୪୦ ଡିଗ୍ରୀ ଉପରେ ରାଜ୍ୟର ୩୦ଟି ସହରର ତାପମାତ୍ରା, ୪୪.୫ ଡିଗ୍ରୀ ସହ ବଲାଙ୍ଗୀର ଓ ବରଗଡ଼ ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା। ଆଜି ରାଜ୍ୟର ୩୦ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ବଲାଙ୍ଗୀର ଓ ବରଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ଉଭୟ ସହରର ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ତାପମାତ୍ରା ୪୪ .୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି, ସୁବର୍ଣ୍ଣପୁର- ୪୪.୩ ଡିଗ୍ରୀ, ସମ୍ବଲପରୁ- […]
ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା। ଆଜି ରାଜ୍ୟର ୩୦ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ବଲାଙ୍ଗୀର ଓ ବରଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ଉଭୟ ସହରର ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ତାପମାତ୍ରା ୪୪ .୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ସେହିପରି, ସୁବର୍ଣ୍ଣପୁର- ୪୪.୩ ଡିଗ୍ରୀ, ସମ୍ବଲପରୁ- ୪୩.୬ ଡିଗ୍ରୀ, ବୌଦ୍ଧ- ୪୩. ୫ ଡିଗ୍ରୀ , ହୀରାକୁଦ- ୪୩. ୧ ଡିଗ୍ରୀ, ସୁନ୍ଦରଗଡ଼- ୪୩ ଡିଗ୍ରୀ, ଭବାନୀପଟଣା- ୪୩ ଡିଗ୍ରୀ, ଟିଟିଲାଗଡ଼- ୪୩ ଡିଗ୍ରୀ, ଅନୁଗୁଳ- ୪୨.୯ ଡିଗ୍ରୀ, ଦେବଗଡ଼- ୪୨.୮ ଡିଗ୍ରୀ, ଭୁବନେଶ୍ବର- ୪୨.୬ ଡିଗ୍ରୀ, ରାଉରକେଲା- ୪୨.୫ ଡିଗ୍ରୀ, ବ୍ରହ୍ମପୁର- ୪୨.୫ ଡିଗ୍ରୀ, ପାରଳାଖେମୁଣ୍ଡୀ- ୪୨ ଡିଗ୍ରୀ, ଢେଙ୍କାନାଳ- ୪୧.୮ ଡିଗ୍ରୀ, ବାରିପଦା- ୪୧.୬ ଡିଗ୍ରୀ, କଟକ- ୪୧.୬ ଡିଗ୍ରୀ, ନୟାଗଡ଼- ୪୧.୫ ଡିଗ୍ରୀ, ତାଳଚେର- ୪୧.୪ ଡିଗ୍ରୀ, ନୂଆପଡ଼ା- ୪୧.୪ ଡିଗ୍ରୀ, କେନ୍ଦୁଝର- ୪୧ ଡିଗ୍ରୀ, କେନ୍ଦ୍ରାପଡ଼ା- ୪୧ ଡିଗ୍ରୀ, ଫୁଲବାଣୀ- ୪୧ ଡିଗ୍ରୀ, ନବରଙ୍ଗପୁର- ୪୦.୫ ଡିଗ୍ରୀ, ମାଲକାନାଗିରି- ୪୦.୫ ଡିଗ୍ରୀ, ଯାଜପୁର, ଛତ୍ରପୁର ଓ ଚାନ୍ଦବାଲୀରେ ତାପମମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।