ମହାନଦୀରେ କୁମ୍ଭୀର ଆତଙ୍କ, ଭୟଭୀତ ଅବସ୍ଥାରେ ନଦୀକୂଳିଆ ଲୋକେ

Madhusudan Das Picture
Published On

ବାଙ୍କୀ: ମୁଣ୍ଡଳୀ ନିକଟସ୍ଥ ମହାନଦୀରେ କୁମ୍ଭୀର ଆତଙ୍କ, ଭୟଭୀତ ଅବସ୍ଥାରେ ନଦୀକୂଳିଆ ଲୋକେ । ସକାଳୁ ମହାନଦୀକୁ ଗାଧୋଇବାକୁ ଯିବା ସମୟରେ ମହାନଦୀ ପଠାରେ କୁମ୍ଭୀରଟି ଶୋଇଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । କୁମ୍ଭୀରଟିର ଲମ୍ବ ପ୍ରାୟ ୧୦ ରୁ ୧୨ ଫୁଟ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଭୟରେ ନଦୀକୁ ଗାଧୋଇବାକୁ ଯାଉ ନାହାଁନ୍ତି ଳୋକେ । ସେପଟେ କୁମ୍ଭୀର ଦେଖିବାକୁ ମୁଣ୍ଡଳୀ ବ୍ରିଜରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି  ।

ଆହୁରି ପଢ଼ନ୍ତୁ: ଆରମ୍ଭ ହେଲା ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା; ଶୁଭାରମ୍ଭ କଲେ ଦଳ ସଭାପତି ନବୀନ ପଟ୍ଟନାୟକ, ଉଠାଇଲେ ଖଣି-ପାଠ୍ୟପୁସ୍ତକ ପ୍ରସଙ୍ଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର