ଗାଧୋଉଥିବା ବେଳେ ନଦୀରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ

The Sakala Picture
Published On

ଯାଜପୁର:ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀରେ ଗାଧୋଉ ଥିଲା ବେଳେ ଦୁଇ ଯୁବକଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି । ନଦୀରେ ଗାଧୋଉଥିବା ସମୟରେ ଦୁଇ ଯୁବକ ବହୁ ସମୟ ପର୍ଯ୍ୟନ୍ତ ନିଖୋଜ ହୋଇ ଯାଇଥିଲେ । ଦମକଳ ବାହିନୀ ଦୁଇ ନିଖୋଜଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଦୁଇ ଯୁବକଙ୍କୁ ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ […]

ଯାଜପୁର:ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀରେ ଗାଧୋଉ ଥିଲା ବେଳେ ଦୁଇ ଯୁବକଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି । ନଦୀରେ ଗାଧୋଉଥିବା ସମୟରେ ଦୁଇ ଯୁବକ ବହୁ ସମୟ ପର୍ଯ୍ୟନ୍ତ ନିଖୋଜ ହୋଇ ଯାଇଥିଲେ । ଦମକଳ ବାହିନୀ ଦୁଇ ନିଖୋଜଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଦୁଇ ଯୁବକଙ୍କୁ ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଦ୍ୱୟ ହେଲେ ବାଲିଆ ଗାଁର ଶରତ ମିଶ୍ରଙ୍କ ପୁଅ ସୁନୀଲ (୨୩) ଏବଂ କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର (୧୮) । ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ପଠାଇଛି । ଦୁଇ ଜଣ ଯୁବକଙ୍କ ଏଭଳି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଦେବୀ ରଞ୍ଜନ ତ୍ରିପାଠୀ ନିଜର କୃତଘ୍ନ କାର୍ଯ୍ୟ ଲୁଚାଇବା ପାଇଁ ଅପରାଧୀଙ୍କ ସାହାରା ନେଉଛନ୍ତି: ବିଜେଡି

20 Jun 2021 By The Sakala

ଗାଧୋଉଥିବା ବେଳେ ନଦୀରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ

ଯାଜପୁର:ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀରେ ଗାଧୋଉ ଥିଲା ବେଳେ ଦୁଇ ଯୁବକଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି । ନଦୀରେ ଗାଧୋଉଥିବା ସମୟରେ ଦୁଇ ଯୁବକ ବହୁ ସମୟ ପର୍ଯ୍ୟନ୍ତ ନିଖୋଜ ହୋଇ ଯାଇଥିଲେ । ଦମକଳ ବାହିନୀ ଦୁଇ ନିଖୋଜଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଦୁଇ ଯୁବକଙ୍କୁ ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଦ୍ୱୟ ହେଲେ ବାଲିଆ ଗାଁର ଶରତ ମିଶ୍ରଙ୍କ ପୁଅ ସୁନୀଲ (୨୩) ଏବଂ କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର (୧୮) । ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ପଠାଇଛି । ଦୁଇ ଜଣ ଯୁବକଙ୍କ ଏଭଳି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର