ଦୋକାନ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟ

The Sakala Picture
Published On

ବାଲିଅନ୍ତା: ଦୋକାନ କବାଟ ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ମୋବାଇଲ୍‌ । ବାଳକାଟୀ ବଜାରରେ ମୋହନ ଆଚାର୍ଯ୍ୟଙ୍କର ଏକ ମୋବାଇଲ ଦୋକାନ ଅଛି । ଆଜି ସକାଳୁ କିଛି ଲୋକ ପ୍ରାତଃ ଭ୍ରମଣ କରୁଥିବା ସମୟରେ ମୋହନଙ୍କ ଦୋକାନ କବାଟ ଭଙ୍ଗା ଯାଇଥିବାର ଦେଖି ତାଙ୍କୁ ଖବର ଦେଇଥିଲେ ।ମୋହନ ଦୋକାନକୁ ଆସି ଦେଖନ୍ତି ତାଙ୍କ କବାଟ ଭଙ୍ଗା ଯାଇଛି, ଏବଂ ଦୃବର୍ତ୍ତ କବାଟ ତାଡ଼ି ଭିତରେ ପଶି ଆନୁମାନିକ ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟି […]

ବାଲିଅନ୍ତା: ଦୋକାନ କବାଟ ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ମୋବାଇଲ୍‌ । ବାଳକାଟୀ ବଜାରରେ ମୋହନ ଆଚାର୍ଯ୍ୟଙ୍କର ଏକ ମୋବାଇଲ ଦୋକାନ ଅଛି । ଆଜି ସକାଳୁ କିଛି ଲୋକ ପ୍ରାତଃ ଭ୍ରମଣ କରୁଥିବା ସମୟରେ ମୋହନଙ୍କ ଦୋକାନ କବାଟ ଭଙ୍ଗା ଯାଇଥିବାର ଦେଖି ତାଙ୍କୁ ଖବର ଦେଇଥିଲେ ।ମୋହନ ଦୋକାନକୁ ଆସି ଦେଖନ୍ତି ତାଙ୍କ କବାଟ ଭଙ୍ଗା ଯାଇଛି, ଏବଂ ଦୃବର୍ତ୍ତ କବାଟ ତାଡ଼ି ଭିତରେ ପଶି ଆନୁମାନିକ ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟି ନେଇଛନ୍ତି ଯାହା ମୋହନଙ୍କ ଦୋକାନ ସାମ୍ନାରେ ଲାଗିଥିବା ଏକ ସିସିଟିଭି ଦୃଶ୍ୟରେ କଏଦ ହୋଇଛି । ସିସିଟିଭି ଦୃଶ୍ୟରେ ଦୁଇ ଜଣ ଦୁର୍ବୁତ୍ତ ଦୋକାନ ପାଖରେ ପହଁଞ୍ଚି ଲାଇଟ୍ ଲିଭାଇଛନ୍ତି । ପରେ ଦୋକାନ କବାଟ ଭାଙ୍ଗି ମୋବାଇଲ ଚୋରୀ କରି ନେଉଛନ୍ତି । ଅଭିଯୋଗ ପରେ ବାଳକାଟୀ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହିଁଞ୍ଚି ତଦନ୍ତ ଚଳାଇଛନ୍ତି ।

ଆହୁରି ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର