ଆସନ୍ତାକାଲି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ଵେଣ୍ଟି ଟକ୍କର, ଆଜି ଷ୍ଟାଡିୟମରେ ଅଭ୍ୟାସ କଲା ଟିମ୍‌ ଇଣ୍ଡିଆ

Madhusudan Das Picture
Published On

କଟକ: ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଜମିବ ଟି-ଟ୍ଵେଣ୍ଟି ଟକ୍କର। ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହାଲଢେଇ । ମ୍ୟାଚ୍ ପୂର୍ବରୁ ଆଜି ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି ଟିମ୍‌ ଇଣ୍ଡିଆ ଖେଳାଳି । ଅପରାହ୍ଣ ସାଢେ ୧ରୁ ସାଢେ ୪ଟା ପର୍ଯ୍ୟନ୍ତ ଅଭ୍ୟାସ କରିଛନ୍ତି ଟିମ୍ ଇଣ୍ଡିଆ ଖେଳାଳି । ଅଧିନାୟକ ସୂର୍ଯ୍ୟକୁମାରଙ୍କ ସହ ସମସ୍ତ ଖେଳାଳି  ଅଭ୍ୟାସ କରିଛନ୍ତି । ଏହା ପରେ ସାଢେ ୫ଟାରୁ ରାତି ସାଢେ ୮ଟା ପର୍ଯ୍ୟନ୍ତ ସାଉଥ ଆଫ୍ରିକା ଟିମ୍ ଅଭ୍ୟାସ କରିବେ । ଖେଳାଳିଙ୍କ ନେଟ୍ ପ୍ରାକ୍ଟିସ୍ ଦେଖିବା ପାଇଁ ୬ ଓ ୭ ନମ୍ବର ଗ୍ୟାଲେରିରେ ଦର୍ଶକଙ୍କ ପାଇଁ ଖୋଲା ରହିଥିଲା । ଖେଳାଳିଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ବରର ହୋଟେଲ ମେଫେୟାରରୁ ସ୍ବତନ୍ତ୍ର ବସ୍ ଯୋଗେ ଖେଳାଳିମାନେ କଟକ ଯାଇ ବାରବାଟୀ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଛନ୍ତି । 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

08 Dec 2025 By Madhusudan Das

ଆସନ୍ତାକାଲି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ଵେଣ୍ଟି ଟକ୍କର, ଆଜି ଷ୍ଟାଡିୟମରେ ଅଭ୍ୟାସ କଲା ଟିମ୍‌ ଇଣ୍ଡିଆ

କଟକ: ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଜମିବ ଟି-ଟ୍ଵେଣ୍ଟି ଟକ୍କର। ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହାଲଢେଇ । ମ୍ୟାଚ୍ ପୂର୍ବରୁ ଆଜି ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି ଟିମ୍‌ ଇଣ୍ଡିଆ ଖେଳାଳି । ଅପରାହ୍ଣ ସାଢେ ୧ରୁ ସାଢେ ୪ଟା ପର୍ଯ୍ୟନ୍ତ ଅଭ୍ୟାସ କରିଛନ୍ତି ଟିମ୍ ଇଣ୍ଡିଆ ଖେଳାଳି । ଅଧିନାୟକ ସୂର୍ଯ୍ୟକୁମାରଙ୍କ ସହ ସମସ୍ତ ଖେଳାଳି  ଅଭ୍ୟାସ କରିଛନ୍ତି । ଏହା ପରେ ସାଢେ ୫ଟାରୁ ରାତି ସାଢେ ୮ଟା ପର୍ଯ୍ୟନ୍ତ ସାଉଥ ଆଫ୍ରିକା ଟିମ୍ ଅଭ୍ୟାସ କରିବେ । ଖେଳାଳିଙ୍କ ନେଟ୍ ପ୍ରାକ୍ଟିସ୍ ଦେଖିବା ପାଇଁ ୬ ଓ ୭ ନମ୍ବର ଗ୍ୟାଲେରିରେ ଦର୍ଶକଙ୍କ ପାଇଁ ଖୋଲା ରହିଥିଲା । ଖେଳାଳିଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ବରର ହୋଟେଲ ମେଫେୟାରରୁ ସ୍ବତନ୍ତ୍ର ବସ୍ ଯୋଗେ ଖେଳାଳିମାନେ କଟକ ଯାଇ ବାରବାଟୀ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଛନ୍ତି । 

https://www.thesakala.in/latest-odisha-news/totmorrow-india-vs-sauth-africa-t20-match-in-barabati-stadium/article-43466
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର