ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

The Sakala Picture
Published On

ଭୁବନେଶ୍ବର: ବଢୁଛି ସୂର୍ଯ୍ୟଙ୍କ ଉତ୍ତାପ, ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ତାତିରୁ ମିଳୁନି ନିସ୍ତାର । ଆଜି ଆଜି ଦିନ ୨.୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ମଧ୍ଯରୁ ଝାରସୁଗୁଡା ରାଜ୍ଯର ୪୩.୬ ଡ଼ିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।  ସେହିପରି ସମ୍ବଲପୁର- ୪୨.୬ ଡ଼ିଗ୍ରୀ, ହୀରାକୁଦ- ୪୧.୮ ଡ଼ିଗ୍ରୀ, କେନ୍ଦୁଝର- ୪୦.୨ ଡ଼ିଗ୍ରୀ, ଚାନ୍ଦବାଲି- ୩୯.୪ ଡ଼ିଗ୍ରୀ, ଭୁବନେଶ୍ୱର- ୩୮ ଡ଼ିଗ୍ରୀ, ବାଲେଶ୍ୱର- ୩୭.୮ ଡ଼ିଗ୍ରୀ, ପୁରୀ- ୩୨.୬ ଡ଼ିଗ୍ରୀ, ପାରାଦୀପ- ୩୨ ଡ଼ିଗ୍ରୀ […]

ଭୁବନେଶ୍ବର: ବଢୁଛି ସୂର୍ଯ୍ୟଙ୍କ ଉତ୍ତାପ, ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ତାତିରୁ ମିଳୁନି ନିସ୍ତାର । ଆଜି ଆଜି ଦିନ ୨.୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ମଧ୍ଯରୁ ଝାରସୁଗୁଡା ରାଜ୍ଯର ୪୩.୬ ଡ଼ିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। 

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ସେହିପରି ସମ୍ବଲପୁର- ୪୨.୬ ଡ଼ିଗ୍ରୀ, ହୀରାକୁଦ- ୪୧.୮ ଡ଼ିଗ୍ରୀ, କେନ୍ଦୁଝର- ୪୦.୨ ଡ଼ିଗ୍ରୀ, ଚାନ୍ଦବାଲି- ୩୯.୪ ଡ଼ିଗ୍ରୀ, ଭୁବନେଶ୍ୱର- ୩୮ ଡ଼ିଗ୍ରୀ, ବାଲେଶ୍ୱର- ୩୭.୮ ଡ଼ିଗ୍ରୀ, ପୁରୀ- ୩୨.୬ ଡ଼ିଗ୍ରୀ, ପାରାଦୀପ- ୩୨ ଡ଼ିଗ୍ରୀ ଓ ଗୋପାଳପୁରର ତାପମାତ୍ରା ୨୯.୬ ଡ଼ିଗ୍ରୀ ରହିଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର