ଡ୍ରେନ କାମକୁ ନେଇ ସଂଘର୍ଷ, ଦୁଇ ଗୁରୁତର ଆହତ

The Sakala Picture
Published On

ଆନନ୍ଦପୁର : ଶାଳବଣି ଗ୍ରାମରେ ଡ୍ରେନ କାମକୁ କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆନନ୍ଦପୁର ଥାନା ଶାଳବଣି ଗାଁ ରେ ଡ୍ରେନ କାମ ଚାଲିଥିବା ବେଳେ ଗାଁ ର କିଛି ଯୁବକ କୋଭିଡ ସମୟରେ କାମ ହେବାକୁ ବିରୋଧ କରିବାରୁ ଉତେଜନା ଦେଖା ଦେଇଥିଲା। ଧୀରେ ଧୀରେ ଉତେଜନା ଉଗ୍ର ରୂପ ନେଇ ଉଭୟ ଙ୍କ ମଧ୍ୟରେ ମାରପିଟ ଲାଗିବାରୁ ଉଭୟ ଗୋଷ୍ଠୀର ଦୁଇ […]

ଆନନ୍ଦପୁର : ଶାଳବଣି ଗ୍ରାମରେ ଡ୍ରେନ କାମକୁ କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆନନ୍ଦପୁର ଥାନା ଶାଳବଣି ଗାଁ ରେ ଡ୍ରେନ କାମ ଚାଲିଥିବା ବେଳେ ଗାଁ ର କିଛି ଯୁବକ କୋଭିଡ ସମୟରେ କାମ ହେବାକୁ ବିରୋଧ କରିବାରୁ ଉତେଜନା ଦେଖା ଦେଇଥିଲା। ଧୀରେ ଧୀରେ ଉତେଜନା ଉଗ୍ର ରୂପ ନେଇ ଉଭୟ ଙ୍କ ମଧ୍ୟରେ ମାରପିଟ ଲାଗିବାରୁ ଉଭୟ ଗୋଷ୍ଠୀର ଦୁଇ ଗୁରୁତର, ଏବଂ ଅନ୍ୟ କେତେଜଣ ସାମାନ୍ୟ ଆହତ ହୋଇ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଆହତ ଉଭୟ ପକ୍ଷର ଦୁଇଜଣ ହେଲେ ପଦ୍ମନାଭ ମିଶ୍ର ଏବଂ ଶକ୍ତିପ୍ରସାଦ ନାଥ l ଗ୍ରାମର ସରପଞ୍ଚଙ୍କ ସମ୍ପର୍କୀୟ ଏହି କାମ କରାଉଥିବା ସମୟରେ ଅନେକ ଲୋକ ଏକାଠି ହୋଇଥିବାରୁ ଯୁବକ ମାନେ ଏହାକୁ ବିରୋଧ କରିଥିଲେ। ଯାହା ଫଳରେ ଏହି ଘଟଣା ର ସୂତ୍ରପାତ ହୋଇଥିଲା ବୋଲି କିଛି ଦେଖଣାହାରୀଙ୍କ ମତ । ଉଭୟ ପକ୍ଷରୁ ଥାନାରେ ଏତେଲା ପରେ ପୋଲିସ ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

06 Jun 2021 By The Sakala

ଡ୍ରେନ କାମକୁ ନେଇ ସଂଘର୍ଷ, ଦୁଇ ଗୁରୁତର ଆହତ

ଆନନ୍ଦପୁର : ଶାଳବଣି ଗ୍ରାମରେ ଡ୍ରେନ କାମକୁ କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆନନ୍ଦପୁର ଥାନା ଶାଳବଣି ଗାଁ ରେ ଡ୍ରେନ କାମ ଚାଲିଥିବା ବେଳେ ଗାଁ ର କିଛି ଯୁବକ କୋଭିଡ ସମୟରେ କାମ ହେବାକୁ ବିରୋଧ କରିବାରୁ ଉତେଜନା ଦେଖା ଦେଇଥିଲା। ଧୀରେ ଧୀରେ ଉତେଜନା ଉଗ୍ର ରୂପ ନେଇ ଉଭୟ ଙ୍କ ମଧ୍ୟରେ ମାରପିଟ ଲାଗିବାରୁ ଉଭୟ ଗୋଷ୍ଠୀର ଦୁଇ ଗୁରୁତର, ଏବଂ ଅନ୍ୟ କେତେଜଣ ସାମାନ୍ୟ ଆହତ ହୋଇ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଆହତ ଉଭୟ ପକ୍ଷର ଦୁଇଜଣ ହେଲେ ପଦ୍ମନାଭ ମିଶ୍ର ଏବଂ ଶକ୍ତିପ୍ରସାଦ ନାଥ l ଗ୍ରାମର ସରପଞ୍ଚଙ୍କ ସମ୍ପର୍କୀୟ ଏହି କାମ କରାଉଥିବା ସମୟରେ ଅନେକ ଲୋକ ଏକାଠି ହୋଇଥିବାରୁ ଯୁବକ ମାନେ ଏହାକୁ ବିରୋଧ କରିଥିଲେ। ଯାହା ଫଳରେ ଏହି ଘଟଣା ର ସୂତ୍ରପାତ ହୋଇଥିଲା ବୋଲି କିଛି ଦେଖଣାହାରୀଙ୍କ ମତ । ଉଭୟ ପକ୍ଷରୁ ଥାନାରେ ଏତେଲା ପରେ ପୋଲିସ ଘଟଣାର ତଦନ୍ତ କରୁଛି।

https://www.thesakala.in/latest-odisha-news/clashes-over-drain-work-two-seriously-injured/article-2729
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର