ପୁଣି ଜଣେ ଯବାନଙ୍କୁ ଅପହରଣ କଲେ ମାଓବାଦୀ

The Sakala Picture
Published On

ବିଜାପୁର: ଥମୁନି ମାଓବାଦୀଙ୍କ ବର୍ବର କାଣ୍ଡ। ପୁଣି ଛତିଶଗଡ ବିଜାପୁରରୁ ଜଣେ ଯବାନଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଜଣାପଡ଼ିଛି। ଗଙ୍ଗାଲୁରୁ ଥାନା ଅନ୍ତର୍ଗତ ପାଲନାର ଗାଁରୁ ଛୁଟିରେ ଗାଁକୁ ଫେରିଥିଲେ ଏସଆଇ ମୁରଲୀ ତାତିଙ୍କୁ ଉଠାଇ ନେଇଛନ୍ତି ମାଓବଦୀ । ସେ ବସ୍ତର ଜବଲପୁରଠାରେ କାର୍ଯ୍ଯରତ। ଏସଆଇଙ୍କୁ ଅପହରଣ ନେଇ ବିଜାପୁର ଏସପି ସୂଚନା ଦେଇଛନ୍ତି। କିଛିଦିନ ତଳେ ବିଜାପୁର ଜୋନାଗଡ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୨୨ ଜଣ […]

ବିଜାପୁର: ଥମୁନି ମାଓବାଦୀଙ୍କ ବର୍ବର କାଣ୍ଡ। ପୁଣି ଛତିଶଗଡ ବିଜାପୁରରୁ ଜଣେ ଯବାନଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଜଣାପଡ଼ିଛି। ଗଙ୍ଗାଲୁରୁ ଥାନା ଅନ୍ତର୍ଗତ ପାଲନାର ଗାଁରୁ ଛୁଟିରେ ଗାଁକୁ ଫେରିଥିଲେ ଏସଆଇ ମୁରଲୀ ତାତିଙ୍କୁ ଉଠାଇ ନେଇଛନ୍ତି ମାଓବଦୀ । ସେ ବସ୍ତର ଜବଲପୁରଠାରେ କାର୍ଯ୍ଯରତ। ଏସଆଇଙ୍କୁ ଅପହରଣ ନେଇ ବିଜାପୁର ଏସପି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

କିଛିଦିନ ତଳେ ବିଜାପୁର ଜୋନାଗଡ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ । ଆଉ ଜଣେ ଯବାନଙ୍କୁ ଅପହରଣ କନେଇଥିଲେ ମାଓବାଦୀ। ହେଲେ ପରେ ଯବାନ ରାକେଶ୍ୱର ସିଂଙ୍କୁ ଛାଡି ଦେଇଥିଲେ ମାଓବାଦୀ ।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର