ନାଇଜର କ୍ଯାମ୍ପସରେ ଅଘଟଣ: ଛାତରୁ ଡେଇଁ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ବର ନାଇଜର କ୍ଯାମ୍ପସରେ ଅଘଟଣ ଘଟିଛି। କ୍ୟାମ୍ପସ ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ଛତିଶଗଡ଼ର ପୂଜା ଜେଠଓ୍ବାନୀ ବୋଲି ଜଣାପଡିଛି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ଜଣାପଡି ନାହିଁ । ସୂଚନା ଅନୁଯାୟୀ, ପୂଜା ଫିଜିକ୍ସ ବିଭାଗରେ ପିଏଚଡି ପଞ୍ଚମ ବର୍ଷର ଛାତ୍ରୀ ଥିଲେ । ଛାତ୍ରୀଙ୍କ ନିକଟରୁ ଏକ ଡାଏରୀ ଜବତ କରିଛି ପୁଲିସ । ପୂଜାଙ୍କ ପରିବାର ଲୋକଙ୍କୁ ଅବଗତ କରିବା ସହ […]

ଭୁବନେଶ୍ବର: ଭୁବନେଶ୍ବର ନାଇଜର କ୍ଯାମ୍ପସରେ ଅଘଟଣ ଘଟିଛି। କ୍ୟାମ୍ପସ ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ଛତିଶଗଡ଼ର ପୂଜା ଜେଠଓ୍ବାନୀ ବୋଲି ଜଣାପଡିଛି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ଜଣାପଡି ନାହିଁ ।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

ସୂଚନା ଅନୁଯାୟୀ, ପୂଜା ଫିଜିକ୍ସ ବିଭାଗରେ ପିଏଚଡି ପଞ୍ଚମ ବର୍ଷର ଛାତ୍ରୀ ଥିଲେ । ଛାତ୍ରୀଙ୍କ ନିକଟରୁ ଏକ ଡାଏରୀ ଜବତ କରିଛି ପୁଲିସ । ପୂଜାଙ୍କ ପରିବାର ଲୋକଙ୍କୁ ଅବଗତ କରିବା ସହ ଜଟଣୀ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

14 Mar 2022 By The Sakala

ନାଇଜର କ୍ଯାମ୍ପସରେ ଅଘଟଣ: ଛାତରୁ ଡେଇଁ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ବର: ଭୁବନେଶ୍ବର ନାଇଜର କ୍ଯାମ୍ପସରେ ଅଘଟଣ ଘଟିଛି। କ୍ୟାମ୍ପସ ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ଛତିଶଗଡ଼ର ପୂଜା ଜେଠଓ୍ବାନୀ ବୋଲି ଜଣାପଡିଛି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ଜଣାପଡି ନାହିଁ ।

ସୂଚନା ଅନୁଯାୟୀ, ପୂଜା ଫିଜିକ୍ସ ବିଭାଗରେ ପିଏଚଡି ପଞ୍ଚମ ବର୍ଷର ଛାତ୍ରୀ ଥିଲେ । ଛାତ୍ରୀଙ୍କ ନିକଟରୁ ଏକ ଡାଏରୀ ଜବତ କରିଛି ପୁଲିସ । ପୂଜାଙ୍କ ପରିବାର ଲୋକଙ୍କୁ ଅବଗତ କରିବା ସହ ଜଟଣୀ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର