ସଂକଟରେ ଗଜରାଜ: କେଉଁଠି ବିଦ୍ୟୁତ୍ ଆଘାତରେ ତ ଆଉ କେଉଁଠି ରେଳ ଧାରଣାରେ କଟି ହାତୀର ମୃତ୍ୟୁ

The Sakala Picture
Published On

ରେଢାଖୋଲ/ବଣାଇଁ: ସଂକଟରେ ଗଜରାଜ । ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ହାତୀ ମୃତ୍ୟୁବରଣ କରିଛନ୍ତି । ରେଢାଖୋଲରେ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ହୋଇଥିବାବେଳେ ବଣାଇଁରେ ରେଳ ଧାରଣାରେ କଟି ଛୁଆହାତୀ ମୃତ । ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ଚରଡପସି ନିକଟସ୍ଥ ଚହଟାପଦା ଠାରେ ୧୧କେଭି ବିଦ୍ୟୁତ ଲାଗି ହାତୀର ମ୍ରୁତ୍ୟୁ ହୋଇଥିବା ସୂଚନା ।ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଁଞ୍ଚି କରୁଛି ତଦନ୍ତ । ସେହିପରି ବଣାଇଁରେ ରେଳ ଧାରଣାରେ କଟି ଛୁଆହାତୀ […]

ରେଢାଖୋଲ/ବଣାଇଁ: ସଂକଟରେ ଗଜରାଜ । ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ହାତୀ ମୃତ୍ୟୁବରଣ କରିଛନ୍ତି । ରେଢାଖୋଲରେ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ହୋଇଥିବାବେଳେ ବଣାଇଁରେ ରେଳ ଧାରଣାରେ କଟି ଛୁଆହାତୀ ମୃତ । ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ଚରଡପସି ନିକଟସ୍ଥ ଚହଟାପଦା ଠାରେ ୧୧କେଭି ବିଦ୍ୟୁତ ଲାଗି ହାତୀର ମ୍ରୁତ୍ୟୁ ହୋଇଥିବା ସୂଚନା ।ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଁଞ୍ଚି କରୁଛି ତଦନ୍ତ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

ସେହିପରି ବଣାଇଁରେ ରେଳ ଧାରଣାରେ କଟି ଛୁଆହାତୀ ମୃତ । ମୃତଦେହ ଜଗି ରହିଛନ୍ତି ମା’ ହାତୀ ଓ ହାତୀପଲ । ବରସୁଆଁ ରେଞ୍ଜ ଚୋରଧରା ସେକ୍ସନ ସୁନୁବୁରୁ ରେଳ ଧାରଣା ନିକଟରେ ପଡି ରହିଛି ଛୁଆ ହାତୀର ମୃତଦେହ ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

18 Aug 2024 By The Sakala

ସଂକଟରେ ଗଜରାଜ: କେଉଁଠି ବିଦ୍ୟୁତ୍ ଆଘାତରେ ତ ଆଉ କେଉଁଠି ରେଳ ଧାରଣାରେ କଟି ହାତୀର ମୃତ୍ୟୁ

ରେଢାଖୋଲ/ବଣାଇଁ: ସଂକଟରେ ଗଜରାଜ । ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ହାତୀ ମୃତ୍ୟୁବରଣ କରିଛନ୍ତି । ରେଢାଖୋଲରେ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ହୋଇଥିବାବେଳେ ବଣାଇଁରେ ରେଳ ଧାରଣାରେ କଟି ଛୁଆହାତୀ ମୃତ । ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ଚରଡପସି ନିକଟସ୍ଥ ଚହଟାପଦା ଠାରେ ୧୧କେଭି ବିଦ୍ୟୁତ ଲାଗି ହାତୀର ମ୍ରୁତ୍ୟୁ ହୋଇଥିବା ସୂଚନା ।ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଁଞ୍ଚି କରୁଛି ତଦନ୍ତ ।

ସେହିପରି ବଣାଇଁରେ ରେଳ ଧାରଣାରେ କଟି ଛୁଆହାତୀ ମୃତ । ମୃତଦେହ ଜଗି ରହିଛନ୍ତି ମା’ ହାତୀ ଓ ହାତୀପଲ । ବରସୁଆଁ ରେଞ୍ଜ ଚୋରଧରା ସେକ୍ସନ ସୁନୁବୁରୁ ରେଳ ଧାରଣା ନିକଟରେ ପଡି ରହିଛି ଛୁଆ ହାତୀର ମୃତଦେହ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର