ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା, ଭାଙ୍ଗିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି

The Sakala Picture
Published On

ଭୁବନେଶ୍ୱର: ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା । ୩ଥର ବିଧାନସଭାକୁ ନିର୍ବାଚିତ ରାମଚନ୍ଦ୍ର କାଡାମ । ସେହିପରି ଅଶୋକ ଦାସଙ୍କୁ କଂଗ୍ରେସ ବିଧାୟକ ଦଳ ଉପନେତା ଭାବେ ଦାୟିତ୍ୱ ମିଳିଛି । କଂଗ୍ରେସ ଦଳର ମୁଖ୍ୟ ସଚେତକ ହେଲେ ସିଏସ ରାଜନ ଏକ୍କା । ଅନ୍ୟପଟେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହୋଇଛି । AICC ସଭାପତିଙ୍କ ଅନୁମୋଦନ କ୍ରମେ ପିସିସିର ସବୁ କମିଟି ଭଙ୍ଗ ହୋଇଛି। ସମସ୍ତ କମିଟି ଭାଙ୍ଗିବା […]

ଭୁବନେଶ୍ୱର: ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା । ୩ଥର ବିଧାନସଭାକୁ ନିର୍ବାଚିତ ରାମଚନ୍ଦ୍ର କାଡାମ । ସେହିପରି ଅଶୋକ ଦାସଙ୍କୁ କଂଗ୍ରେସ ବିଧାୟକ ଦଳ ଉପନେତା ଭାବେ ଦାୟିତ୍ୱ ମିଳିଛି । କଂଗ୍ରେସ ଦଳର ମୁଖ୍ୟ ସଚେତକ ହେଲେ ସିଏସ ରାଜନ ଏକ୍କା ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ଅନ୍ୟପଟେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହୋଇଛି । AICC ସଭାପତିଙ୍କ ଅନୁମୋଦନ କ୍ରମେ ପିସିସିର ସବୁ କମିଟି ଭଙ୍ଗ ହୋଇଛି। ସମସ୍ତ କମିଟି ଭାଙ୍ଗିବା ସହ ସବୁ ପଦାଧିକାରୀ ଦାୟିତ୍ବରୁ ହଟିଛନ୍ତି । ପିସିସି ଓ କାର୍ଯ୍ୟକାରୀ କମିଟି ମଧ୍ୟ ଭଙ୍ଗ ହୋଇଛି। ତେବେ ଜିଲ୍ଲା ସଭାପତିମାନେ ସଭାପତି ଦାୟିତ୍ବରେ ରହିବେ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

21 Jul 2024 By The Sakala

ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା, ଭାଙ୍ଗିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି

ଭୁବନେଶ୍ୱର: ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା । ୩ଥର ବିଧାନସଭାକୁ ନିର୍ବାଚିତ ରାମଚନ୍ଦ୍ର କାଡାମ । ସେହିପରି ଅଶୋକ ଦାସଙ୍କୁ କଂଗ୍ରେସ ବିଧାୟକ ଦଳ ଉପନେତା ଭାବେ ଦାୟିତ୍ୱ ମିଳିଛି । କଂଗ୍ରେସ ଦଳର ମୁଖ୍ୟ ସଚେତକ ହେଲେ ସିଏସ ରାଜନ ଏକ୍କା ।

ଅନ୍ୟପଟେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହୋଇଛି । AICC ସଭାପତିଙ୍କ ଅନୁମୋଦନ କ୍ରମେ ପିସିସିର ସବୁ କମିଟି ଭଙ୍ଗ ହୋଇଛି। ସମସ୍ତ କମିଟି ଭାଙ୍ଗିବା ସହ ସବୁ ପଦାଧିକାରୀ ଦାୟିତ୍ବରୁ ହଟିଛନ୍ତି । ପିସିସି ଓ କାର୍ଯ୍ୟକାରୀ କମିଟି ମଧ୍ୟ ଭଙ୍ଗ ହୋଇଛି। ତେବେ ଜିଲ୍ଲା ସଭାପତିମାନେ ସଭାପତି ଦାୟିତ୍ବରେ ରହିବେ ବୋଲି ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର