ଆସନ୍ତାକାଲି ଗଡିବ ବାବା ଲିଙ୍ଗରାଜଙ୍କ ରୁକୁଣା ରଥ..

The Sakala Picture
Published On

ଭୁବନେଶ୍ବର: ରଥ, ପଥ ପ୍ରସ୍ତୁତ। ଚଳଚଞ୍ଚଳ ଭୁବନେଶ୍ବର ଏକାମ୍ର କ୍ଷେତ୍ର। ପ୍ରଶାସନକୁ ରଥ ହସ୍ତାନ୍ତର ପରେ ହେବ ପ୍ରତିଷ୍ଠା। ଶନିବାର ରଥରେ ଚଢି ଯାତ୍ରାରେ ଯିବେ ବାବା ଲିଙ୍ଗରାଜ।  ରଥ ଖଳାରେ ଦୀର୍ଘ ୨୪ ଦିନ ହେଲା ୬୫ ଜଣ ମହାରଣା, କମାର, ଓ ବେହେରା ସେବାୟତ ରଥ ନିର୍ମାଣରେ ଲାଗିଥିଲେ । ଚକ ଅଖ, ଦଣ୍ଡା, ୧୬ କଣ ସିଂହା, ୩୩ ପଟା ବୀଜ, ଚାରି ନାହାକା, ୧୬ ଜୋକା, ଘଣ୍ଟି, ଓରା ,ଦଧିନଉତି, ଚାରି […]

ଭୁବନେଶ୍ବର: ରଥ, ପଥ ପ୍ରସ୍ତୁତ। ଚଳଚଞ୍ଚଳ ଭୁବନେଶ୍ବର ଏକାମ୍ର କ୍ଷେତ୍ର। ପ୍ରଶାସନକୁ ରଥ ହସ୍ତାନ୍ତର ପରେ ହେବ ପ୍ରତିଷ୍ଠା। ଶନିବାର ରଥରେ ଚଢି ଯାତ୍ରାରେ ଯିବେ ବାବା ଲିଙ୍ଗରାଜ।  ରଥ ଖଳାରେ ଦୀର୍ଘ ୨୪ ଦିନ ହେଲା ୬୫ ଜଣ ମହାରଣା, କମାର, ଓ ବେହେରା ସେବାୟତ ରଥ ନିର୍ମାଣରେ ଲାଗିଥିଲେ । ଚକ ଅଖ, ଦଣ୍ଡା, ୧୬ କଣ ସିଂହା, ୩୩ ପଟା ବୀଜ, ଚାରି ନାହାକା, ୧୬ ଜୋକା, ଘଣ୍ଟି, ଓରା ,ଦଧିନଉତି, ଚାରି ଦୁଆର ଲାଗି ସଜେଇ ହୋଇଛି ରଥ । ପ୍ରତିଷ୍ଠା ପରେ ଆରମ୍ଭ ହେବ ଯାତ୍ରା ପ୍ରସ୍ତୁତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ମହାପ୍ରଭୁ ଲିଙ୍ଗରାଜ ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘରକୁ ଯିବେ। ଏ ନେଇ ମିନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରିଛି । ମନ୍ଦିର ପ୍ରଶାସନ ପକ୍ଷରୁ ବାବା ଲିଙ୍ଗରାଜଙ୍କ ନିତୀନିର୍ଘଣ୍ଟ ମଧ୍ଯ କରାଯାଇଛି । ରୁକୁଣା ରଥ ଯାତ୍ରାର ନିତୀକାନ୍ତି ବିଳମ୍ବ ନ ହେବ ସେ ନେଇ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ରାତିରେ ମରଚିକୁଣ୍ଡ ପାଣି ନିଲାମ ହେବାର କାର୍ଯ୍ଯକ୍ରମ ରହିଛି । ଶନିବାର ଅପରାହ୍ନ ୩ ଟା ରେ ରଥଟଣା ଆରମ୍ଭ ହେବ । ଏହାର ୬ ଦିନ ପରେ ବାହୁଡିବ ଅଣଲେଉଟା ରୁକୁଣା ରଥ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

04 Apr 2025 By The Sakala

ଆସନ୍ତାକାଲି ଗଡିବ ବାବା ଲିଙ୍ଗରାଜଙ୍କ ରୁକୁଣା ରଥ..

ଭୁବନେଶ୍ବର: ରଥ, ପଥ ପ୍ରସ୍ତୁତ। ଚଳଚଞ୍ଚଳ ଭୁବନେଶ୍ବର ଏକାମ୍ର କ୍ଷେତ୍ର। ପ୍ରଶାସନକୁ ରଥ ହସ୍ତାନ୍ତର ପରେ ହେବ ପ୍ରତିଷ୍ଠା। ଶନିବାର ରଥରେ ଚଢି ଯାତ୍ରାରେ ଯିବେ ବାବା ଲିଙ୍ଗରାଜ।  ରଥ ଖଳାରେ ଦୀର୍ଘ ୨୪ ଦିନ ହେଲା ୬୫ ଜଣ ମହାରଣା, କମାର, ଓ ବେହେରା ସେବାୟତ ରଥ ନିର୍ମାଣରେ ଲାଗିଥିଲେ । ଚକ ଅଖ, ଦଣ୍ଡା, ୧୬ କଣ ସିଂହା, ୩୩ ପଟା ବୀଜ, ଚାରି ନାହାକା, ୧୬ ଜୋକା, ଘଣ୍ଟି, ଓରା ,ଦଧିନଉତି, ଚାରି ଦୁଆର ଲାଗି ସଜେଇ ହୋଇଛି ରଥ । ପ୍ରତିଷ୍ଠା ପରେ ଆରମ୍ଭ ହେବ ଯାତ୍ରା ପ୍ରସ୍ତୁତି ।

ମହାପ୍ରଭୁ ଲିଙ୍ଗରାଜ ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘରକୁ ଯିବେ। ଏ ନେଇ ମିନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରିଛି । ମନ୍ଦିର ପ୍ରଶାସନ ପକ୍ଷରୁ ବାବା ଲିଙ୍ଗରାଜଙ୍କ ନିତୀନିର୍ଘଣ୍ଟ ମଧ୍ଯ କରାଯାଇଛି । ରୁକୁଣା ରଥ ଯାତ୍ରାର ନିତୀକାନ୍ତି ବିଳମ୍ବ ନ ହେବ ସେ ନେଇ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ରାତିରେ ମରଚିକୁଣ୍ଡ ପାଣି ନିଲାମ ହେବାର କାର୍ଯ୍ଯକ୍ରମ ରହିଛି । ଶନିବାର ଅପରାହ୍ନ ୩ ଟା ରେ ରଥଟଣା ଆରମ୍ଭ ହେବ । ଏହାର ୬ ଦିନ ପରେ ବାହୁଡିବ ଅଣଲେଉଟା ରୁକୁଣା ରଥ।

https://www.thesakala.in/latest-odisha-news/rukuna-rath-yatra-heald-on-tomorrow/article-39789
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର