୩ ବର୍ଷରେ ମଞ୍ଚେଶ୍ୱର ଅଞ୍ଚଳରେ ୨୫ ହତ୍ୟାକାଣ୍ଡ

The Sakala Picture
Published On

ରାଜଧାନୀର ଅନ୍ୟ ଥାନା ଅପେକ୍ଷା ମଞ୍ଚେଶ୍ୱର ଥାନା ହତ୍ୟା ଜୋନ୍‍ ପାଲଟିଛି। କାରଣ ଏଠାରେ ୩ବର୍ଷରେ ୨୫ଟି ହତ୍ୟାକାଣ୍ଡ ଘଟିଲାଣି। ଅନେକ ମାମଲାରେ ପୁଲିସ ସଫଳତା ପାଇଥିବା ବେଳେ ଆଉ କେତେକ ମାମଲାରେ ପୁଲିସ ଆଜି ପର୍ଯ୍ୟନ୍ତ ଅପରାଧୀକୁ ଧରି ପାରିନି। ହୋଟେଲ ଆଇୱେ ଇନ୍‍ରେ ଘଟିଥିବା ଲକ୍ଷ୍ମୀପ୍ରିୟା ବିଶ୍ୱାଳ ହତ୍ୟାକାଣ୍ଡ ମାମଲାରେ ପୁଲିସକୁ ସଫଳତା ମିଳିନି। ସେହିଭଳି ଉନ୍ମୟ ପାଢ଼ୀ ହତ୍ୟା ଘଟଣା, ଯୁବତୀଙ୍କୁ ଦୁଷ୍କର୍ମ କରି ଏୟାର ବ୍ୟାଗରେ ଫିଙ୍ଗି ଦେବା ଘଟଣା, ମାଛ […]

ରାଜଧାନୀର ଅନ୍ୟ ଥାନା ଅପେକ୍ଷା ମଞ୍ଚେଶ୍ୱର ଥାନା ହତ୍ୟା ଜୋନ୍‍ ପାଲଟିଛି। କାରଣ ଏଠାରେ ୩ବର୍ଷରେ ୨୫ଟି ହତ୍ୟାକାଣ୍ଡ ଘଟିଲାଣି। ଅନେକ ମାମଲାରେ ପୁଲିସ ସଫଳତା ପାଇଥିବା ବେଳେ ଆଉ କେତେକ ମାମଲାରେ ପୁଲିସ ଆଜି ପର୍ଯ୍ୟନ୍ତ ଅପରାଧୀକୁ ଧରି ପାରିନି। ହୋଟେଲ ଆଇୱେ ଇନ୍‍ରେ ଘଟିଥିବା ଲକ୍ଷ୍ମୀପ୍ରିୟା ବିଶ୍ୱାଳ ହତ୍ୟାକାଣ୍ଡ ମାମଲାରେ ପୁଲିସକୁ ସଫଳତା ମିଳିନି। ସେହିଭଳି ଉନ୍ମୟ ପାଢ଼ୀ ହତ୍ୟା ଘଟଣା, ଯୁବତୀଙ୍କୁ ଦୁଷ୍କର୍ମ କରି ଏୟାର ବ୍ୟାଗରେ ଫିଙ୍ଗି ଦେବା ଘଟଣା, ମାଛ ଧରାଳି ବିଜୟ ବେହେରା ହତ୍ୟା ଘଟଣାରେ ପୁଲିସ ଅପରାଧୀକୁ ଧରି ପାରିନି। ତେଣୁ ବରିମୁଣ୍ଡ ହତ୍ୟା ମାମଲାକୁ ପୁଲିସ କେଉଁ ଦିଶା ଦେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

24 Jul 2021 By The Sakala

୩ ବର୍ଷରେ ମଞ୍ଚେଶ୍ୱର ଅଞ୍ଚଳରେ ୨୫ ହତ୍ୟାକାଣ୍ଡ

ରାଜଧାନୀର ଅନ୍ୟ ଥାନା ଅପେକ୍ଷା ମଞ୍ଚେଶ୍ୱର ଥାନା ହତ୍ୟା ଜୋନ୍‍ ପାଲଟିଛି। କାରଣ ଏଠାରେ ୩ବର୍ଷରେ ୨୫ଟି ହତ୍ୟାକାଣ୍ଡ ଘଟିଲାଣି। ଅନେକ ମାମଲାରେ ପୁଲିସ ସଫଳତା ପାଇଥିବା ବେଳେ ଆଉ କେତେକ ମାମଲାରେ ପୁଲିସ ଆଜି ପର୍ଯ୍ୟନ୍ତ ଅପରାଧୀକୁ ଧରି ପାରିନି। ହୋଟେଲ ଆଇୱେ ଇନ୍‍ରେ ଘଟିଥିବା ଲକ୍ଷ୍ମୀପ୍ରିୟା ବିଶ୍ୱାଳ ହତ୍ୟାକାଣ୍ଡ ମାମଲାରେ ପୁଲିସକୁ ସଫଳତା ମିଳିନି। ସେହିଭଳି ଉନ୍ମୟ ପାଢ଼ୀ ହତ୍ୟା ଘଟଣା, ଯୁବତୀଙ୍କୁ ଦୁଷ୍କର୍ମ କରି ଏୟାର ବ୍ୟାଗରେ ଫିଙ୍ଗି ଦେବା ଘଟଣା, ମାଛ ଧରାଳି ବିଜୟ ବେହେରା ହତ୍ୟା ଘଟଣାରେ ପୁଲିସ ଅପରାଧୀକୁ ଧରି ପାରିନି। ତେଣୁ ବରିମୁଣ୍ଡ ହତ୍ୟା ମାମଲାକୁ ପୁଲିସ କେଉଁ ଦିଶା ଦେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

https://www.thesakala.in/latest-odisha-news/25-murders-in-mancheswar-area-in-3-years/article-4054
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର