ଏସିଏଫ ସୌମ୍ୟରଞ୍ଜନ ମୃତ୍ଯୁ ଘଟଣା: ସରିଲା ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ

The Sakala Picture
Published On

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ଯୁ ଘଟଣା । ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ସରିଛି । ପ୍ରାୟ ୪ ଘଣ୍ଟା କାଳ ଲାଏ ଡିଟେକ୍ସନ ଟେଷ୍ଟ ଚାଲିଥିବା ସୂଚନା । ଭୁବନେଶ୍ୱର ଫୋରେନସିକ୍ ଲ୍ୟାବ୍‌ରେ ଚାଲିଥିଲା ଲାଏ ଡିଟେକ୍ସନ ଟେଷ୍ଟ। ଏସିଏଫ ମୃତ୍ୟୁ ଘଟଣାର ଅନ୍ତିମରେ ପହଁଚିବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ। ଯେଉଁଥିପାଇଁ ପ୍ରଥମେ ଫରନେସିକ ଲ୍ୟାବ୍‌ରେ  ଡିଏଫଓଙ୍କ ଲାଇ ଡ଼ିଟେକ୍ସନ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ। ଆଉ ଏହା ପରେ ଆଜି ମୃତ ସୌମ୍ୟ ରଞ୍ଜନଙ୍କ […]

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ଯୁ ଘଟଣା । ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ସରିଛି । ପ୍ରାୟ ୪ ଘଣ୍ଟା କାଳ ଲାଏ ଡିଟେକ୍ସନ ଟେଷ୍ଟ ଚାଲିଥିବା ସୂଚନା । ଭୁବନେଶ୍ୱର ଫୋରେନସିକ୍ ଲ୍ୟାବ୍‌ରେ ଚାଲିଥିଲା ଲାଏ ଡିଟେକ୍ସନ ଟେଷ୍ଟ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଏସିଏଫ ମୃତ୍ୟୁ ଘଟଣାର ଅନ୍ତିମରେ ପହଁଚିବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ। ଯେଉଁଥିପାଇଁ ପ୍ରଥମେ ଫରନେସିକ ଲ୍ୟାବ୍‌ରେ  ଡିଏଫଓଙ୍କ ଲାଇ ଡ଼ିଟେକ୍ସନ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ। ଆଉ ଏହା ପରେ ଆଜି ମୃତ ସୌମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟ ଲାଇଡ଼ିଟେକ୍ସନ ଟେଷ୍ଟ ଜାରି ରହିଥିଲା। କ୍ରାଇମବ୍ରାଞ୍ଚ ବିଦ୍ୟା ଭାରତୀଙ୍କୁ ପ୍ରାୟ ୪ ଘଣ୍ଟା କାଳ ମାରାଥନ ଜେରା କରିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ସ୍ବାମୀ ସୌମ୍ୟରଞ୍ଜନଙ୍କ ସମ୍ପର୍କରେ କ୍ରାଇମବ୍ରାଞ୍ଚର ଗୁଡ଼ିଆ ତୁଡ଼ିଆ ପ୍ରଶ୍ନରେ ଭାବବିହ୍ବଳ ହୋଇପଡିଥିଲେ ବିଦ୍ୟାଭାରତୀ । କିନ୍ତୁ ବିଦ୍ୟାଭାରତୀ କେତେ ସତ କହୁଛନ୍ତି ଲାଏ ଡିଟେକ୍ସନ ଟେଷ୍ଟର ଫଳାଫଳ ଆସିଲା ତାହା ସ୍ପଷ୍ଟ ଜଣାପଡ଼ିବ । ପୂର୍ବରୁ ଡିଏଫଓ ଏବଂ ରୋଷେୟାଙ୍କର ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଏହାସହ ସୌମ୍ୟଙ୍କ ପରିବାର ଓ ବିଦ୍ୟାଭାରତୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର