ପ୍ରେମ ପାଇଁ ବଡ଼ଭାଇର ଜୀବନ ନେଇଗଲା ସାନ ଭାଇ

The Sakala Picture
Published On

ସୁନ୍ଦରଗଡ଼: ପ୍ରେମ ପାଇଁ ଜଘନ୍ୟ ହତ୍ୟାକାଣ୍ଡ । ଦୁଇ ସାନ ଭାଇ ମିଶି ନିଜ ବଡ ଭାଇକୁ ପିଟି ପିଟି ମାରିଦେଇଥିବାର ଅଭିଯୋଗ ହୋଇଛି । ଅନ୍ୟ ଜାତିରେ ବିବାହକୁ ବିରୋଧ କରିବାରୁ ବଡ଼ଭାଇକୁ ମାରିଦେଲେ ଦୁଇ ସାନଭାଇ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ବନ୍ଦଲ ଗାଁରେ। ସୂଚନା ଅନୁସାରେ, ମୃତକ ଜଣକ ହେଉଛନ୍ତି ପାତ୍ରାସ ମୁଣ୍ଡା । ପାତ୍ରାସଙ୍କ ସାନଭାଇ ସମା ମୁଣ୍ଡା ଅନ୍ୟ ଜାତିର ଝିଅକୁ ପ୍ରେମ କରୁଥିଲେ । […]

ସୁନ୍ଦରଗଡ଼: ପ୍ରେମ ପାଇଁ ଜଘନ୍ୟ ହତ୍ୟାକାଣ୍ଡ । ଦୁଇ ସାନ ଭାଇ ମିଶି ନିଜ ବଡ ଭାଇକୁ ପିଟି ପିଟି ମାରିଦେଇଥିବାର ଅଭିଯୋଗ ହୋଇଛି । ଅନ୍ୟ ଜାତିରେ ବିବାହକୁ ବିରୋଧ କରିବାରୁ ବଡ଼ଭାଇକୁ ମାରିଦେଲେ ଦୁଇ ସାନଭାଇ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ବନ୍ଦଲ ଗାଁରେ।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ସୂଚନା ଅନୁସାରେ, ମୃତକ ଜଣକ ହେଉଛନ୍ତି ପାତ୍ରାସ ମୁଣ୍ଡା । ପାତ୍ରାସଙ୍କ ସାନଭାଇ ସମା ମୁଣ୍ଡା ଅନ୍ୟ ଜାତିର ଝିଅକୁ ପ୍ରେମ କରୁଥିଲେ । ଏବଂ ସେ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ବିବାହକୁ ବିରୋଧ କରିଥିଲେ ସାମାଙ୍କ ବଡ଼ ଭାଇ ପାତ୍ରାସ। ଏଥିରେ ଉତ୍ତ୍ୟକ୍ତ ହୋଇ ସାନଭାଇ ସାମା ଓ ବିର୍କାନ ମିଶି ପାତ୍ରାସଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନ: ସମସ୍ତ ୧୪ ସିଟ୍‌ରେ ବିଜେଡିର ବାଜିମାତ୍‌

ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ଫୋରେନସିକ୍ ଟିମ୍ ଆସିଲା ପରେ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ।

ଆହୁରି ପଢ଼ନ୍ତୁ: ବିଶ୍ୱ ନିୟନ୍ତାଙ୍କ ବାହୁଡ଼ା ଯାତ୍ରା: ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା

11 Jul 2021 By The Sakala

ପ୍ରେମ ପାଇଁ ବଡ଼ଭାଇର ଜୀବନ ନେଇଗଲା ସାନ ଭାଇ

ସୁନ୍ଦରଗଡ଼: ପ୍ରେମ ପାଇଁ ଜଘନ୍ୟ ହତ୍ୟାକାଣ୍ଡ । ଦୁଇ ସାନ ଭାଇ ମିଶି ନିଜ ବଡ ଭାଇକୁ ପିଟି ପିଟି ମାରିଦେଇଥିବାର ଅଭିଯୋଗ ହୋଇଛି । ଅନ୍ୟ ଜାତିରେ ବିବାହକୁ ବିରୋଧ କରିବାରୁ ବଡ଼ଭାଇକୁ ମାରିଦେଲେ ଦୁଇ ସାନଭାଇ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ବନ୍ଦଲ ଗାଁରେ।

ସୂଚନା ଅନୁସାରେ, ମୃତକ ଜଣକ ହେଉଛନ୍ତି ପାତ୍ରାସ ମୁଣ୍ଡା । ପାତ୍ରାସଙ୍କ ସାନଭାଇ ସମା ମୁଣ୍ଡା ଅନ୍ୟ ଜାତିର ଝିଅକୁ ପ୍ରେମ କରୁଥିଲେ । ଏବଂ ସେ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ବିବାହକୁ ବିରୋଧ କରିଥିଲେ ସାମାଙ୍କ ବଡ଼ ଭାଇ ପାତ୍ରାସ। ଏଥିରେ ଉତ୍ତ୍ୟକ୍ତ ହୋଇ ସାନଭାଇ ସାମା ଓ ବିର୍କାନ ମିଶି ପାତ୍ରାସଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ଫୋରେନସିକ୍ ଟିମ୍ ଆସିଲା ପରେ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର