ଦେହବେପାର ଅଭିଯୋଗରେ ୨ ଯୁବକ ଗିରଫ, ୩ ଯୁବତୀ ଉଦ୍ଧାର

The Sakala Picture
Published On

ଟିଟିଲାଗଡ: ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହର ତଥା ଦେଶର ଏକ ପ୍ରମୁଖ ରେଳ ଜଙ୍କସନ ଭାବରେ ଟିଟିଲାଗଡ ସହର ବେଶ ପରିଚିତ। ରେଳ ଜଙ୍କସନ ହୋଇଥିବା ଯୋଗୁଁ ଦେଶର କୋଣ ଅନୁକୋଣକୁ ଏଠାରୁ ଉତ୍ତମ ରେଳ ସଂଯୋଗ ରହିଛି। ତେବେ ଏହାର ସୁଯୋଗ ନେଇ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ତଥା ରାଜ୍ୟ ବାହାରୁ ସହର ମଧ୍ୟକୁ ଆସି ବିଭିନ୍ନ ଦଲାଲ ଙ୍କ ମାଧ୍ୟମରେ ସହର ମଧ୍ୟରେ ଦେହ ବ୍ୟବସାୟ କାରବାର ଚାଲୁଥିବା ନେଇ ବିଭିନ୍ନ […]

ଟିଟିଲାଗଡ: ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହର ତଥା ଦେଶର ଏକ ପ୍ରମୁଖ ରେଳ ଜଙ୍କସନ ଭାବରେ ଟିଟିଲାଗଡ ସହର ବେଶ ପରିଚିତ। ରେଳ ଜଙ୍କସନ ହୋଇଥିବା ଯୋଗୁଁ ଦେଶର କୋଣ ଅନୁକୋଣକୁ ଏଠାରୁ ଉତ୍ତମ ରେଳ ସଂଯୋଗ ରହିଛି। ତେବେ ଏହାର ସୁଯୋଗ ନେଇ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ତଥା ରାଜ୍ୟ ବାହାରୁ ସହର ମଧ୍ୟକୁ ଆସି ବିଭିନ୍ନ ଦଲାଲ ଙ୍କ ମାଧ୍ୟମରେ ସହର ମଧ୍ୟରେ ଦେହ ବ୍ୟବସାୟ କାରବାର ଚାଲୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଉଠିଛି । ଦଲାଲ ମାନେ ବିଭିନ୍ନ ହାଇଟେକ୍ ଉପାୟ ଆପଣେଇ ଯୁବତୀ ଚାଲାଣ ତଥା ଗ୍ରାହକ ବନ୍ଦୋବସ୍ତ କରୁଥିବା ବେଳେ ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ପୋଲିସ ଦେହ ବ୍ୟବସାୟ ଅଭିଯୋଗ ରେ ସହରର ପ୍ରଦୀପ ଜାଲ ଓ ରବି ହରପାଲ ନାମକ ଦୁଇଜଣ ଯୁବକକୁ ଗିରଫ କରିଥିବା ବେଳେ ଟିଟିଲାଗଡ ଥାନା ଅନ୍ତର୍ଗତ ଶଗଡ଼ ଘାଟ ଗାଁ ରେ ଚଢାଉ କରି ଜଣେ ଯୁବତୀଙ୍କୁ ଏବଂ ସହର ମଧ୍ୟରୁ ଆଉ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ଗିରଫ ଯୁବକ ଦ୍ବୟ ଏବଂ ଉଦ୍ଧାର ତିନି ଜଣ ଯୁବତୀଙ୍କୁ ଟିଟିଲାଗଡ ପୋଲିସ କୋର୍ଟ ଚାଲାଣ କରିଛି । ତେବେ ଉଦ୍ଧାର ହୋଇଥିବା ଯୁବତୀ ତିନିଜଣ ବୌଦ୍ଧ,ଭୁବନେଶ୍ୱର ଓ ନୟାଗଡ ର ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

27 Nov 2021 By The Sakala

ଦେହବେପାର ଅଭିଯୋଗରେ ୨ ଯୁବକ ଗିରଫ, ୩ ଯୁବତୀ ଉଦ୍ଧାର

ଟିଟିଲାଗଡ: ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହର ତଥା ଦେଶର ଏକ ପ୍ରମୁଖ ରେଳ ଜଙ୍କସନ ଭାବରେ ଟିଟିଲାଗଡ ସହର ବେଶ ପରିଚିତ। ରେଳ ଜଙ୍କସନ ହୋଇଥିବା ଯୋଗୁଁ ଦେଶର କୋଣ ଅନୁକୋଣକୁ ଏଠାରୁ ଉତ୍ତମ ରେଳ ସଂଯୋଗ ରହିଛି। ତେବେ ଏହାର ସୁଯୋଗ ନେଇ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ତଥା ରାଜ୍ୟ ବାହାରୁ ସହର ମଧ୍ୟକୁ ଆସି ବିଭିନ୍ନ ଦଲାଲ ଙ୍କ ମାଧ୍ୟମରେ ସହର ମଧ୍ୟରେ ଦେହ ବ୍ୟବସାୟ କାରବାର ଚାଲୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଉଠିଛି । ଦଲାଲ ମାନେ ବିଭିନ୍ନ ହାଇଟେକ୍ ଉପାୟ ଆପଣେଇ ଯୁବତୀ ଚାଲାଣ ତଥା ଗ୍ରାହକ ବନ୍ଦୋବସ୍ତ କରୁଥିବା ବେଳେ ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ପୋଲିସ ଦେହ ବ୍ୟବସାୟ ଅଭିଯୋଗ ରେ ସହରର ପ୍ରଦୀପ ଜାଲ ଓ ରବି ହରପାଲ ନାମକ ଦୁଇଜଣ ଯୁବକକୁ ଗିରଫ କରିଥିବା ବେଳେ ଟିଟିଲାଗଡ ଥାନା ଅନ୍ତର୍ଗତ ଶଗଡ଼ ଘାଟ ଗାଁ ରେ ଚଢାଉ କରି ଜଣେ ଯୁବତୀଙ୍କୁ ଏବଂ ସହର ମଧ୍ୟରୁ ଆଉ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ଗିରଫ ଯୁବକ ଦ୍ବୟ ଏବଂ ଉଦ୍ଧାର ତିନି ଜଣ ଯୁବତୀଙ୍କୁ ଟିଟିଲାଗଡ ପୋଲିସ କୋର୍ଟ ଚାଲାଣ କରିଛି । ତେବେ ଉଦ୍ଧାର ହୋଇଥିବା ଯୁବତୀ ତିନିଜଣ ବୌଦ୍ଧ,ଭୁବନେଶ୍ୱର ଓ ନୟାଗଡ ର ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।

https://www.thesakala.in/latest-odisha-news/two-young-men-have-been-arrested-on-suspicion-of-trafficking/article-7191
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର