ଘରେ ପଶି ମହିଳା ସମିତି ସଭ୍ୟାଙ୍କୁ ଆକ୍ରମଣ, ପୋଲିସର ତଦନ୍ତ ଜାରି

The Sakala Picture
Published On

ମାହାଙ୍ଗା: ଘରେ ପଶି ମହିଳା ସମିତି ସଭ୍ୟାଙ୍କୁ ଆକ୍ରମଣ । କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପୋଡ଼ାମରାଇ ପଞ୍ଚାୟତ ଅଲିଅରା ଗ୍ରାମର ମହିଳା ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ରାଉତଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ସମିତି ସଭ୍ୟାଙ୍କ ମୋବାଇଲ ଭାଙ୍ଗିବା ସହିତ ଘରେ ପଶି ମାଡ଼ ମାରିଛନ୍ତି ୪ ଜଣ ବ୍ୟକ୍ତି। ଆକ୍ରମଣରେ ସମିତିସଭ୍ୟା ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମିତିସଭ୍ୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ମଧ୍ୟ […]

ମାହାଙ୍ଗା: ଘରେ ପଶି ମହିଳା ସମିତି ସଭ୍ୟାଙ୍କୁ ଆକ୍ରମଣ । କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପୋଡ଼ାମରାଇ ପଞ୍ଚାୟତ ଅଲିଅରା ଗ୍ରାମର ମହିଳା ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ରାଉତଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ସମିତି ସଭ୍ୟାଙ୍କ ମୋବାଇଲ ଭାଙ୍ଗିବା ସହିତ ଘରେ ପଶି ମାଡ଼ ମାରିଛନ୍ତି ୪ ଜଣ ବ୍ୟକ୍ତି। ଆକ୍ରମଣରେ ସମିତିସଭ୍ୟା ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମିତିସଭ୍ୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

09 Mar 2025 By The Sakala

ଘରେ ପଶି ମହିଳା ସମିତି ସଭ୍ୟାଙ୍କୁ ଆକ୍ରମଣ, ପୋଲିସର ତଦନ୍ତ ଜାରି

ମାହାଙ୍ଗା: ଘରେ ପଶି ମହିଳା ସମିତି ସଭ୍ୟାଙ୍କୁ ଆକ୍ରମଣ । କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପୋଡ଼ାମରାଇ ପଞ୍ଚାୟତ ଅଲିଅରା ଗ୍ରାମର ମହିଳା ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ରାଉତଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ସମିତି ସଭ୍ୟାଙ୍କ ମୋବାଇଲ ଭାଙ୍ଗିବା ସହିତ ଘରେ ପଶି ମାଡ଼ ମାରିଛନ୍ତି ୪ ଜଣ ବ୍ୟକ୍ତି। ଆକ୍ରମଣରେ ସମିତିସଭ୍ୟା ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମିତିସଭ୍ୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

https://www.thesakala.in/latest-odisha-news/samiti-member-attacked-by-miscreants-in-mahanga/article-39221
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର