ମନୋରଞ୍ଜନ
ରାଜଧାନୀରେ ପୁଣି ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ
ଭୁବନେଶ୍ବର: ରାଜଧାନୀରେ ଅଘଟଣ। ପୁଣି ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପଳାଶୁଣି ପ୍ରାଚୀ ବିହାରରେ ଘଟିଛି ଏଭଳି ଅଭାବନୀୟ ଅଘଟଣ । ବଢ଼େଇ ଠାକୁରାଣୀ ନିକଟ ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି।

13 Jul 2023
By The Sakala

⊕ https://www.thesakala.in/latest-odisha-news/another-student-drowned-in-the-water/article-23465