟାଶନ ଡିଜାଇନର

28 Sep 2023 By The Sakala

କଣ୍ଟାବାଞ୍ଜିରେ କାଠ ମାଫିଆର ଘର ଓ ଗୋଦାମରେ ବନ ବିଭାଗର ଚଢ଼ାଉ

ତୁରେକେଲା: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ବନ ବିଭାଗ ଚଢ଼ାଉ। ଭୋର ସକାଳ ୬ ଟା ସମୟରେ ବନ ବିଭାଗ ପକ୍ଷରୁ ସହର ୱାର୍ଡ ୧ ରେ ଥିବା ବ୍ୟବସାୟୀ ମୋହନ ଟାଙ୍ଗ ଘରେ ଓ ଗୋଦର ରେ ଚଢ଼ାଉ ହୋଇଛି। ସେ ବେଆଇନ ମାନେ କାଠ ବେପାର କରି ଆସୁଥିଲେ । କୌଣସ ସୁତ୍ରରୁ ବନ ବିଭାଗ ଖବର ପାଇଁ ବର୍ତ୍ତମାନ ଚଢ଼ାଉ ଜାରି ରହିଛି। ବର୍ତ୍ତମାନ ଯାଏ ପାଖାପାଖି ୫ ଲକ୍ଷ ଉର୍ଦ୍ଧ୍ବ ଟଙ୍କା ସାମଗ୍ରୀ ଥିବା ଅନୁମାନ କରିଯାଉଛି। ଏହି ଚଢ଼ାଉ ସମୟରେ କଣ୍ଟାବାଞ୍ଜି ତହସିଲଦାର ମଧ୍ୟ ଉପସ୍ଥିତ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର