୩୧ରୁ ଜୟପୁରକୁ ଉଡ଼ିବ ବିମାନ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଜୟପୁର: ଭୁବନେଶ୍ୱରରୁ ଜୟପୁରକୁ ଆସନ୍ତା ୩୧ ତାରିଖରୁ ଉଡିବ ବିମାନ । ଏ ନେଇ ବିମାନ ଘରୋଇ ସଂସ୍ଥା ଇଣ୍ଡିଆ ୱାନ ଏୟାର ଟୁଇଟ୍ କରି ସୂଚନା ଦେଇଛି । ଅକ୍ଟୋବର ୩୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭୁବନେଶ୍ୱର ବିମାନ ବନ୍ଦରରୁ ଶୁଭାରମ୍ଭ କରିବେ । ଏହି ୯ ସିଟ୍ ବିଶିଷ୍ଟ ବିମାନରେ ଭୁବନେଶ୍ୱରରୁ ଜୟପୁର ଯିବାକୁ ଯାତ୍ରୀଙ୍କ ପାଇଁ ଟିକଟ ୯୯୯ ଟଙ୍କା ସହ ଅନ୍ୟାନ୍ୟ ଟ୍ୟାକ୍ସ ମିଶାଇ ମୋଟ ୧୦୪୯ ଟଙ୍କା ଧାର୍ଯ୍ୟ […]

ଜୟପୁର: ଭୁବନେଶ୍ୱରରୁ ଜୟପୁରକୁ ଆସନ୍ତା ୩୧ ତାରିଖରୁ ଉଡିବ ବିମାନ । ଏ ନେଇ ବିମାନ ଘରୋଇ ସଂସ୍ଥା ଇଣ୍ଡିଆ ୱାନ ଏୟାର ଟୁଇଟ୍ କରି ସୂଚନା ଦେଇଛି । ଅକ୍ଟୋବର ୩୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭୁବନେଶ୍ୱର ବିମାନ ବନ୍ଦରରୁ ଶୁଭାରମ୍ଭ କରିବେ । ଏହି ୯ ସିଟ୍ ବିଶିଷ୍ଟ ବିମାନରେ ଭୁବନେଶ୍ୱରରୁ ଜୟପୁର ଯିବାକୁ ଯାତ୍ରୀଙ୍କ ପାଇଁ ଟିକଟ ୯୯୯ ଟଙ୍କା ସହ ଅନ୍ୟାନ୍ୟ ଟ୍ୟାକ୍ସ ମିଶାଇ ମୋଟ ୧୦୪୯ ଟଙ୍କା ଧାର୍ଯ୍ୟ କରାଯାଇଛି। ଲଗେଜରେ ହ୍ୟାଣ୍ଡ ବ୍ୟାଗରେ ୭ ରୁ ୧୫ କିଲୋ ମଧ୍ୟରେ ଜିନିଷ ନେଇପାରିବେ ବୋଲି ଇଣ୍ଡିଆନ ୱାନ ଏୟାର ସଂସ୍ଥା ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

29 Oct 2022 By The Sakala

୩୧ରୁ ଜୟପୁରକୁ ଉଡ଼ିବ ବିମାନ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଜୟପୁର: ଭୁବନେଶ୍ୱରରୁ ଜୟପୁରକୁ ଆସନ୍ତା ୩୧ ତାରିଖରୁ ଉଡିବ ବିମାନ । ଏ ନେଇ ବିମାନ ଘରୋଇ ସଂସ୍ଥା ଇଣ୍ଡିଆ ୱାନ ଏୟାର ଟୁଇଟ୍ କରି ସୂଚନା ଦେଇଛି । ଅକ୍ଟୋବର ୩୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭୁବନେଶ୍ୱର ବିମାନ ବନ୍ଦରରୁ ଶୁଭାରମ୍ଭ କରିବେ । ଏହି ୯ ସିଟ୍ ବିଶିଷ୍ଟ ବିମାନରେ ଭୁବନେଶ୍ୱରରୁ ଜୟପୁର ଯିବାକୁ ଯାତ୍ରୀଙ୍କ ପାଇଁ ଟିକଟ ୯୯୯ ଟଙ୍କା ସହ ଅନ୍ୟାନ୍ୟ ଟ୍ୟାକ୍ସ ମିଶାଇ ମୋଟ ୧୦୪୯ ଟଙ୍କା ଧାର୍ଯ୍ୟ କରାଯାଇଛି। ଲଗେଜରେ ହ୍ୟାଣ୍ଡ ବ୍ୟାଗରେ ୭ ରୁ ୧୫ କିଲୋ ମଧ୍ୟରେ ଜିନିଷ ନେଇପାରିବେ ବୋଲି ଇଣ୍ଡିଆନ ୱାନ ଏୟାର ସଂସ୍ଥା ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।

https://www.thesakala.in/latest-odisha-news/the-flight-will-fly-to-jeypore-from-oct-31/article-16120
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର