ମନୋରଞ୍ଜନ
ଓଡ଼ିଶା
+92 ନମ୍ୱର କଲ୍ ପ୍ରତି ସାବଧାନ, ନିଜକୁ ପୁଲିସ କହି ଠକୁଛନ୍ତି ସ୍କାମର…
ଭୁବନେଶ୍ବର: ଦିନକୁ ଦିନ ବଢୁଛି ଅପରାଧ। ଠକମାନେ ମଧ୍ୟ ନୂଆ ତରିକା ଅପଣାଉଛନ୍ତି। ଆମେ ଯେତେ ସତର୍କ ରହିଲେ ବି ସେଇ ଅଦୃଶ୍ୟ ଠକମାନେ ଆମଠାରୁ ଦୁଇପାଦ ଆଗରେ ରହି ଅଭିନବ ଉପାୟରେ ଆମକୁ ଠକି ବ୍ଲାକମେଲ କରୁଛନ୍ତି। ବର୍ତ୍ତମାନ ଠକମାନେ ନିଜକୁ ପୁଲିସ କହି ଠକିବା ଅରମ୍ଭ କରିଛନ୍ତି। ଏହାକୁ ନେଇ ଓଡ଼ିଶା ପୁଲିସ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ଲୋକଙ୍କୁ ସଚେତନ କରାଇଛି।+92 ନମ୍ୱର କଲ୍ ପ୍ରତି ସାବଧାନ ରହିବାକୁ ଓଡ଼ିଶା ପୁଲିସ ପରମାର୍ଶ […]
ଭୁବନେଶ୍ବର: ଦିନକୁ ଦିନ ବଢୁଛି ଅପରାଧ। ଠକମାନେ ମଧ୍ୟ ନୂଆ ତରିକା ଅପଣାଉଛନ୍ତି। ଆମେ ଯେତେ ସତର୍କ ରହିଲେ ବି ସେଇ ଅଦୃଶ୍ୟ ଠକମାନେ ଆମଠାରୁ ଦୁଇପାଦ ଆଗରେ ରହି ଅଭିନବ ଉପାୟରେ ଆମକୁ ଠକି ବ୍ଲାକମେଲ କରୁଛନ୍ତି। ବର୍ତ୍ତମାନ ଠକମାନେ ନିଜକୁ ପୁଲିସ କହି ଠକିବା ଅରମ୍ଭ କରିଛନ୍ତି। ଏହାକୁ ନେଇ ଓଡ଼ିଶା ପୁଲିସ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ଲୋକଙ୍କୁ ସଚେତନ କରାଇଛି।+92 ନମ୍ୱର କଲ୍ ପ୍ରତି ସାବଧାନ ରହିବାକୁ ଓଡ଼ିଶା ପୁଲିସ ପରମାର୍ଶ ଦେଇଛି। ସ୍କାମରମାନେ ନଜକୁ ପୁଲିସ ଅଧିକାରୀଙ୍କ ପରିଚୟ ଏବଂ ଫଟୋ ବ୍ୟବହାର କରି ଆପଣଙ୍କୁ ଟଙ୍କା ଲୁଟିବାକୁ କରିବାକୁ ଚେଷ୍ଟା କରୁଛନ୍ତି। ଠକାମୀର ଶିକାର ହୁଅନ୍ତୁ ନାହିଁ। ପୁଲିସ କେବେବି ଆପଣଙ୍କୁ କଲ୍ କରି କୌଣସି ଅପରାଧ ସମ୍ପର୍କରେ ଟଙ୍କା ମାଗନ୍ତି ନାହିଁ ବୋଲି ଉକ୍ତ ପୋଷ୍ଟରେ ଲେଖାଯାଇଛି। ଏଥିସହ କଲ କରୁଥିବା ବ୍ୟକ୍ତିଙ୍କ ସତ୍ୟତା ଯାଞ୍ଚ କରନ୍ତୁ। ସ୍କମାର ନମ୍ବରଟିକୁ ବ୍ଲକ କରନ୍ତୁ। ବ୍ୟକ୍ତିଗତ ସୂଚନା କେବେ ଦିଅନ୍ତୁ ନାହିଁ ୃ। ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କକରେ ତୁରନ୍ତ ରିପୋର୍ଟ କରନ୍ତୁ ବୋଲି ଓଡ଼ିଶା ପୁଲିସ ପକ୍ଷରୁ କୁହାଯାଇଛି।
ସ୍କାମ ଆଲର୍ଟ !
ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ+92 ନମ୍ୱର କଲ୍ ପ୍ରତି ସାବଧାନ ରୁହନ୍ତୁ । ସ୍କାମରମାନେ ପୋଲିସ ଅଧିକାରୀଙ୍କ ପରିଚୟ ଏବଂ ଫଟୋ ବ୍ୟବହାର କରି ଆପଣଙ୍କୁ ଟଙ୍କା ଲୁଟିବାକୁ କରିବାକୁ ଚେଷ୍ଟା କରୁଛନ୍ତି । ଠକାମୀର ଶିକାର ହୁଅନ୍ତୁ ନାହିଁ । ମନେରଖନ୍ତୁ, ପୋଲିସ କେବେବି ଆପଣଙ୍କୁ କଲ୍ କରି କୌଣସି ଅପରାଧ ସମ୍ପର୍କରେ ଟଙ୍କା ମାଗନ୍ତି ନାହିଁ । pic.twitter.com/89BcnBxfcD
— Odisha Police (@odisha_police) September 14, 2024
+92 ନମ୍ୱର କଲ୍ ପ୍ରତି ସାବଧାନ, ନିଜକୁ ପୁଲିସ କହି ଠକୁଛନ୍ତି ସ୍କାମର…
ଭୁବନେଶ୍ବର: ଦିନକୁ ଦିନ ବଢୁଛି ଅପରାଧ। ଠକମାନେ ମଧ୍ୟ ନୂଆ ତରିକା ଅପଣାଉଛନ୍ତି। ଆମେ ଯେତେ ସତର୍କ ରହିଲେ ବି ସେଇ ଅଦୃଶ୍ୟ ଠକମାନେ ଆମଠାରୁ ଦୁଇପାଦ ଆଗରେ ରହି ଅଭିନବ ଉପାୟରେ ଆମକୁ ଠକି ବ୍ଲାକମେଲ କରୁଛନ୍ତି। ବର୍ତ୍ତମାନ ଠକମାନେ ନିଜକୁ ପୁଲିସ କହି ଠକିବା ଅରମ୍ଭ କରିଛନ୍ତି। ଏହାକୁ ନେଇ ଓଡ଼ିଶା ପୁଲିସ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ଲୋକଙ୍କୁ ସଚେତନ କରାଇଛି।+92 ନମ୍ୱର କଲ୍ ପ୍ରତି ସାବଧାନ ରହିବାକୁ ଓଡ଼ିଶା ପୁଲିସ ପରମାର୍ଶ ଦେଇଛି। ସ୍କାମରମାନେ ନଜକୁ ପୁଲିସ ଅଧିକାରୀଙ୍କ ପରିଚୟ ଏବଂ ଫଟୋ ବ୍ୟବହାର କରି ଆପଣଙ୍କୁ ଟଙ୍କା ଲୁଟିବାକୁ କରିବାକୁ ଚେଷ୍ଟା କରୁଛନ୍ତି। ଠକାମୀର ଶିକାର ହୁଅନ୍ତୁ ନାହିଁ। ପୁଲିସ କେବେବି ଆପଣଙ୍କୁ କଲ୍ କରି କୌଣସି ଅପରାଧ ସମ୍ପର୍କରେ ଟଙ୍କା ମାଗନ୍ତି ନାହିଁ ବୋଲି ଉକ୍ତ ପୋଷ୍ଟରେ ଲେଖାଯାଇଛି। ଏଥିସହ କଲ କରୁଥିବା ବ୍ୟକ୍ତିଙ୍କ ସତ୍ୟତା ଯାଞ୍ଚ କରନ୍ତୁ। ସ୍କମାର ନମ୍ବରଟିକୁ ବ୍ଲକ କରନ୍ତୁ। ବ୍ୟକ୍ତିଗତ ସୂଚନା କେବେ ଦିଅନ୍ତୁ ନାହିଁ ୃ। ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କକରେ ତୁରନ୍ତ ରିପୋର୍ଟ କରନ୍ତୁ ବୋଲି ଓଡ଼ିଶା ପୁଲିସ ପକ୍ଷରୁ କୁହାଯାଇଛି।
ସ୍କାମ ଆଲର୍ଟ !
+92 ନମ୍ୱର କଲ୍ ପ୍ରତି ସାବଧାନ ରୁହନ୍ତୁ । ସ୍କାମରମାନେ ପୋଲିସ ଅଧିକାରୀଙ୍କ ପରିଚୟ ଏବଂ ଫଟୋ ବ୍ୟବହାର କରି ଆପଣଙ୍କୁ ଟଙ୍କା ଲୁଟିବାକୁ କରିବାକୁ ଚେଷ୍ଟା କରୁଛନ୍ତି । ଠକାମୀର ଶିକାର ହୁଅନ୍ତୁ ନାହିଁ । ମନେରଖନ୍ତୁ, ପୋଲିସ କେବେବି ଆପଣଙ୍କୁ କଲ୍ କରି କୌଣସି ଅପରାଧ ସମ୍ପର୍କରେ ଟଙ୍କା ମାଗନ୍ତି ନାହିଁ । pic.twitter.com/89BcnBxfcD