ରାଜ୍ୟସଭା ସ୍ୱାଧିକାର କମିଟିର ସଦସ୍ୟ ହେଲେ ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ଭୁବନେଶ୍ୱର: ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜକୁ ରାଜ୍ୟସଭାରେ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖର୍‍ ଶ୍ରୀ ମଙ୍ଗରାଜଙ୍କୁ ରାଜ୍ୟସଭାର ସ୍ୱାଧିକାର କମିଟିରେ ସ୍ଥାନ ଦେଇଛନ୍ତି। ପୂର୍ବରୁ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଏହି କମିଟିରେ ସ୍ଥାନ ପାଇଥିଲେ। ଡକ୍ଟର ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଥିବାରୁ ରାଜ୍ୟସଭା ଅଧ୍ୟକ୍ଷ ତାଙ୍କ ସ୍ଥାନରେ ଶ୍ରୀ ମଙ୍ଗରାଜଙ୍କୁ କମିଟିରେ ସ୍ଥାନ ଦେଇଛନ୍ତି। […]

ଭୁବନେଶ୍ୱର: ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜକୁ ରାଜ୍ୟସଭାରେ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖର୍‍ ଶ୍ରୀ ମଙ୍ଗରାଜଙ୍କୁ ରାଜ୍ୟସଭାର ସ୍ୱାଧିକାର କମିଟିରେ ସ୍ଥାନ ଦେଇଛନ୍ତି। ପୂର୍ବରୁ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଏହି କମିଟିରେ ସ୍ଥାନ ପାଇଥିଲେ। ଡକ୍ଟର ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଥିବାରୁ ରାଜ୍ୟସଭା ଅଧ୍ୟକ୍ଷ ତାଙ୍କ ସ୍ଥାନରେ ଶ୍ରୀ ମଙ୍ଗରାଜଙ୍କୁ କମିଟିରେ ସ୍ଥାନ ଦେଇଛନ୍ତି। ଏନେଇ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ।

ଆହୁରି ପଢ଼ନ୍ତୁ: ଜମିବାଡ଼ି ବିବାଦ: ପୋଲିସ ଉପସ୍ଥିତିରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ !

19 Dec 2022 By The Sakala

ରାଜ୍ୟସଭା ସ୍ୱାଧିକାର କମିଟିର ସଦସ୍ୟ ହେଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର: ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜକୁ ରାଜ୍ୟସଭାରେ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖର୍‍ ଶ୍ରୀ ମଙ୍ଗରାଜଙ୍କୁ ରାଜ୍ୟସଭାର ସ୍ୱାଧିକାର କମିଟିରେ ସ୍ଥାନ ଦେଇଛନ୍ତି। ପୂର୍ବରୁ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଏହି କମିଟିରେ ସ୍ଥାନ ପାଇଥିଲେ। ଡକ୍ଟର ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଥିବାରୁ ରାଜ୍ୟସଭା ଅଧ୍ୟକ୍ଷ ତାଙ୍କ ସ୍ଥାନରେ ଶ୍ରୀ ମଙ୍ଗରାଜଙ୍କୁ କମିଟିରେ ସ୍ଥାନ ଦେଇଛନ୍ତି। ଏନେଇ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର