ଜାଣନ୍ତୁ ବଜେଟ୍କୁ ନେଇ କଣ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଭୁବନେଶ୍ବର : ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କରୋନା ପରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ମୋଟ୍ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟ ବରାଦ କରାଯାଇଛି। ବିଧାନସଭାରେ ୨୦୨୧-୨୨ ବଜେଟ୍ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଏହି ବଜେଟ୍କୁ ପ୍ରଶଂସା କରିଛନ୍ତି। From that scenario to present a holistic, fiscally prudent […]
ଭୁବନେଶ୍ବର : ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କରୋନା ପରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ମୋଟ୍ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟ ବରାଦ କରାଯାଇଛି। ବିଧାନସଭାରେ ୨୦୨୧-୨୨ ବଜେଟ୍ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଏହି ବଜେଟ୍କୁ ପ୍ରଶଂସା କରିଛନ୍ତି।
From that scenario to present a holistic, fiscally prudent budget of ₹1.76 lakh crore is nothing short of brilliant. Congratulations to everyone involved. #PeoplesBudgetOdisha
— Naveen Patnaik (@Naveen_Odisha) February 22, 2021
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଏକ ଲୋକାଭିମୁଖୀ ଓ ବିକାଶଶୀଳ ବଜେଟ। ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଯାତ୍ରା ପଥରେ ବଜେଟ ସହାୟକ ହେବ। କରୋନା ମଧ୍ୟରେ ଆମେ ବହୁତ କିଛି ହରାଇଥିଲୁ। ସେଭଳି ସ୍ଥିତିରୁ ଫେରି ବର୍ତ୍ତମାନର ୧.୭୬ଲକ୍ଷ କୋଟି ବଜେଟ ଉପସ୍ଥାପନ ନିଶ୍ଚିତ ଭାବେ ଚମତ୍କାରୀ ବୋଲି କୁହାଯାଇପାରିବ। ଏହା ବିକାଶଶୀଳ ଓ ପରିବର୍ତ୍ତନଶୀଳ ବଜେଟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ବଜେଟରେ ସମ୍ପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।