ସପ୍ତରଙ୍ଗ ବୃତ୍ତଚିତ୍ର ଶିବିରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ପୁରୀ: ବିଶ୍ୱ ଐତିହ୍ୟ ଗ୍ରାମ ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର, ସପ୍ତରଙ୍ଗ ବୃତ୍ତଚିତ୍ର ଶିବିରକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂକ୍ରମଣ ସଂକଟରେ ଅଟକିନି ଶିଳ୍ପୀଙ୍କ ହାତ। ପୁରୀ ରଘୁରାଜପୁରର ଶୋଭା ବଢ଼ାଉଛି ଚିତ୍ରକଳା। କରୋନା ପାଇଁ ଝାଉଁଳି ପଡ଼ିଥିଲା ଶିଳ୍ପୀଙ୍କ ମୁହଁ। ନା ଗ୍ରାହକ ଆସୁଥିଲେ ନା ରୋଜଗାର ଥିଲା। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଶିଳ୍ପୀଙ୍କ ରଙ୍ଗତୂଳୀରେ ଭରିଛି ନୂଆ ପ୍ରାଣ। ଓଡ଼ିଶା ଲଳିତ କଳା ଏକାଡେମୀ ଓ ରାଜ୍ୟ ସଂସ୍କୃତି ବିଭାଗ […]

ପୁରୀ: ବିଶ୍ୱ ଐତିହ୍ୟ ଗ୍ରାମ ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର, ସପ୍ତରଙ୍ଗ ବୃତ୍ତଚିତ୍ର ଶିବିରକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂକ୍ରମଣ ସଂକଟରେ ଅଟକିନି ଶିଳ୍ପୀଙ୍କ ହାତ। ପୁରୀ ରଘୁରାଜପୁରର ଶୋଭା ବଢ଼ାଉଛି ଚିତ୍ରକଳା। କରୋନା ପାଇଁ ଝାଉଁଳି ପଡ଼ିଥିଲା ଶିଳ୍ପୀଙ୍କ ମୁହଁ। ନା ଗ୍ରାହକ ଆସୁଥିଲେ ନା ରୋଜଗାର ଥିଲା। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଶିଳ୍ପୀଙ୍କ ରଙ୍ଗତୂଳୀରେ ଭରିଛି ନୂଆ ପ୍ରାଣ। ଓଡ଼ିଶା ଲଳିତ କଳା ଏକାଡେମୀ ଓ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଶିବିର କରାଯାଇଛି। ଏଥିରେ ୧୫୦ରୁ ଅଧିକ କଳାକାର ସାମିଲ ହୋଇଛନ୍ତି। ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର