ଏସିଡ ପକାଇ ଘର ଜାଳିବା ପାଇଁ ଉଦ୍ୟମ, ଜଣେ ଗୁରୁତର

The Sakala Picture
Published On

କେନ୍ଦ୍ରାପଡା : ବିଅର ବୋତଲରେ ଏସିଡ ପୁରାଇ ଜଣକ ଘରକୁ ଫୋପାଡିବାରୁ ବେଡ଼ ଜଳିଯିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି l ସୂଚନା ମୁତାବକ, ଡେରାବିଷ ଥାନା ଅଧିନ ଫକିରାବାଦ ଚାଟରାଚକଡ଼ାର ଓଲଡ଼ି ଅଞ୍ଚଳରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି l ସେକ ନ୍ୟାମତ ଅଲ୍ଲୀ ତାଙ୍କ ଘରେ ଶୋଇଥିବା ଅବସ୍ଥାରେ କେହି ଦୁର୍ବୁର୍ତ୍ତ ଝରକା ବାଟେ ବିଅର ବୋତଲରେ ଏସିଡଭଳି କିଛି ପଦାର୍ଥ ପୁରାଇ ଫୋପାଡ଼ିଥିଲେ l ଫଳରେ ସେକ ନ୍ୟାମତଙ୍କ ବେଡ଼ […]

କେନ୍ଦ୍ରାପଡା : ବିଅର ବୋତଲରେ ଏସିଡ ପୁରାଇ ଜଣକ ଘରକୁ ଫୋପାଡିବାରୁ ବେଡ଼ ଜଳିଯିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି l ସୂଚନା ମୁତାବକ, ଡେରାବିଷ ଥାନା ଅଧିନ ଫକିରାବାଦ ଚାଟରାଚକଡ଼ାର ଓଲଡ଼ି ଅଞ୍ଚଳରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି l ସେକ ନ୍ୟାମତ ଅଲ୍ଲୀ ତାଙ୍କ ଘରେ ଶୋଇଥିବା ଅବସ୍ଥାରେ କେହି ଦୁର୍ବୁର୍ତ୍ତ ଝରକା ବାଟେ ବିଅର ବୋତଲରେ ଏସିଡଭଳି କିଛି ପଦାର୍ଥ ପୁରାଇ ଫୋପାଡ଼ିଥିଲେ l ଫଳରେ ସେକ ନ୍ୟାମତଙ୍କ ବେଡ଼ ଜଳି ଯାଇ ସେ ଅଧାପୋଡା ହୋଇଛନ୍ତି l କେହି ତାଙ୍କୁ ଜୀବନରୁ ମାରିଦେବାକୁ ଏହିଭଳି କରିଥିବା ନେଇ ସେକ ନ୍ୟାମତ ଥାନାରେ ଅଭିଯୋଗ କରିଛନ୍ତି l ଏନେଇ ପୋଲିସ ଏକ ମାମଲା ୧୨୨/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି l

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

10 Jun 2021 By The Sakala

ଏସିଡ ପକାଇ ଘର ଜାଳିବା ପାଇଁ ଉଦ୍ୟମ, ଜଣେ ଗୁରୁତର

କେନ୍ଦ୍ରାପଡା : ବିଅର ବୋତଲରେ ଏସିଡ ପୁରାଇ ଜଣକ ଘରକୁ ଫୋପାଡିବାରୁ ବେଡ଼ ଜଳିଯିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି l ସୂଚନା ମୁତାବକ, ଡେରାବିଷ ଥାନା ଅଧିନ ଫକିରାବାଦ ଚାଟରାଚକଡ଼ାର ଓଲଡ଼ି ଅଞ୍ଚଳରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି l ସେକ ନ୍ୟାମତ ଅଲ୍ଲୀ ତାଙ୍କ ଘରେ ଶୋଇଥିବା ଅବସ୍ଥାରେ କେହି ଦୁର୍ବୁର୍ତ୍ତ ଝରକା ବାଟେ ବିଅର ବୋତଲରେ ଏସିଡଭଳି କିଛି ପଦାର୍ଥ ପୁରାଇ ଫୋପାଡ଼ିଥିଲେ l ଫଳରେ ସେକ ନ୍ୟାମତଙ୍କ ବେଡ଼ ଜଳି ଯାଇ ସେ ଅଧାପୋଡା ହୋଇଛନ୍ତି l କେହି ତାଙ୍କୁ ଜୀବନରୁ ମାରିଦେବାକୁ ଏହିଭଳି କରିଥିବା ନେଇ ସେକ ନ୍ୟାମତ ଥାନାରେ ଅଭିଯୋଗ କରିଛନ୍ତି l ଏନେଇ ପୋଲିସ ଏକ ମାମଲା ୧୨୨/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର