ପୁଣି ବିଜାପୁରରେ ମାଓ ହିଂସା, ଜାଳିଦେଲେ ୫ ଗାଡ଼ି

The Sakala Picture
Published On

ମାଲକାନଗିରି: ଛତିଶଗଡ଼ ବିଜାପୁରରେ ମାଓ ହିଂସା ଥମିବାର ନାଁ ନେଉନି । ବିଜାପୁରରେ ଲାଲବାହିନୀ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟଣା ଚାଲିଛନ୍ତି । ମିଙ୍ଗାଚଲ ନଦୀ ନିକଟରେ ନିର୍ମାଣାଧୀନ ୱାଟର ଫିଲ୍ଟର ପ୍ଲାଣ୍ଟକୁ ବିରୋଧ କରି ହିଂସାକାଣ୍ଡ ଘଟାଇଛନ୍ତି । ୱାଟର ଫିଲ୍ଟର ପ୍ଲାଣ୍ଟ ନିର୍ମାଣରେ ନିୟୋଜିତ ଏକାଧିକ ଗାଡ଼ିକୁ ଜାଳି ଦେଇଛନ୍ତି ନକ୍ସଲ । ମାଓବାଦୀ ୫ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ୨ଟି ପ୍ରୋକଲିନ୍, ୨ଟି ଏଜୋକସ୍ ଓ ଗୋଟିଏ ଟ୍ରାକ୍ଟରକୁ […]

ମାଲକାନଗିରି: ଛତିଶଗଡ଼ ବିଜାପୁରରେ ମାଓ ହିଂସା ଥମିବାର ନାଁ ନେଉନି । ବିଜାପୁରରେ ଲାଲବାହିନୀ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟଣା ଚାଲିଛନ୍ତି । ମିଙ୍ଗାଚଲ ନଦୀ ନିକଟରେ ନିର୍ମାଣାଧୀନ ୱାଟର ଫିଲ୍ଟର ପ୍ଲାଣ୍ଟକୁ ବିରୋଧ କରି ହିଂସାକାଣ୍ଡ ଘଟାଇଛନ୍ତି । ୱାଟର ଫିଲ୍ଟର ପ୍ଲାଣ୍ଟ ନିର୍ମାଣରେ ନିୟୋଜିତ ଏକାଧିକ ଗାଡ଼ିକୁ ଜାଳି ଦେଇଛନ୍ତି ନକ୍ସଲ ।

ଆହୁରି ପଢ଼ନ୍ତୁ: କୋଟପାଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ୩୨ ପ୍ଲଟ୍, ଫାର୍ମ ହାଉସ୍ ସମେତ ପୁଳା ପୁଳା ଟଙ୍କା ଜବତ

ମାଓବାଦୀ ୫ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ୨ଟି ପ୍ରୋକଲିନ୍, ୨ଟି ଏଜୋକସ୍ ଓ ଗୋଟିଏ ଟ୍ରାକ୍ଟରକୁ ମାଓବାଦୀ ପୋଡ଼ି ଦେଇଛନ୍ତି । ବିଜାପୁର ଜିଲ୍ଲା ନେଇମେଡ୍ ଥାନା ମିଙ୍ଗାଚଲ ନଦୀ ପଠାରେ ଏହି ଘଟଣା ଘଟିଛି । ଆବିଦାସୀ ଅଞ୍ଚଳରେ ହେଉଥିବା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଏଭଳି କାଣ୍ଡ ଘଟାଇଛି ଲାଲ୍ ବାହିନୀ ।

ଆହୁରି ପଢ଼ନ୍ତୁ: ପ୍ରତିକୂଳ ପାଗ ଯୋଗୁଁ ବିଳମ୍ବରେ ଓଡିଶାରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନିକଟରେ ବିଜାପୁରରେ ସୁରକ୍ଷାବାହିନୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଥିଲେ । ଜଣେ ସିଆରପିଏଫ୍ ଯବାନଙ୍କୁ ଅପହରଣର ୬ ଦିନ ପରେ ମାଓବାଦୀ ଛାଡ଼ିଥିଲେ । ୯ ତାରିଖରେ ମାଓବାଦୀ ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରି ନେଇଥିବା ଖବର ଆସିଥିଲା । ଉକ୍ତ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ନକ୍ସଲ ପୁଣି ଆଉ ଗୋଟିଏ ହିଂସାକାଣ୍ଡ ଘଟାଇଛନ୍ତି ।

ଆହୁରି ପଢ଼ନ୍ତୁ: ରାୟଗଡ଼ା ଭିଡ଼ ହିଂସା ଓ ବର୍ବରତା: ଏନ୍‌ଜିଓ କର୍ମୀଙ୍କୁ ମାଡ଼ ଘଟଣାରେ ଆଉ ୪ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫ ସଂଖ୍ୟା ୨୦କୁ ବୃଦ୍ଧି

11 Apr 2021 By The Sakala

ପୁଣି ବିଜାପୁରରେ ମାଓ ହିଂସା, ଜାଳିଦେଲେ ୫ ଗାଡ଼ି

ମାଲକାନଗିରି: ଛତିଶଗଡ଼ ବିଜାପୁରରେ ମାଓ ହିଂସା ଥମିବାର ନାଁ ନେଉନି । ବିଜାପୁରରେ ଲାଲବାହିନୀ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟଣା ଚାଲିଛନ୍ତି । ମିଙ୍ଗାଚଲ ନଦୀ ନିକଟରେ ନିର୍ମାଣାଧୀନ ୱାଟର ଫିଲ୍ଟର ପ୍ଲାଣ୍ଟକୁ ବିରୋଧ କରି ହିଂସାକାଣ୍ଡ ଘଟାଇଛନ୍ତି । ୱାଟର ଫିଲ୍ଟର ପ୍ଲାଣ୍ଟ ନିର୍ମାଣରେ ନିୟୋଜିତ ଏକାଧିକ ଗାଡ଼ିକୁ ଜାଳି ଦେଇଛନ୍ତି ନକ୍ସଲ ।

ମାଓବାଦୀ ୫ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ୨ଟି ପ୍ରୋକଲିନ୍, ୨ଟି ଏଜୋକସ୍ ଓ ଗୋଟିଏ ଟ୍ରାକ୍ଟରକୁ ମାଓବାଦୀ ପୋଡ଼ି ଦେଇଛନ୍ତି । ବିଜାପୁର ଜିଲ୍ଲା ନେଇମେଡ୍ ଥାନା ମିଙ୍ଗାଚଲ ନଦୀ ପଠାରେ ଏହି ଘଟଣା ଘଟିଛି । ଆବିଦାସୀ ଅଞ୍ଚଳରେ ହେଉଥିବା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଏଭଳି କାଣ୍ଡ ଘଟାଇଛି ଲାଲ୍ ବାହିନୀ ।

ନିକଟରେ ବିଜାପୁରରେ ସୁରକ୍ଷାବାହିନୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଥିଲେ । ଜଣେ ସିଆରପିଏଫ୍ ଯବାନଙ୍କୁ ଅପହରଣର ୬ ଦିନ ପରେ ମାଓବାଦୀ ଛାଡ଼ିଥିଲେ । ୯ ତାରିଖରେ ମାଓବାଦୀ ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରି ନେଇଥିବା ଖବର ଆସିଥିଲା । ଉକ୍ତ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ନକ୍ସଲ ପୁଣି ଆଉ ଗୋଟିଏ ହିଂସାକାଣ୍ଡ ଘଟାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର