ଗୋନ୍ଦିଆ-ଝାରସୁଗୁଡା ପାସେଞ୍ଜର ଟ୍ରେନ ଇଞ୍ଜିନରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ

The Sakala Picture
Published On

ଝାରସୁଗୁଡ଼ା: ପାସେଞ୍ଜର ଟ୍ରେନର ଇଞ୍ଜିନରେ ଲାଗିଲା ନିଆଁ । ବ୍ରଜରାଜନଗର ରେଳ ଷ୍ଟେସନରେ ଝାରସୁଗୁଡା-ଗୋନ୍ଦିଆ ପାସେଞ୍ଜର ଟ୍ରେନର ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଛି । ଫଳରେ ମୁମ୍ବାଇ ହାୱାଡା ମୁଖ୍ୟ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ । ରେଳ ବିଭାଗ ପକ୍ଷରୁ ବ୍ରଜରାଜନଗର ରେଳ ଷ୍ଟେସନରେ ଟ୍ରେନର ଉଦ୍ଧାରକାର୍ଯ୍ୟ ଜାରି । ନିଆଁକୁ ଆୟତ୍ତ କରିବାକୁ ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚିଛି । କେହି ଆହତ ହୋଇ ନଥିବା ସୂଚନା । ତେବେ କେଉଁ କାରଣରୁ ଟ୍ରେନର […]

ଝାରସୁଗୁଡ଼ା: ପାସେଞ୍ଜର ଟ୍ରେନର ଇଞ୍ଜିନରେ ଲାଗିଲା ନିଆଁ । ବ୍ରଜରାଜନଗର ରେଳ ଷ୍ଟେସନରେ ଝାରସୁଗୁଡା-ଗୋନ୍ଦିଆ ପାସେଞ୍ଜର ଟ୍ରେନର ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଛି । ଫଳରେ ମୁମ୍ବାଇ ହାୱାଡା ମୁଖ୍ୟ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ । ରେଳ ବିଭାଗ ପକ୍ଷରୁ ବ୍ରଜରାଜନଗର ରେଳ ଷ୍ଟେସନରେ ଟ୍ରେନର ଉଦ୍ଧାରକାର୍ଯ୍ୟ ଜାରି । ନିଆଁକୁ ଆୟତ୍ତ କରିବାକୁ ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚିଛି । କେହି ଆହତ ହୋଇ ନଥିବା ସୂଚନା । ତେବେ କେଉଁ କାରଣରୁ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

18 Oct 2022 By The Sakala

ଗୋନ୍ଦିଆ-ଝାରସୁଗୁଡା ପାସେଞ୍ଜର ଟ୍ରେନ ଇଞ୍ଜିନରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ

ଝାରସୁଗୁଡ଼ା: ପାସେଞ୍ଜର ଟ୍ରେନର ଇଞ୍ଜିନରେ ଲାଗିଲା ନିଆଁ । ବ୍ରଜରାଜନଗର ରେଳ ଷ୍ଟେସନରେ ଝାରସୁଗୁଡା-ଗୋନ୍ଦିଆ ପାସେଞ୍ଜର ଟ୍ରେନର ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଛି । ଫଳରେ ମୁମ୍ବାଇ ହାୱାଡା ମୁଖ୍ୟ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ । ରେଳ ବିଭାଗ ପକ୍ଷରୁ ବ୍ରଜରାଜନଗର ରେଳ ଷ୍ଟେସନରେ ଟ୍ରେନର ଉଦ୍ଧାରକାର୍ଯ୍ୟ ଜାରି । ନିଆଁକୁ ଆୟତ୍ତ କରିବାକୁ ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚିଛି । କେହି ଆହତ ହୋଇ ନଥିବା ସୂଚନା । ତେବେ କେଉଁ କାରଣରୁ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି ।

https://www.thesakala.in/latest-odisha-news/fire-broke-out-in-jharsuguda-gondia-passenger-train/article-15849
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର