ମୁମ୍ବାଇର ଲାଲବାଗ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ, ୬୦ମହଲା ବିଶିଷ୍ଟ କୋଠାରେ ଲାଗିଛି ନିଆଁ

The Sakala Picture
Published On

ମୁମ୍ବାଇ: ମୁମ୍ବାଇର ଲାଲବାଗ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଲାଲବାଗର ଏକ ଘରୋଇ ବିଲ୍ଡିଂର ୧୯ତମ ମହଲାରେ ନିଆଁ ଲାଗି ଯାଇଛି । ଭିଆଇପି ଅଞ୍ଚଳ ଅଭିଗ୍ନ ପାର୍କ ସୋସାଇଟିରେ ଏହି ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିବା ବେଳେ ନିଆଁ ଲିଭା କାର୍ୟ୍ୟ ଜାରି ରହିଛି । ବିଲ୍ଡିଂରେ ନିଆଁ ଲାଗି ଯାଇଥିବା ଦେଖି ୧୯ ମହଲାରୁ ଜଣେ ବ୍ୟକ୍ତି ଡେଇଁ ପଡ଼ିବାକୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି […]

ମୁମ୍ବାଇ: ମୁମ୍ବାଇର ଲାଲବାଗ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଲାଲବାଗର ଏକ ଘରୋଇ ବିଲ୍ଡିଂର ୧୯ତମ ମହଲାରେ ନିଆଁ ଲାଗି ଯାଇଛି । ଭିଆଇପି ଅଞ୍ଚଳ ଅଭିଗ୍ନ ପାର୍କ ସୋସାଇଟିରେ ଏହି ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିବା ବେଳେ ନିଆଁ ଲିଭା କାର୍ୟ୍ୟ ଜାରି ରହିଛି । ବିଲ୍ଡିଂରେ ନିଆଁ ଲାଗି ଯାଇଥିବା ଦେଖି ୧୯ ମହଲାରୁ ଜଣେ ବ୍ୟକ୍ତି ଡେଇଁ ପଡ଼ିବାକୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୬୦ମହଲା ବିଶିଷ୍ଟ ଏହି ବିଲ୍ଡିଂର ୧୯ମହଲରାରେ ନିଆଁ ଲାଗି ଯାଇଥିବା ବେଳେ ଏହି ନିଆଁ ଏବେ ମହଲାକୁ ମହଲା ବ୍ୟାପିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

ଫାୟର ବ୍ରିଗେଡଙ୍କ ଅନୁସାରେ ଅବିଘ୍ନା ବିଲଡିଙ୍ଗରେ ପ୍ରାୟ ଦିନ ୧୨ଟା ବେଳେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜୀବନ ବଞ୍ଚାଇବା ପାଇଁ ଲୋକ ଘରର ବାଲକୋନିରେ ଝୁଲିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ସୂଚନା ଅନୁସାରେ ଜୀବନ ବଞ୍ଚଶିବାକୁ ୩୦ ବର୍ଷୀୟ ଅରୁଣ ତିଓ୍ୱାରୀ ନାମକ ଜଣେ ବ୍ୟକ୍ତି ଘରର ବାଲକୋନିରେ ଓହଳି ପଡ଼ିଥିଲେ । ତାଙ୍କୁ ତତକ୍ଷଣାତ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅରୁଣ ତଳକୁ ପଡ଼ି ଯାଇଥିବା ଭୟାବହ ଘଟଣାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ନିଆଁ କାବୁ କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

22 Oct 2021 By The Sakala

ମୁମ୍ବାଇର ଲାଲବାଗ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ, ୬୦ମହଲା ବିଶିଷ୍ଟ କୋଠାରେ ଲାଗିଛି ନିଆଁ

ମୁମ୍ବାଇ: ମୁମ୍ବାଇର ଲାଲବାଗ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଲାଲବାଗର ଏକ ଘରୋଇ ବିଲ୍ଡିଂର ୧୯ତମ ମହଲାରେ ନିଆଁ ଲାଗି ଯାଇଛି । ଭିଆଇପି ଅଞ୍ଚଳ ଅଭିଗ୍ନ ପାର୍କ ସୋସାଇଟିରେ ଏହି ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିବା ବେଳେ ନିଆଁ ଲିଭା କାର୍ୟ୍ୟ ଜାରି ରହିଛି । ବିଲ୍ଡିଂରେ ନିଆଁ ଲାଗି ଯାଇଥିବା ଦେଖି ୧୯ ମହଲାରୁ ଜଣେ ବ୍ୟକ୍ତି ଡେଇଁ ପଡ଼ିବାକୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୬୦ମହଲା ବିଶିଷ୍ଟ ଏହି ବିଲ୍ଡିଂର ୧୯ମହଲରାରେ ନିଆଁ ଲାଗି ଯାଇଥିବା ବେଳେ ଏହି ନିଆଁ ଏବେ ମହଲାକୁ ମହଲା ବ୍ୟାପିବାରେ ଲାଗିଛି।

ଫାୟର ବ୍ରିଗେଡଙ୍କ ଅନୁସାରେ ଅବିଘ୍ନା ବିଲଡିଙ୍ଗରେ ପ୍ରାୟ ଦିନ ୧୨ଟା ବେଳେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜୀବନ ବଞ୍ଚାଇବା ପାଇଁ ଲୋକ ଘରର ବାଲକୋନିରେ ଝୁଲିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ଜୀବନ ବଞ୍ଚଶିବାକୁ ୩୦ ବର୍ଷୀୟ ଅରୁଣ ତିଓ୍ୱାରୀ ନାମକ ଜଣେ ବ୍ୟକ୍ତି ଘରର ବାଲକୋନିରେ ଓହଳି ପଡ଼ିଥିଲେ । ତାଙ୍କୁ ତତକ୍ଷଣାତ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅରୁଣ ତଳକୁ ପଡ଼ି ଯାଇଥିବା ଭୟାବହ ଘଟଣାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ନିଆଁ କାବୁ କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର