ବଲାଙ୍ଗିର ପୁଲିସକୁ ସଫଳତା: ୩ ଆନ୍ତଃରାଜ୍ୟ ଡକାୟତ ଗିରଫ

The Sakala Picture
Published On

ବଲାଙ୍ଗିର: ବଲାଙ୍ଗିର ସଦର ପୁଲିସକୁ ବଡ଼ ସଫଳତା ମିଳିଛି । ଚୋରି, ଡକାୟତି, ଗାଡ଼ି ଡିକି ଭାଙ୍ଗି ଲୁଟ୍ ଭଳି ଘଟଣାରେ ୩ ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୁଲିସ । ଏନେଇ ସଦର ଏସଡିପିଓ ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା୩ ଡକାୟତ ହେଲେ ରାଜା ଦାସ,ଦୟାସାଗର ଛତ୍ରିଆ ଓ ସାରଥି ବାଗ। ଏମାନଙ୍କ ମଧ୍ୟରୁ ରାଜା ଦାସ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଦୟାସାଗର […]

ବଲାଙ୍ଗିର: ବଲାଙ୍ଗିର ସଦର ପୁଲିସକୁ ବଡ଼ ସଫଳତା ମିଳିଛି । ଚୋରି, ଡକାୟତି, ଗାଡ଼ି ଡିକି ଭାଙ୍ଗି ଲୁଟ୍ ଭଳି ଘଟଣାରେ ୩ ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୁଲିସ । ଏନେଇ ସଦର ଏସଡିପିଓ ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା୩ ଡକାୟତ ହେଲେ ରାଜା ଦାସ,ଦୟାସାଗର ଛତ୍ରିଆ ଓ ସାରଥି ବାଗ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଏମାନଙ୍କ ମଧ୍ୟରୁ ରାଜା ଦାସ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଦୟାସାଗର ଛତ୍ରିଆ ଓ ସାରଥି ବାଗ ସୋନପୁର ଜିଲ୍ଲା ଝୁପୁଡିପଡାର ବୋଲି ଜଣା ପଡିଛି। ଏମାନଙ୍କ ପାଖରୁ ୯ ଟି ନମ୍ବର୍ ପ୍ଲଟେ, ୯ ଟି ମୋବାଇଲ ଫୋନ, ପ୍ରାୟ ୩ଲକ୍ଷ ଟଙ୍କା ସୁନା ଗହଣା, ମୋବାଇଲ ସିମ୍ କାର୍ଡ,  ପର୍ସ, ଗାଡ଼ି ନମ୍ବର ପ୍ଲେଟ ବଦଳାଇବା ପାଇଁ ବ୍ୟବହାର ହେଉଥିବା ଯନ୍ତ୍ରାଂଶ ଆଦି ଜବତ ହୋଇଛି। ପୂର୍ବରୁ ଏମାନଙ୍କ ନାମରେ ବିଭିନ୍ନ ଜିଲ୍ଲାର ଥାନାରେ ପ୍ରାୟ ୨୧ଟି ମାମଲା ରହିଥିବା ଏସଡ଼ିପିଓ ସୂଚନା ଦେଇଛନ୍ତି । ସୋମବାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

10 Oct 2021 By The Sakala

ବଲାଙ୍ଗିର ପୁଲିସକୁ ସଫଳତା: ୩ ଆନ୍ତଃରାଜ୍ୟ ଡକାୟତ ଗିରଫ

ବଲାଙ୍ଗିର: ବଲାଙ୍ଗିର ସଦର ପୁଲିସକୁ ବଡ଼ ସଫଳତା ମିଳିଛି । ଚୋରି, ଡକାୟତି, ଗାଡ଼ି ଡିକି ଭାଙ୍ଗି ଲୁଟ୍ ଭଳି ଘଟଣାରେ ୩ ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୁଲିସ । ଏନେଇ ସଦର ଏସଡିପିଓ ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା୩ ଡକାୟତ ହେଲେ ରାଜା ଦାସ,ଦୟାସାଗର ଛତ୍ରିଆ ଓ ସାରଥି ବାଗ।

ଏମାନଙ୍କ ମଧ୍ୟରୁ ରାଜା ଦାସ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଦୟାସାଗର ଛତ୍ରିଆ ଓ ସାରଥି ବାଗ ସୋନପୁର ଜିଲ୍ଲା ଝୁପୁଡିପଡାର ବୋଲି ଜଣା ପଡିଛି। ଏମାନଙ୍କ ପାଖରୁ ୯ ଟି ନମ୍ବର୍ ପ୍ଲଟେ, ୯ ଟି ମୋବାଇଲ ଫୋନ, ପ୍ରାୟ ୩ଲକ୍ଷ ଟଙ୍କା ସୁନା ଗହଣା, ମୋବାଇଲ ସିମ୍ କାର୍ଡ,  ପର୍ସ, ଗାଡ଼ି ନମ୍ବର ପ୍ଲେଟ ବଦଳାଇବା ପାଇଁ ବ୍ୟବହାର ହେଉଥିବା ଯନ୍ତ୍ରାଂଶ ଆଦି ଜବତ ହୋଇଛି। ପୂର୍ବରୁ ଏମାନଙ୍କ ନାମରେ ବିଭିନ୍ନ ଜିଲ୍ଲାର ଥାନାରେ ପ୍ରାୟ ୨୧ଟି ମାମଲା ରହିଥିବା ଏସଡ଼ିପିଓ ସୂଚନା ଦେଇଛନ୍ତି । ସୋମବାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି।

https://www.thesakala.in/latest-odisha-news/balangir/3-interstate-robbers-arrested/article-6000
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର