ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

Madhusudan Das Picture
Published On

ପୁରୀ: ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ। ବିଶ୍ଵନିୟନ୍ତାଙ୍କ ରଥଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳଚଞ୍ଚଳ ହୋଇଉଠିଛି ରଥଖଳା । ଗତକାଲି ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହୋଇଥିଲା। ଆଜିଠାରୁ କର୍ତ୍ତି ସେବକମାନେ ଫାଶୀ କାଠକୁ କାଟି ତୁମ୍ବ ନିର୍ମାଣ କରିବେ । ରଥ ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ତିନି ରଥର ଚକ ଲାଗି ତୁମ୍ବ ପ୍ରସ୍ତୁତ କରାଯିଵ । ଏହାପରେ ତୁମ୍ବରେ ବିନ୍ଧ କରାଯାଇ ଚକ ନିର୍ମାଣ କାର୍ଯ୍ୟ କରାଯିବ । କରତିଆମାନେ ବଡ଼ ବଡ଼ କରତ ସାହାଯ୍ୟରେ କାଠ ଗୁଡିକୁ କାଟିଛନ୍ତି। 

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକକୁ ପୋଲିସ ଏନକାଉଣ୍ଟର

ଚଳିତ ବର୍ଷ ରଥଯାତ୍ରା ସମୟରେ ଯୋଡା ଜ୍ୟେଷ୍ଠ ମାସ ପଡୁଥିବାରୁ ରଥ ନିର୍ମାଣ କାର୍ଯ୍ୟ ପାଇଁ ଅଧିକ ଏକମାସ ସମୟ ମିଳିବ। ପ୍ରତି ବର୍ଷ ରଥ ନିର୍ମାଣ ପାଇଁ ୫୯ ଦିନ କାର୍ଯ୍ୟ ଦିବସ ପଡିଥାଏ। 

ଆହୁରି ପଢ଼ନ୍ତୁ: ଚାକିରିରୁ ବହିଷ୍କୃତ ହେଲେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍

21 Apr 2026 By Madhusudan Das

ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ପୁରୀ: ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ। ବିଶ୍ଵନିୟନ୍ତାଙ୍କ ରଥଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳଚଞ୍ଚଳ ହୋଇଉଠିଛି ରଥଖଳା । ଗତକାଲି ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହୋଇଥିଲା। ଆଜିଠାରୁ କର୍ତ୍ତି ସେବକମାନେ ଫାଶୀ କାଠକୁ କାଟି ତୁମ୍ବ ନିର୍ମାଣ କରିବେ । ରଥ ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ତିନି ରଥର ଚକ ଲାଗି ତୁମ୍ବ ପ୍ରସ୍ତୁତ କରାଯିଵ । ଏହାପରେ ତୁମ୍ବରେ ବିନ୍ଧ କରାଯାଇ ଚକ ନିର୍ମାଣ କାର୍ଯ୍ୟ କରାଯିବ । କରତିଆମାନେ ବଡ଼ ବଡ଼ କରତ ସାହାଯ୍ୟରେ କାଠ ଗୁଡିକୁ କାଟିଛନ୍ତି। 

ଚଳିତ ବର୍ଷ ରଥଯାତ୍ରା ସମୟରେ ଯୋଡା ଜ୍ୟେଷ୍ଠ ମାସ ପଡୁଥିବାରୁ ରଥ ନିର୍ମାଣ କାର୍ଯ୍ୟ ପାଇଁ ଅଧିକ ଏକମାସ ସମୟ ମିଳିବ। ପ୍ରତି ବର୍ଷ ରଥ ନିର୍ମାଣ ପାଇଁ ୫୯ ଦିନ କାର୍ଯ୍ୟ ଦିବସ ପଡିଥାଏ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର