ସାଇକେଲରେ ଯାଉଥିବାବେଳେ କୁନି ଝିଅ ଉପରେ ମାଡିଗଲା ‘ମୋ ବସ୍’

The Sakala Picture
Published On

ଭୁବନେଶ୍ବର: ପୁଣି ଜୀବନ ନେଲା ‘ମୋ ବସ’ । ‘ମୋ ବସ୍’ ଚାଳକଙ୍କ ଅସାବଧାନତା ହେତୁ ଜୀବନ ଯାଉଛି ତ, କେତବେଳେ ଲୋକେ ଗୁରୁତ ହେଉଛନ୍ତି। ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଆଜି ରାଜଧାନୀରେ ‘ମୋ ବସ୍’ ଧକ୍କାରେ ଜଣେ କୁନି ଝିଅର ମୃତ୍ୟୁ ଘଟିଛି। ଉକ୍ତ କୁନି ଝିଅର ବୟସ ୧୩ ବର୍ଷ ବୋଲି ଜଣାପଡ଼ିଛି। ସାଇକେଲରେ ଯାଉଥିବାବେଳେ ଧକ୍କା ଦେଇଥିଲା ‘ମୋ ବସ’। ଏହି ମର୍ମନ୍ତୁଦ ଦୁର୍ଘଟଣାଟି ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର […]

ଭୁବନେଶ୍ବର: ପୁଣି ଜୀବନ ନେଲା ‘ମୋ ବସ’ । ‘ମୋ ବସ୍’ ଚାଳକଙ୍କ ଅସାବଧାନତା ହେତୁ ଜୀବନ ଯାଉଛି ତ, କେତବେଳେ ଲୋକେ ଗୁରୁତ ହେଉଛନ୍ତି। ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଆଜି ରାଜଧାନୀରେ ‘ମୋ ବସ୍’ ଧକ୍କାରେ ଜଣେ କୁନି ଝିଅର ମୃତ୍ୟୁ ଘଟିଛି। ଉକ୍ତ କୁନି ଝିଅର ବୟସ ୧୩ ବର୍ଷ ବୋଲି ଜଣାପଡ଼ିଛି। ସାଇକେଲରେ ଯାଉଥିବାବେଳେ ଧକ୍କା ଦେଇଥିଲା ‘ମୋ ବସ’। ଏହି ମର୍ମନ୍ତୁଦ ଦୁର୍ଘଟଣାଟି ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଘଟିଛି। । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟଲୋକେ ଉକ୍ତ ବସକୁ ଅଟକ ରଖିବାସହ ରାସ୍ତାରୋକ କରିଛନ୍ତି। ଯାତାୟତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସ ବୁଝା ସୁଝା କରୁଛି।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି

04 Feb 2025 By The Sakala

ସାଇକେଲରେ ଯାଉଥିବାବେଳେ କୁନି ଝିଅ ଉପରେ ମାଡିଗଲା ‘ମୋ ବସ୍’

ଭୁବନେଶ୍ବର: ପୁଣି ଜୀବନ ନେଲା ‘ମୋ ବସ’ । ‘ମୋ ବସ୍’ ଚାଳକଙ୍କ ଅସାବଧାନତା ହେତୁ ଜୀବନ ଯାଉଛି ତ, କେତବେଳେ ଲୋକେ ଗୁରୁତ ହେଉଛନ୍ତି। ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଆଜି ରାଜଧାନୀରେ ‘ମୋ ବସ୍’ ଧକ୍କାରେ ଜଣେ କୁନି ଝିଅର ମୃତ୍ୟୁ ଘଟିଛି। ଉକ୍ତ କୁନି ଝିଅର ବୟସ ୧୩ ବର୍ଷ ବୋଲି ଜଣାପଡ଼ିଛି। ସାଇକେଲରେ ଯାଉଥିବାବେଳେ ଧକ୍କା ଦେଇଥିଲା ‘ମୋ ବସ’। ଏହି ମର୍ମନ୍ତୁଦ ଦୁର୍ଘଟଣାଟି ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଘଟିଛି। । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟଲୋକେ ଉକ୍ତ ବସକୁ ଅଟକ ରଖିବାସହ ରାସ୍ତାରୋକ କରିଛନ୍ତି। ଯାତାୟତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସ ବୁଝା ସୁଝା କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର