ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଘଟଣା, ଦୁଇ କଣ୍ଠଶିଳ୍ପୀଙ୍କ ନାଁରେ ଏତଲା

The Sakala Picture
Published On

ଭୁବନେଶ୍ବର: ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଘଟଣା। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଏଥିସହ ଆଉ ଜଣେ କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଛି।  ଇଣ୍ଟରନ୍ୟାସନ୍ୟାଲ ହ୍ୟୁମାନ ରାଇଟ୍ସ କମିଶନ ସଙ୍ଘ ପକ୍ଷରୁ ଏହି ଏତଲା ଦିଆଯାଇଛି। ଦୁହିଁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଙ୍ଘ। ଘୋଷଯାତ୍ରା ବେଳେ ଏଭଳି ଆଚରଣକୁ ନିନ୍ଦା କରାଯାଇଛି। କୌଣସି ଷ୍ଟୁଡିଓରେ କାମ କରାଇ ନ ଦେବାକୁ ଧମକ ମଧ୍ୟ  […]

ଭୁବନେଶ୍ବର: ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଘଟଣା। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଏଥିସହ ଆଉ ଜଣେ କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଛି।  ଇଣ୍ଟରନ୍ୟାସନ୍ୟାଲ ହ୍ୟୁମାନ ରାଇଟ୍ସ କମିଶନ ସଙ୍ଘ ପକ୍ଷରୁ ଏହି ଏତଲା ଦିଆଯାଇଛି। ଦୁହିଁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଙ୍ଘ। ଘୋଷଯାତ୍ରା ବେଳେ ଏଭଳି ଆଚରଣକୁ ନିନ୍ଦା କରାଯାଇଛି। କୌଣସି ଷ୍ଟୁଡିଓରେ କାମ କରାଇ ନ ଦେବାକୁ ଧମକ ମଧ୍ୟ  ସଙ୍ଘ ପକ୍ଷରୁ ଦିଆଯାଇଛି। ଆଗାମୀ ଦିନରେ ରାଜଧାନୀରେ ଗୋବର ମାଡ଼ କରାଇବାକୁ ଧମକ ଦେଇଛନ୍ତି ଇଣ୍ଟରନ୍ୟାସନ୍ୟାଲ ହ୍ୟୁମାନ ରାଇଟ୍ସ କମିଶନର ସଭାପତି ଶିବ ସୁନ୍ଦର ସ୍ୱାଇଁ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

08 Jul 2024 By The Sakala

ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଘଟଣା, ଦୁଇ କଣ୍ଠଶିଳ୍ପୀଙ୍କ ନାଁରେ ଏତଲା

ଭୁବନେଶ୍ବର: ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଘଟଣା। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଏଥିସହ ଆଉ ଜଣେ କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଛି।  ଇଣ୍ଟରନ୍ୟାସନ୍ୟାଲ ହ୍ୟୁମାନ ରାଇଟ୍ସ କମିଶନ ସଙ୍ଘ ପକ୍ଷରୁ ଏହି ଏତଲା ଦିଆଯାଇଛି। ଦୁହିଁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଙ୍ଘ। ଘୋଷଯାତ୍ରା ବେଳେ ଏଭଳି ଆଚରଣକୁ ନିନ୍ଦା କରାଯାଇଛି। କୌଣସି ଷ୍ଟୁଡିଓରେ କାମ କରାଇ ନ ଦେବାକୁ ଧମକ ମଧ୍ୟ  ସଙ୍ଘ ପକ୍ଷରୁ ଦିଆଯାଇଛି। ଆଗାମୀ ଦିନରେ ରାଜଧାନୀରେ ଗୋବର ମାଡ଼ କରାଇବାକୁ ଧମକ ଦେଇଛନ୍ତି ଇଣ୍ଟରନ୍ୟାସନ୍ୟାଲ ହ୍ୟୁମାନ ରାଇଟ୍ସ କମିଶନର ସଭାପତି ଶିବ ସୁନ୍ଦର ସ୍ୱାଇଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର