ଆସନ୍ତାକାଲିଠୁ ୧୭ ତାରିଖ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

The Sakala Picture
Published On

କଟକ : ଆସନ୍ତାକାଲିଠୁ ୫ ଦିନ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଅର୍ଥାତ ୧୩ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟରେ କର୍ଯ୍ୟ ବନ୍ଦ ରହିବ । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟ […]

କଟକ : ଆସନ୍ତାକାଲିଠୁ ୫ ଦିନ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଅର୍ଥାତ ୧୩ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟରେ କର୍ଯ୍ୟ ବନ୍ଦ ରହିବ ।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟ ମଧ୍ୟ ଏହି ସମୟ ମଧ୍ୟରେ ବନ୍ଦ ରହିବ । ଏହାପରେ ୧୮ ହାଇକୋର୍ଟ ଖୋଲୁଥିଲେ ମଧ୍ୟ କେବଳ ଦୁଇଟି ଡିଭିଜନ ବେଞ୍ଚ ଓ ୭ ଟି ସିଙ୍ଗଲ ବେଞ୍ଚ ଚାଲିବ। ଫେବୃଆରି ୪ ତାରିଖ ପର୍ଯ୍ୟନ୍ତ ଏହିପରି ଚାଲିବ ହାଇକୋର୍ଟ । ଜାନୁଆରି ୧୮ ରୁ ଫେବୃଆରି ୪ ମଧ୍ୟରେ ହେବାକୁ ଥବା ସମସ୍ତ ଶୁଣାଣି ବାତିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

12 Jan 2022 By The Sakala

ଆସନ୍ତାକାଲିଠୁ ୧୭ ତାରିଖ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

କଟକ : ଆସନ୍ତାକାଲିଠୁ ୫ ଦିନ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଅର୍ଥାତ ୧୩ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟରେ କର୍ଯ୍ୟ ବନ୍ଦ ରହିବ ।

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟ ମଧ୍ୟ ଏହି ସମୟ ମଧ୍ୟରେ ବନ୍ଦ ରହିବ । ଏହାପରେ ୧୮ ହାଇକୋର୍ଟ ଖୋଲୁଥିଲେ ମଧ୍ୟ କେବଳ ଦୁଇଟି ଡିଭିଜନ ବେଞ୍ଚ ଓ ୭ ଟି ସିଙ୍ଗଲ ବେଞ୍ଚ ଚାଲିବ। ଫେବୃଆରି ୪ ତାରିଖ ପର୍ଯ୍ୟନ୍ତ ଏହିପରି ଚାଲିବ ହାଇକୋର୍ଟ । ଜାନୁଆରି ୧୮ ରୁ ଫେବୃଆରି ୪ ମଧ୍ୟରେ ହେବାକୁ ଥବା ସମସ୍ତ ଶୁଣାଣି ବାତିଲ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର