କରୋନା ସଂକ୍ରମଣକୁ ନଜରରେ ରଖି ଶିଶୁଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଆଗୁଆ ନିର୍ଦ୍ଦେଶ

The Sakala Picture
Published On

ଭୁବନେଶ୍ୱର: କରୋନାରେ ଶିଶୁଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଆଗୁଆ ନିର୍ଦ୍ଦେଶ । ଅନ୍ୟ ରାଜ୍ୟରେ ଶିଶୁଙ୍କଠାରେ କରୋନା ସଂକ୍ରମଣକୁ ନଜରରେ ରଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ଆଗୁଆ ପଦକ୍ଷେପ । ରାଜ୍ୟର ସମସ୍ତ ଶିଶୁଯତ୍ନ କେନ୍ଦ୍ରରେ କୋଭିଡ୍‌ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ୱତନ୍ତ୍ର ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ସବୁ ଶିଶୁଯତ୍ନ କେନ୍ଦ୍ରରେ ରହିବ ସଂଗରୋଧ ବ୍ୟବସ୍ଥା । ସବୁଠି ରହିବ ଅକ୍ସିମିଟର ଓ ପିପିଇ କିଟ୍‌ […]

ଭୁବନେଶ୍ୱର: କରୋନାରେ ଶିଶୁଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଆଗୁଆ ନିର୍ଦ୍ଦେଶ । ଅନ୍ୟ ରାଜ୍ୟରେ ଶିଶୁଙ୍କଠାରେ କରୋନା ସଂକ୍ରମଣକୁ ନଜରରେ ରଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ଆଗୁଆ ପଦକ୍ଷେପ । ରାଜ୍ୟର ସମସ୍ତ ଶିଶୁଯତ୍ନ କେନ୍ଦ୍ରରେ କୋଭିଡ୍‌ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ୱତନ୍ତ୍ର ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ସବୁ ଶିଶୁଯତ୍ନ କେନ୍ଦ୍ରରେ ରହିବ ସଂଗରୋଧ ବ୍ୟବସ୍ଥା । ସବୁଠି ରହିବ ଅକ୍ସିମିଟର ଓ ପିପିଇ କିଟ୍‌ । ସବୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ଲେଖାଯାଇଛି । ଆଉ ଏକ ଆଗୁଆ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ କୃତଜ୍ଞତା ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

09 May 2021 By The Sakala

କରୋନା ସଂକ୍ରମଣକୁ ନଜରରେ ରଖି ଶିଶୁଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଆଗୁଆ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନାରେ ଶିଶୁଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଆଗୁଆ ନିର୍ଦ୍ଦେଶ । ଅନ୍ୟ ରାଜ୍ୟରେ ଶିଶୁଙ୍କଠାରେ କରୋନା ସଂକ୍ରମଣକୁ ନଜରରେ ରଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ଆଗୁଆ ପଦକ୍ଷେପ । ରାଜ୍ୟର ସମସ୍ତ ଶିଶୁଯତ୍ନ କେନ୍ଦ୍ରରେ କୋଭିଡ୍‌ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ୱତନ୍ତ୍ର ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ସବୁ ଶିଶୁଯତ୍ନ କେନ୍ଦ୍ରରେ ରହିବ ସଂଗରୋଧ ବ୍ୟବସ୍ଥା । ସବୁଠି ରହିବ ଅକ୍ସିମିଟର ଓ ପିପିଇ କିଟ୍‌ । ସବୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ଲେଖାଯାଇଛି । ଆଉ ଏକ ଆଗୁଆ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ କୃତଜ୍ଞତା ଜଣାଇଛନ୍ତି ।

https://www.thesakala.in/latest-odisha-news/cm-naveen-patnaik-issued-preliminary-directive-to-protect-children-from-corona-infection/article-2061
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର