ରାଜଧାନୀରେ କାଳବୈଶାଖୀ ତାଣ୍ଡବ…

The Sakala Picture
Published On

ଭୁବନେଶ୍ୱର: ଶୁକ୍ରବାର ହଠାତ ରାଜଧାନୀରେ ବଦଳିଗଲା ପାଣିପାଗର ମିଜାଜ୍। ଚାରିଆଡ ଅନ୍ଧାର।  ମାଡିଆସିଲା କାଳବୈଶାଖୀ ବର୍ଷା । ଆଉ ଏହି ଝଡତୋଫାନରେ ବିଭିନ୍ନ ସ୍ଥାନରେ ଗଛ ଉପଡିଥିଲା । ଏହାର ପ୍ରଭାବରେ ଅନେକ ଗଛଡାଳ ଭାଙ୍ଗି ଯାଇଥିବା ବେଳେ ରାସ୍ତାଘାଟରେ ଗାଡ଼ି ମଧ୍ୟ ଓଲଟି ଯାଇଥିବା ଦେଖିବାକୁ ମିଳିଥିଲା। ପାଖାପାଖି ୩୦ ମିନିଟରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ଚାଲିଥିଲା ଏପରି ପାଗ । ଖବର ଅନୁଯାୟୀ, ୩ ଘଣ୍ଟା ପାଇଁ  ଖୋର୍ଦ୍ଧା ଜିଲ୍ଲା ସମେତ ଟ୍ବିନସିଟି ଭୁବନେଶ୍ବର-କଟକକୁ […]

ଭୁବନେଶ୍ୱର: ଶୁକ୍ରବାର ହଠାତ ରାଜଧାନୀରେ ବଦଳିଗଲା ପାଣିପାଗର ମିଜାଜ୍। ଚାରିଆଡ ଅନ୍ଧାର।  ମାଡିଆସିଲା କାଳବୈଶାଖୀ ବର୍ଷା । ଆଉ ଏହି ଝଡତୋଫାନରେ ବିଭିନ୍ନ ସ୍ଥାନରେ ଗଛ ଉପଡିଥିଲା । ଏହାର ପ୍ରଭାବରେ ଅନେକ ଗଛଡାଳ ଭାଙ୍ଗି ଯାଇଥିବା ବେଳେ ରାସ୍ତାଘାଟରେ ଗାଡ଼ି ମଧ୍ୟ ଓଲଟି ଯାଇଥିବା ଦେଖିବାକୁ ମିଳିଥିଲା। ପାଖାପାଖି ୩୦ ମିନିଟରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ଚାଲିଥିଲା ଏପରି ପାଗ ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ଖବର ଅନୁଯାୟୀ, ୩ ଘଣ୍ଟା ପାଇଁ  ଖୋର୍ଦ୍ଧା ଜିଲ୍ଲା ସମେତ ଟ୍ବିନସିଟି ଭୁବନେଶ୍ବର-କଟକକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା।  ଏହି ସମୟରେ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଥିବା ଆକଳନ କରିଥିବା ପାଣିପାଗ ବିଭାଗ।  ପୁରି ଜିଲ୍ଲାକୁ ମଧ୍ଯ ୟେଲୋ ଆଲର୍ଟ ଜାରି ହୋଇଛି। ଏହି ସମୟରେ ଘଣ୍ଟା ପ୍ରତି ୩୦ ରୁ ୪୦ କି.ମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଥିଲା। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

18 Apr 2025 By The Sakala

ରାଜଧାନୀରେ କାଳବୈଶାଖୀ ତାଣ୍ଡବ…

ଭୁବନେଶ୍ୱର: ଶୁକ୍ରବାର ହଠାତ ରାଜଧାନୀରେ ବଦଳିଗଲା ପାଣିପାଗର ମିଜାଜ୍। ଚାରିଆଡ ଅନ୍ଧାର।  ମାଡିଆସିଲା କାଳବୈଶାଖୀ ବର୍ଷା । ଆଉ ଏହି ଝଡତୋଫାନରେ ବିଭିନ୍ନ ସ୍ଥାନରେ ଗଛ ଉପଡିଥିଲା । ଏହାର ପ୍ରଭାବରେ ଅନେକ ଗଛଡାଳ ଭାଙ୍ଗି ଯାଇଥିବା ବେଳେ ରାସ୍ତାଘାଟରେ ଗାଡ଼ି ମଧ୍ୟ ଓଲଟି ଯାଇଥିବା ଦେଖିବାକୁ ମିଳିଥିଲା। ପାଖାପାଖି ୩୦ ମିନିଟରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ଚାଲିଥିଲା ଏପରି ପାଗ ।

ଖବର ଅନୁଯାୟୀ, ୩ ଘଣ୍ଟା ପାଇଁ  ଖୋର୍ଦ୍ଧା ଜିଲ୍ଲା ସମେତ ଟ୍ବିନସିଟି ଭୁବନେଶ୍ବର-କଟକକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା।  ଏହି ସମୟରେ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଥିବା ଆକଳନ କରିଥିବା ପାଣିପାଗ ବିଭାଗ।  ପୁରି ଜିଲ୍ଲାକୁ ମଧ୍ଯ ୟେଲୋ ଆଲର୍ଟ ଜାରି ହୋଇଛି। ଏହି ସମୟରେ ଘଣ୍ଟା ପ୍ରତି ୩୦ ରୁ ୪୦ କି.ମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଥିଲା। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର