ଘଟଗାଁ ମା’ ତାରିଣୀଙ୍କ ପୀଠରେ ଜମୁଛି ପ୍ରସିଦ୍ଧ ଚଇତି ପର୍ବ; ଆଜିଠୁ ସାତ ଦିନ ସୁନାବେଶରେ ଦର୍ଶନ ଦେବେ ମା’

The Sakala Picture
Published On

କେନ୍ଦୁଝର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ଚାଲିଛି ମା’ଙ୍କ ୮୭ ତମ ଚଇତି ପର୍ବ । ଦୁଇ ବର୍ଷରେ ବିନା କୋଭିଡ କଟକଣାରେ ପର୍ବ ପାଳନ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖବାକୁ ମିଳିଛି । ଏହି ପର୍ବରେ ମା’ ୭ ଦିନ ଧରି ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ବିଶ୍ୱାସ ଅଛି ମା’ଙ୍କ ଏହି ସୁନାବେଶ ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଚଇତି ପର୍ବର ଶେଷ ଦିନରେ […]

କେନ୍ଦୁଝର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ଚାଲିଛି ମା’ଙ୍କ ୮୭ ତମ ଚଇତି ପର୍ବ । ଦୁଇ ବର୍ଷରେ ବିନା କୋଭିଡ କଟକଣାରେ ପର୍ବ ପାଳନ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖବାକୁ ମିଳିଛି । ଏହି ପର୍ବରେ ମା’ ୭ ଦିନ ଧରି ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ବିଶ୍ୱାସ ଅଛି ମା’ଙ୍କ ଏହି ସୁନାବେଶ ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଚଇତି ପର୍ବର ଶେଷ ଦିନରେ ପାଳନ କରାଯାଇଥାଏ ମହାବିଷୁବ ପଣା ସଂକ୍ରାନ୍ତି ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨ ପ୍ଲାଟୁନ ପୋଲିସ ଫୋର୍ସ, ୨୦ ଜଣ ଅଫିସର ୫୦ ଜଣ ହୋମଗାର୍ଡ ମୁତୟନ ହୋଇଛନ୍ତି । ଏଥିସହିତ ୪୦ଜଣ ପୂଜକ ମଧ୍ୟ ନିୟୋଜିତ ହୋଇଛନ୍ତି । ସକାଳ ୫ଟାରୁ ଭକ୍ତଙ୍କ ପାଇଁ ମନ୍ଦିର ଦ୍ବାର ଫିଟା ରହିଛି । ଆଲୋକମାଳାରେ ମନ୍ଦିର ସଜ୍ଜା ଯାଇଥିବା ବେଳେ ଖରା ପାଇଁ ଛାଉଣି କରାଯାଇଛି । ଉକ୍ତଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

14 Apr 2023 By The Sakala

ଘଟଗାଁ ମା’ ତାରିଣୀଙ୍କ ପୀଠରେ ଜମୁଛି ପ୍ରସିଦ୍ଧ ଚଇତି ପର୍ବ; ଆଜିଠୁ ସାତ ଦିନ ସୁନାବେଶରେ ଦର୍ଶନ ଦେବେ ମା’

କେନ୍ଦୁଝର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ଚାଲିଛି ମା’ଙ୍କ ୮୭ ତମ ଚଇତି ପର୍ବ । ଦୁଇ ବର୍ଷରେ ବିନା କୋଭିଡ କଟକଣାରେ ପର୍ବ ପାଳନ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖବାକୁ ମିଳିଛି । ଏହି ପର୍ବରେ ମା’ ୭ ଦିନ ଧରି ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ବିଶ୍ୱାସ ଅଛି ମା’ଙ୍କ ଏହି ସୁନାବେଶ ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଚଇତି ପର୍ବର ଶେଷ ଦିନରେ ପାଳନ କରାଯାଇଥାଏ ମହାବିଷୁବ ପଣା ସଂକ୍ରାନ୍ତି ।

ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨ ପ୍ଲାଟୁନ ପୋଲିସ ଫୋର୍ସ, ୨୦ ଜଣ ଅଫିସର ୫୦ ଜଣ ହୋମଗାର୍ଡ ମୁତୟନ ହୋଇଛନ୍ତି । ଏଥିସହିତ ୪୦ଜଣ ପୂଜକ ମଧ୍ୟ ନିୟୋଜିତ ହୋଇଛନ୍ତି । ସକାଳ ୫ଟାରୁ ଭକ୍ତଙ୍କ ପାଇଁ ମନ୍ଦିର ଦ୍ବାର ଫିଟା ରହିଛି । ଆଲୋକମାଳାରେ ମନ୍ଦିର ସଜ୍ଜା ଯାଇଥିବା ବେଳେ ଖରା ପାଇଁ ଛାଉଣି କରାଯାଇଛି । ଉକ୍ତଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର