କରୋନା ପଜିଟିଭ୍ ହେବାପରେ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ

The Sakala Picture
Published On

ଟାଙ୍ଗି: କରୋନା ଭୂତାଣୁ ସଂକ୍ରମିତ କଲା ବୋଲି ଜୀବନ ହାରିଦେଲେ ଦମ୍ପତି । କରୋନାକୁ ନେଇ ଅନ୍ୟକୁ ଭୟଭୀତ କରାଇବା ଅଯଥା ଅପପ୍ରଚାର ଗୁଜବ କାହାର ବି ଜୀବନ ନେଇପାରେ । କାହାରିକୁ ବି ଜୀବନ ହାରିବାକୁ ପ୍ରେରିତ କରିପାରେ । ଏମିତି ହିଁ ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡ଼ିମଡ଼ା ଗାଁରେ । ଦର୍ପନାରାୟଣପୁର ଫାଣ୍ଡି ଗୋଡ଼ିମଡ଼ା ଗାଁରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଆତ୍ମହତ୍ୟା କରିଛନ୍ତି ଦମ୍ପତି । ମୃତ ସ୍ୱାମୀ-ସ୍ତ୍ରୀ […]

ଟାଙ୍ଗି: କରୋନା ଭୂତାଣୁ ସଂକ୍ରମିତ କଲା ବୋଲି ଜୀବନ ହାରିଦେଲେ ଦମ୍ପତି । କରୋନାକୁ ନେଇ ଅନ୍ୟକୁ ଭୟଭୀତ କରାଇବା ଅଯଥା ଅପପ୍ରଚାର ଗୁଜବ କାହାର ବି ଜୀବନ ନେଇପାରେ । କାହାରିକୁ ବି ଜୀବନ ହାରିବାକୁ ପ୍ରେରିତ କରିପାରେ । ଏମିତି ହିଁ ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡ଼ିମଡ଼ା ଗାଁରେ ।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

ଦର୍ପନାରାୟଣପୁର ଫାଣ୍ଡି ଗୋଡ଼ିମଡ଼ା ଗାଁରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଆତ୍ମହତ୍ୟା କରିଛନ୍ତି ଦମ୍ପତି । ମୃତ ସ୍ୱାମୀ-ସ୍ତ୍ରୀ ୫୫ ବର୍ଷିଅ ଭିକାରୀ ପାତ୍ର ଓ ୫୦ ବର୍ଷିଅ ଜ୍ୟୋସ୍ନା ପାତ୍ର । ଭିକାରୀ ଓ ଜ୍ୟୋସ୍ନାଙ୍କୁ କିଛିଦିନ ହେଲା ଥଣ୍ଡା ଜରରେ ପୀଡ଼ିତ ଥିଲେ । ଗତ ୧୭ ତାରିଖରେ କରୋନା ଦମ୍ପତି ଶରଣକୁଳ ମେଡିକାଲରେ କୋଭିଡ୍ ପରୀକ୍ଷା କରାଇ ଥିଲେ । ଆଉ ରିପୋର୍ଟ ଆସିଥିଲା ପଜିଟିଭ୍ ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବାରୁ ଦମ୍ପତିଙ୍କୁ ହୋମ୍ ଆଇସୋଲେସନରେ ରହିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ । ସଂଗରୋଧରେ ରହିବା ବେଳେ ରଣପୁର ମେଡିକାଲ ପକ୍ଷରୁ ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଔଷଧ ଯୋଗାଇ ଦେଇଥିଲେ । ହେଲେ କରୋନା ସଂକ୍ରମିତ ହେବା ପରେ ଭାଙ୍ଗି ପଡ଼ିଥିଲେ ସ୍ୱାମୀ, ସ୍ତ୍ରୀ । ଗୁରୁବାର ରାତିରେ ଶେଷରେ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ମୃତ୍ୟୁର ଅସଲ କାରଣ...

30 Apr 2021 By The Sakala

କରୋନା ପଜିଟିଭ୍ ହେବାପରେ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ

ଟାଙ୍ଗି: କରୋନା ଭୂତାଣୁ ସଂକ୍ରମିତ କଲା ବୋଲି ଜୀବନ ହାରିଦେଲେ ଦମ୍ପତି । କରୋନାକୁ ନେଇ ଅନ୍ୟକୁ ଭୟଭୀତ କରାଇବା ଅଯଥା ଅପପ୍ରଚାର ଗୁଜବ କାହାର ବି ଜୀବନ ନେଇପାରେ । କାହାରିକୁ ବି ଜୀବନ ହାରିବାକୁ ପ୍ରେରିତ କରିପାରେ । ଏମିତି ହିଁ ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡ଼ିମଡ଼ା ଗାଁରେ ।

ଦର୍ପନାରାୟଣପୁର ଫାଣ୍ଡି ଗୋଡ଼ିମଡ଼ା ଗାଁରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଆତ୍ମହତ୍ୟା କରିଛନ୍ତି ଦମ୍ପତି । ମୃତ ସ୍ୱାମୀ-ସ୍ତ୍ରୀ ୫୫ ବର୍ଷିଅ ଭିକାରୀ ପାତ୍ର ଓ ୫୦ ବର୍ଷିଅ ଜ୍ୟୋସ୍ନା ପାତ୍ର । ଭିକାରୀ ଓ ଜ୍ୟୋସ୍ନାଙ୍କୁ କିଛିଦିନ ହେଲା ଥଣ୍ଡା ଜରରେ ପୀଡ଼ିତ ଥିଲେ । ଗତ ୧୭ ତାରିଖରେ କରୋନା ଦମ୍ପତି ଶରଣକୁଳ ମେଡିକାଲରେ କୋଭିଡ୍ ପରୀକ୍ଷା କରାଇ ଥିଲେ । ଆଉ ରିପୋର୍ଟ ଆସିଥିଲା ପଜିଟିଭ୍ ।

ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବାରୁ ଦମ୍ପତିଙ୍କୁ ହୋମ୍ ଆଇସୋଲେସନରେ ରହିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ । ସଂଗରୋଧରେ ରହିବା ବେଳେ ରଣପୁର ମେଡିକାଲ ପକ୍ଷରୁ ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଔଷଧ ଯୋଗାଇ ଦେଇଥିଲେ । ହେଲେ କରୋନା ସଂକ୍ରମିତ ହେବା ପରେ ଭାଙ୍ଗି ପଡ଼ିଥିଲେ ସ୍ୱାମୀ, ସ୍ତ୍ରୀ । ଗୁରୁବାର ରାତିରେ ଶେଷରେ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର