ରାଜ୍ୟର ସବୁ ଥାନାରେ ପ୍ରତିଦିନ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' କରିବାକୁ ନିର୍ଦ୍ଦେଶ

Madhusudan Das Picture
Published On

ଭୁବନେଶ୍ୱର: ଆଜିଠୁ ସବୁ ଥାନାରେ ବ୍ରିଫିଂ ପରେଡ୍ । ବାଲିଅନ୍ତା ଘଟଣାରେ ପୋଲିସର ପାରିବାପଣିଆ ପଦାରେ ପଡିବା ପରେ ରାଜ୍ୟର ସବୁ ଥାନାରେ ଆରମ୍ଭ ହେଲା 'ବ୍ରିଫିଂ ପରେଡ୍'। ବାଲିଅନ୍ତା ବର୍ବରତାକୁ ନେଇ ବ୍ୟାକ୍ ଫୁଟରେ ଥିବା ଓଡିଶା ପୋଲିସ ଏଣିକି ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା କରିଛି । ଏଣିକି ସବୁଦିନ ସକାଳ ୯ଟା ପୂର୍ବରୁ ଥାନାରେ 'ବ୍ରିଫିଂ ପରେଡ୍'। ରାଜ୍ୟର ସବୁ ଥାନାରେ ପ୍ରତିଦିନ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' କରିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ପୋଲିସ୍ ଡିଜି। ଏଥିରେ ସଂପୃକ୍ତ ଥାନା ଅଂଚଳର ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ପ୍ରବଣ ଅଂଚଳ, ଅପରାଧୀଙ୍କ ଚାଲିଚଳନ ଏବଂ ଚାଲୁଥିବା ତଦନ୍ତ ସଂପର୍କରେ ସମୀକ୍ଷା କରିବା ଉପରେ ଗୁରୁତ୍ବ ଦେଇଛନ୍ତି ପୋଲିସ ଡିଜି ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

11 May 2026 By Madhusudan Das

ରାଜ୍ୟର ସବୁ ଥାନାରେ ପ୍ରତିଦିନ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜିଠୁ ସବୁ ଥାନାରେ ବ୍ରିଫିଂ ପରେଡ୍ । ବାଲିଅନ୍ତା ଘଟଣାରେ ପୋଲିସର ପାରିବାପଣିଆ ପଦାରେ ପଡିବା ପରେ ରାଜ୍ୟର ସବୁ ଥାନାରେ ଆରମ୍ଭ ହେଲା 'ବ୍ରିଫିଂ ପରେଡ୍'। ବାଲିଅନ୍ତା ବର୍ବରତାକୁ ନେଇ ବ୍ୟାକ୍ ଫୁଟରେ ଥିବା ଓଡିଶା ପୋଲିସ ଏଣିକି ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା କରିଛି । ଏଣିକି ସବୁଦିନ ସକାଳ ୯ଟା ପୂର୍ବରୁ ଥାନାରେ 'ବ୍ରିଫିଂ ପରେଡ୍'। ରାଜ୍ୟର ସବୁ ଥାନାରେ ପ୍ରତିଦିନ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' କରିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ପୋଲିସ୍ ଡିଜି। ଏଥିରେ ସଂପୃକ୍ତ ଥାନା ଅଂଚଳର ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ପ୍ରବଣ ଅଂଚଳ, ଅପରାଧୀଙ୍କ ଚାଲିଚଳନ ଏବଂ ଚାଲୁଥିବା ତଦନ୍ତ ସଂପର୍କରେ ସମୀକ୍ଷା କରିବା ଉପରେ ଗୁରୁତ୍ବ ଦେଇଛନ୍ତି ପୋଲିସ ଡିଜି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର