ପାଟପୁର ଗାଁରେ ଦହିବରା ଖାଇ ୩୦ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

Madhusudan Das Picture
Published On

ଯାଜପୁର: ଦହିବରା ଖାଇ ୩୦ଜଣ ଅସୁସ୍ଥ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଟପୁର ଗାଁରେ ଦହିବରା ଖାଇ ପ୍ରାୟ ୩୦ଜଣ ଅସୁସ୍ଥ ହୋଇପଡିଛନ୍ତି । ଗତକାଲି ପାଟପୁର ଅଞ୍ଚଳରେ ଦହିବରା ଖାଇ ଅପରାହ୍ନରେ ଅସୁସ୍ଥ ହୋଇ ସମସ୍ତେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ସେମାନଙ୍କୁ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ଗୁରୁତରମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬ରୁ ଅଧିକ ଶିଶୁ ଅଛନ୍ତି ବୋଲି ଜଣାପଡିଛି । ଗତକାଲି ଗାଁକୁ ଆସିଥିବା ଜଣେ ବିକାଳୀଠାରୁ ଦହିବରା ଖାଇଥିଲେ କିଛି ଲୋକ । 

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍କୁଲ ପ୍ରଧାନଶିକ୍ଷକ ଗିରଫ

02 May 2026 By Madhusudan Das

ପାଟପୁର ଗାଁରେ ଦହିବରା ଖାଇ ୩୦ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଯାଜପୁର: ଦହିବରା ଖାଇ ୩୦ଜଣ ଅସୁସ୍ଥ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଟପୁର ଗାଁରେ ଦହିବରା ଖାଇ ପ୍ରାୟ ୩୦ଜଣ ଅସୁସ୍ଥ ହୋଇପଡିଛନ୍ତି । ଗତକାଲି ପାଟପୁର ଅଞ୍ଚଳରେ ଦହିବରା ଖାଇ ଅପରାହ୍ନରେ ଅସୁସ୍ଥ ହୋଇ ସମସ୍ତେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ସେମାନଙ୍କୁ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ଗୁରୁତରମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬ରୁ ଅଧିକ ଶିଶୁ ଅଛନ୍ତି ବୋଲି ଜଣାପଡିଛି । ଗତକାଲି ଗାଁକୁ ଆସିଥିବା ଜଣେ ବିକାଳୀଠାରୁ ଦହିବରା ଖାଇଥିଲେ କିଛି ଲୋକ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର