ବହୁ ସୁଟ୍ ବାଲା ଏବେ ଓଡ଼ିଶା ଆସିଗଲେ; ଏଥର ଜଙ୍ଗଲ, ଜମି ଓ ପାଣି ବିକ୍ରି ହେବ: କଂଗ୍ରେସ
ଭୁବନେଶ୍ୱର: ଓଡିଶାବାସୀଙ୍କୁ ଚେତାଇଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ବହୁ ସୁଟ୍ ବାଲା ଏବେ ଓଡ଼ିଶା ଆସିଗଲେ ଏଥର ଜଙ୍ଗଲ, ଜମି, ପାଣି ବିକ୍ରି ହେବ । ଏଥିପାଇଁ କଂଗ୍ରେସ ଲଢେଇ କରିବ। ୧୪ଜଣ ବିଧାୟକ ଏଥିପାଇଁ ଲଢ଼ିବେ ବୋଲି କହିଛନ୍ତି ଅଜୟ କୁମାର । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଆସିଲା, ଓଡିଶାର ଅର୍ଥ ଅପଚୟ ଆରମ୍ଭ ହେବ । ଚାକିରି ଯିବ, ଘର ଯିବ, ଜମି ବି ଲୁଟହେବ। ଅପେକ୍ଷା କରନ୍ତୁ […]
ଭୁବନେଶ୍ୱର: ଓଡିଶାବାସୀଙ୍କୁ ଚେତାଇଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ବହୁ ସୁଟ୍ ବାଲା ଏବେ ଓଡ଼ିଶା ଆସିଗଲେ ଏଥର ଜଙ୍ଗଲ, ଜମି, ପାଣି ବିକ୍ରି ହେବ । ଏଥିପାଇଁ କଂଗ୍ରେସ ଲଢେଇ କରିବ। ୧୪ଜଣ ବିଧାୟକ ଏଥିପାଇଁ ଲଢ଼ିବେ ବୋଲି କହିଛନ୍ତି ଅଜୟ କୁମାର ।
ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ
ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଆସିଲା, ଓଡିଶାର ଅର୍ଥ ଅପଚୟ ଆରମ୍ଭ ହେବ । ଚାକିରି ଯିବ, ଘର ଯିବ, ଜମି ବି ଲୁଟହେବ। ଅପେକ୍ଷା କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର। ବିଜେପିର ଏସବୁ ଗୁଣ ଯୋଗୁଁ ସେମାନେ ଓଡ଼ିଶାରେ କ୍ଷମତାରୁ ବାହାରେ ଥିଲେ। କଂଗ୍ରେସ ସଙ୍ଗଠନରେ ଯେଉଁମାନେ ବିଦ୍ରୋହୀ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।






