ସମୃଦ୍ଧିର ସୋପାନରେ ଓଡିଶା, ଆଜି ପର୍ଯ୍ଯଟନ ଶିଳ୍ପ ଉପରେ ଆଲୋଚନା

The Sakala Picture
Published On

ଟୋକିଓ: ସମୃଦ୍ଧିର ସୋପାନରେ ଓଡିଶା । ପର୍ଯ୍ଯଟନ ଶିଳ୍ପ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜିମ କ୍ଷେତ୍ରର ବିକାଶ ଉପରେ ଆଜି ଜାପାନ ପ୍ରତିନିଧିଙ୍କ ସହ ଆଲୋଚନା ହେବ । ଜାପାନର ସମୃଦ୍ଧ ସହର କ୍ୟୋଟୋରେ ଜାପାନ ଓ ଓଡ଼ିଶା ପ୍ରତିନିଧିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଭାବବିନିମୟ । ଆଲୋଚନାରେ ଓଡ଼ିଶାରେ ପର୍ଯ୍ଯଟନ ଶିଳ୍ପର ବିକାଶ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜିମ କ୍ଷେତ୍ରଗୁଡିକର ବିକାଶ ଉପରେ ଆଲୋଚନା ହେବ। ଏହା ସହ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଓ ବିକାଶ […]

ଟୋକିଓ: ସମୃଦ୍ଧିର ସୋପାନରେ ଓଡିଶା । ପର୍ଯ୍ଯଟନ ଶିଳ୍ପ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜିମ କ୍ଷେତ୍ରର ବିକାଶ ଉପରେ ଆଜି ଜାପାନ ପ୍ରତିନିଧିଙ୍କ ସହ ଆଲୋଚନା ହେବ । ଜାପାନର ସମୃଦ୍ଧ ସହର କ୍ୟୋଟୋରେ ଜାପାନ ଓ ଓଡ଼ିଶା ପ୍ରତିନିଧିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଭାବବିନିମୟ । ଆଲୋଚନାରେ ଓଡ଼ିଶାରେ ପର୍ଯ୍ଯଟନ ଶିଳ୍ପର ବିକାଶ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜିମ କ୍ଷେତ୍ରଗୁଡିକର ବିକାଶ ଉପରେ ଆଲୋଚନା ହେବ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଏହା ସହ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଓ ବିକାଶ ନେଇ ମଧ୍ୟ ଜାପାନ ପ୍ରତିନିଧିଙ୍କ ସହ ଓଡ଼ିଶା ପ୍ରତନିଧି କରିବେ ଆଲୋଚନା । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ପ୍ରତିନିଧିମଣ୍ଡଳୀ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଓଡ଼ିଶାରେ ୩୦ ନିୟୁତ ଟନ କ୍ଷମତା ବିଶିଷ୍ଠ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ହୋଇଥିଲା ଆଲୋଚନା । ନିପ୍ପନର ପରିବେଶ ଉପଯୋଗୀ ପଦକ୍ଷେପ ଦେଖି ଖୁସି ପ୍ରକାଶ କରିଥିଲେ ନବୀନ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

07 Apr 2023 By The Sakala

ସମୃଦ୍ଧିର ସୋପାନରେ ଓଡିଶା, ଆଜି ପର୍ଯ୍ଯଟନ ଶିଳ୍ପ ଉପରେ ଆଲୋଚନା

ଟୋକିଓ: ସମୃଦ୍ଧିର ସୋପାନରେ ଓଡିଶା । ପର୍ଯ୍ଯଟନ ଶିଳ୍ପ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜିମ କ୍ଷେତ୍ରର ବିକାଶ ଉପରେ ଆଜି ଜାପାନ ପ୍ରତିନିଧିଙ୍କ ସହ ଆଲୋଚନା ହେବ । ଜାପାନର ସମୃଦ୍ଧ ସହର କ୍ୟୋଟୋରେ ଜାପାନ ଓ ଓଡ଼ିଶା ପ୍ରତିନିଧିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଭାବବିନିମୟ । ଆଲୋଚନାରେ ଓଡ଼ିଶାରେ ପର୍ଯ୍ଯଟନ ଶିଳ୍ପର ବିକାଶ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜିମ କ୍ଷେତ୍ରଗୁଡିକର ବିକାଶ ଉପରେ ଆଲୋଚନା ହେବ।

ଏହା ସହ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଓ ବିକାଶ ନେଇ ମଧ୍ୟ ଜାପାନ ପ୍ରତିନିଧିଙ୍କ ସହ ଓଡ଼ିଶା ପ୍ରତନିଧି କରିବେ ଆଲୋଚନା । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ପ୍ରତିନିଧିମଣ୍ଡଳୀ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଓଡ଼ିଶାରେ ୩୦ ନିୟୁତ ଟନ କ୍ଷମତା ବିଶିଷ୍ଠ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ହୋଇଥିଲା ଆଲୋଚନା । ନିପ୍ପନର ପରିବେଶ ଉପଯୋଗୀ ପଦକ୍ଷେପ ଦେଖି ଖୁସି ପ୍ରକାଶ କରିଥିଲେ ନବୀନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର