ସମ୍ବଲପୁରରେ ବଡ ଧରଣର ବାଇକ ଚୋର ଗ୍ୟାଙ୍ଗର ପର୍ଦାଫାଶ କଲା ପୁଲିସ; ୨୧ ବାଇକ ଉଦ୍ଧାର, ୧୩ ଗିରଫ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ପୁଲିସକୁ ବଡ ସଫଳତା । ବାଇକ ଚୋରିର ବଡଧରଣର ରାକେଟର ପର୍ଦ୍ଦାଫାସ କରିଛି ଜିଲ୍ଲା ପୁଲିସ । ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ବାଇକ ଚୋରି ହୋଇଥିବା ନେଇ ଅନେକ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୁଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଏହାର ପର୍ଦ୍ଦାଫାସ ପାଇଁ ଉଦ୍ୟମ ଜାରି ରଖିଥିଲା । ଫଳରେ ଆଜି ପୁଲିସକୁ ସଫଳତା ମିଳିଛି । ଚୋରି ହୋଇଥିବା ଗାଡିର ଚିହ୍ନଟକରଣ ଏବଂ ପୁନରୁଦ୍ଧାର […]

ସମ୍ବଲପୁର: ସମ୍ବଲପୁର ପୁଲିସକୁ ବଡ ସଫଳତା । ବାଇକ ଚୋରିର ବଡଧରଣର ରାକେଟର ପର୍ଦ୍ଦାଫାସ କରିଛି ଜିଲ୍ଲା ପୁଲିସ । ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ବାଇକ ଚୋରି ହୋଇଥିବା ନେଇ ଅନେକ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୁଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଏହାର ପର୍ଦ୍ଦାଫାସ ପାଇଁ ଉଦ୍ୟମ ଜାରି ରଖିଥିଲା । ଫଳରେ ଆଜି ପୁଲିସକୁ ସଫଳତା ମିଳିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଆସିବ ଆଧୁନିକତା: କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ 'ଏଆଇ' (AI) ସବସ୍କ୍ରିପସନ୍ ପ୍ରସ୍ତାବ

ଚୋରି ହୋଇଥିବା ଗାଡିର ଚିହ୍ନଟକରଣ ଏବଂ ପୁନରୁଦ୍ଧାର ପାଇଁ ଟାଉନ ଥାନା, ଧନୁପାଲି ଥାନା ଏବଂ ରେଙ୍ଗାଲି ଥାନାର ଭାରପ୍ରlପ୍ତ ଅଧିକାରୀଙ୍କ ସହିତ ସମ୍ବଲପୁର ପୋଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲା ​​। ଜୁଜୁମୁରା, ଚାରମାଳ, ରେଢ଼lଖୋଲ, ରେଙ୍ଗାଲୀ, ସମ୍ବଲପୁର ଏବଂ ବଉଦ ଜିଲ୍ଲା ଅଞ୍ଚଳରୁ ଚଢ଼ାଉ କରି ଚୋରି ହୋଇଥିବା ୨୧ ଟି ମୋଟର ଯାନ ଉଦ୍ଧାର କରାଯାଇଛି। ୧୧ ଜଣ ଅଭିଯୁକ୍ତ ଏବଂ ଚୋରି ହୋଇଥିବା ସମ୍ପତ୍ତିକୁ କିଣିଥିବା ୨ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ OAV ପ୍ରିନ୍ସପାଲ୍, SHG ମହିଳାଙ୍କ ବିଲ୍‌ କରିବା ପାଇଁ ନେଉଥିଲେ ୧୦ ହଜାର ଲାଞ୍ଚ

13 Aug 2021 By The Sakala

ସମ୍ବଲପୁରରେ ବଡ ଧରଣର ବାଇକ ଚୋର ଗ୍ୟାଙ୍ଗର ପର୍ଦାଫାଶ କଲା ପୁଲିସ; ୨୧ ବାଇକ ଉଦ୍ଧାର, ୧୩ ଗିରଫ

ସମ୍ବଲପୁର: ସମ୍ବଲପୁର ପୁଲିସକୁ ବଡ ସଫଳତା । ବାଇକ ଚୋରିର ବଡଧରଣର ରାକେଟର ପର୍ଦ୍ଦାଫାସ କରିଛି ଜିଲ୍ଲା ପୁଲିସ । ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ବାଇକ ଚୋରି ହୋଇଥିବା ନେଇ ଅନେକ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୁଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଏହାର ପର୍ଦ୍ଦାଫାସ ପାଇଁ ଉଦ୍ୟମ ଜାରି ରଖିଥିଲା । ଫଳରେ ଆଜି ପୁଲିସକୁ ସଫଳତା ମିଳିଛି ।

ଚୋରି ହୋଇଥିବା ଗାଡିର ଚିହ୍ନଟକରଣ ଏବଂ ପୁନରୁଦ୍ଧାର ପାଇଁ ଟାଉନ ଥାନା, ଧନୁପାଲି ଥାନା ଏବଂ ରେଙ୍ଗାଲି ଥାନାର ଭାରପ୍ରlପ୍ତ ଅଧିକାରୀଙ୍କ ସହିତ ସମ୍ବଲପୁର ପୋଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲା ​​। ଜୁଜୁମୁରା, ଚାରମାଳ, ରେଢ଼lଖୋଲ, ରେଙ୍ଗାଲୀ, ସମ୍ବଲପୁର ଏବଂ ବଉଦ ଜିଲ୍ଲା ଅଞ୍ଚଳରୁ ଚଢ଼ାଉ କରି ଚୋରି ହୋଇଥିବା ୨୧ ଟି ମୋଟର ଯାନ ଉଦ୍ଧାର କରାଯାଇଛି। ୧୧ ଜଣ ଅଭିଯୁକ୍ତ ଏବଂ ଚୋରି ହୋଇଥିବା ସମ୍ପତ୍ତିକୁ କିଣିଥିବା ୨ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର