ପଠାଣି ସାମନ୍ତ ଜୟନ୍ତୀ ଉପଲକ୍ଷେ କଳାଭୁମି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଭୁବନେଶ୍ୱର: ରକ୍ତଦାନ ଜୀବନ ଦାନ ର ବାର୍ତ୍ତାକୁ ଆଧାର କରି କଳାଭୁମି ଓଡିଶା ପଠାଣି ସାମନ୍ତ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଜୟଦେବ ବିହାର ସ୍ଥିତ ଉତ୍କଳମଣି ସେବା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସାମାଜିକ ସଂଗଠନ, ସମାଜସେବୀ ଓ ରକ୍ତଦାତା ମାନେ ଏହି ରକ୍ତଦାନ ଶିବିରରେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିରରକୁ ଉଦଘାଟନ କରିଥିଲେ ମାନ୍ୟବର ମନ୍ତ୍ରୀ ଯୋଜନା ଓ ସମୋନୟ ଓଡିଶା ସରକାର ରାଜେନ୍ଦ୍ର ଢୋଲକିଆ । ଜୈନ […]
ଭୁବନେଶ୍ୱର: ରକ୍ତଦାନ ଜୀବନ ଦାନ ର ବାର୍ତ୍ତାକୁ ଆଧାର କରି କଳାଭୁମି ଓଡିଶା ପଠାଣି ସାମନ୍ତ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଜୟଦେବ ବିହାର ସ୍ଥିତ ଉତ୍କଳମଣି ସେବା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସାମାଜିକ ସଂଗଠନ, ସମାଜସେବୀ ଓ ରକ୍ତଦାତା ମାନେ ଏହି ରକ୍ତଦାନ ଶିବିରରେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିରରକୁ ଉଦଘାଟନ କରିଥିଲେ ମାନ୍ୟବର ମନ୍ତ୍ରୀ ଯୋଜନା ଓ ସମୋନୟ ଓଡିଶା ସରକାର ରାଜେନ୍ଦ୍ର ଢୋଲକିଆ । ଜୈନ ସନ୍ଥ ଗୁରୁଜି , ମାନ୍ୟବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ୨୭ ନମ୍ବର ଯୋନର କର୍ପୋରେଟର ସୁଧାଂଶୁ ଶେଖର, ଏସପି ବିଷ୍ଣୁ ପ୍ରସାଦ ପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ଉତ୍କଳ ମଣି ଗୋପବନ୍ଧୁ ଏବଂ ପଠାଣି ସମନ୍ତଙ୍କ ପ୍ରତିମୂର୍ତ୍ତି ଏବଂ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ରକ୍ତଦାନ କରିଥିବା ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ସହିତ ସମାଜ ସେବୀ ମାନି ପଣ୍ଡା, ସମାଜସେବକ ରୋହିତ କୁମାର ଏବଂ ରକ୍ତଦାତା ତନ୍ମୟ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଶିବିରକୁ ଉତ୍ସାହ ମଣ୍ଡନ କରିବା ସହିତ ରକ୍ତଦାନ କରିଥିଲେ ଏହି ରକ୍ତଦାନ ଶିବିରକୁ କଳାଭୂମିର ଅଧ୍ୟକ୍ଷ ତଥା ଯୁବ ବଂଶୀବାଦକ ତଥା ସମାଜସେବୀ ପ୍ରମୋଦ କୁମାର ପତି ପରିଚାଳନା କରିଥିଲେ ।କ ଳାଭୂମି ର ସଦସ୍ୟ ଡ଼ଃ ସୁଚିତ୍ରା ଦାସ, ନାଦିରା ଫତିମା, ରିତାଞ୍ଜଳୀ ବଡ଼ଜେନା, ସୃତି ମିଶ୍ର,ସ୍ବତୀକ, କଳାଭୂମିର ସଦସ୍ୟ ପ୍ରମୁଖ ସହଯୋଗ କରିଥଲେ ।ଏ ହି ଅବସରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରକ୍ୱାଯାଇଥିଲା ।