ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଯିବେ ପୋଲିସ ଡିଜି

The Sakala Picture
Published On

ମାଲକାନଗିରି: ମାଲକାନଗିରି ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଜିଲ୍ଲାର ଶେଷ ମାଓଗଡ଼ ଯନ୍ତ୍ରୀ ପଞ୍ଚାୟତ ଓ ଛତିଶଗଡ଼ ସୀମାନ୍ତ ମାଥିଲି ଅଞ୍ଚଳକୁ ଗସ୍ତ କରିବେ ପୋଲିସ ଡିଜି । ମାଓଗଡ଼ରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ମାଥିଲି ଅଞ୍ଚଳରେ ଛତିଶଗଡ଼ ମାଓବାଦୀଙ୍କ ଗତିପଥ ବଢିଥିବାରୁ ନୂତନ ରଣ କୌଶଳ ପ୍ରସ୍ତୁତ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ ପୋଲିସ ଡିଜି । କୋରାପୁଟ ସୁନାବେଡା ହେଲିପ୍ୟାଡରେ ପହଞ୍ଚିବା ପରେ […]

ମାଲକାନଗିରି: ମାଲକାନଗିରି ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଜିଲ୍ଲାର ଶେଷ ମାଓଗଡ଼ ଯନ୍ତ୍ରୀ ପଞ୍ଚାୟତ ଓ ଛତିଶଗଡ଼ ସୀମାନ୍ତ ମାଥିଲି ଅଞ୍ଚଳକୁ ଗସ୍ତ କରିବେ ପୋଲିସ ଡିଜି । ମାଓଗଡ଼ରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ମାଥିଲି ଅଞ୍ଚଳରେ ଛତିଶଗଡ଼ ମାଓବାଦୀଙ୍କ ଗତିପଥ ବଢିଥିବାରୁ ନୂତନ ରଣ କୌଶଳ ପ୍ରସ୍ତୁତ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ ପୋଲିସ ଡିଜି । କୋରାପୁଟ ସୁନାବେଡା ହେଲିପ୍ୟାଡରେ ପହଞ୍ଚିବା ପରେ ମାଲକାନଗିରି ଅଭିମୁଖେ ଯାଉଛନ୍ତି ପୋଲିସ୍ ଡିଜି ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା: କାହାରିକୁ ବି ଛଡ଼ାଯିବ ନାହିଁ କହିଲେ କ୍ରାଇମବ୍ରାଞ୍ଚ ଡିଜି

02 Jun 2022 By The Sakala

ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଯିବେ ପୋଲିସ ଡିଜି

ମାଲକାନଗିରି: ମାଲକାନଗିରି ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଜିଲ୍ଲାର ଶେଷ ମାଓଗଡ଼ ଯନ୍ତ୍ରୀ ପଞ୍ଚାୟତ ଓ ଛତିଶଗଡ଼ ସୀମାନ୍ତ ମାଥିଲି ଅଞ୍ଚଳକୁ ଗସ୍ତ କରିବେ ପୋଲିସ ଡିଜି । ମାଓଗଡ଼ରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ମାଥିଲି ଅଞ୍ଚଳରେ ଛତିଶଗଡ଼ ମାଓବାଦୀଙ୍କ ଗତିପଥ ବଢିଥିବାରୁ ନୂତନ ରଣ କୌଶଳ ପ୍ରସ୍ତୁତ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ ପୋଲିସ ଡିଜି । କୋରାପୁଟ ସୁନାବେଡା ହେଲିପ୍ୟାଡରେ ପହଞ୍ଚିବା ପରେ ମାଲକାନଗିରି ଅଭିମୁଖେ ଯାଉଛନ୍ତି ପୋଲିସ୍ ଡିଜି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର