ପୋଖରିଖୋଳାକୁ ନେଇ ଗୁଳିମାଡ, ଜଣେ ମୃତ

The Sakala Picture
Published On

ଢେଙ୍କାନାଳ: ପୋଖରୀ ଖୋଳାକୁ ନେଇ ଢେଙ୍କାନାଳ ସଦର ଥାନା କନ୍ଦପାଳ ଗାଁରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ସମ୍ପର୍କୀୟ ଭାଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତକଙ୍କ ନାମ ଦଳେଇ ନାଏକ । ତାଙ୍କ ଉପରେ ୭ ରାଉଣ୍ଡ ଗୁଳି ଚାଳନା ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗାଁର ଦୁଇ ପରିବାର ମଧ୍ୟରେ ପୂର୍ବରୁ ଜମିଜମା ବିବାଦ ଲାଗିରହିଥିଲା । ପୋଖରୀ ଖୋଳା ଚାଲୁଥିବା ବେଳେ ୨ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । […]

ଢେଙ୍କାନାଳ: ପୋଖରୀ ଖୋଳାକୁ ନେଇ ଢେଙ୍କାନାଳ ସଦର ଥାନା କନ୍ଦପାଳ ଗାଁରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ସମ୍ପର୍କୀୟ ଭାଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତକଙ୍କ ନାମ ଦଳେଇ ନାଏକ । ତାଙ୍କ ଉପରେ ୭ ରାଉଣ୍ଡ ଗୁଳି ଚାଳନା ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗାଁର ଦୁଇ ପରିବାର ମଧ୍ୟରେ ପୂର୍ବରୁ ଜମିଜମା ବିବାଦ ଲାଗିରହିଥିଲା । ପୋଖରୀ ଖୋଳା ଚାଲୁଥିବା ବେଳେ ୨ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ୩ ରୁ ୪ ଜଣ ଦୁର୍ବୃତ୍ତ ମିଶି ଦେଶୀ ବନ୍ଧୁକରେ ଗୁଳିମାଡ଼ କରିଥିବା ନେଇ ସୂଚନା ମିଳିଛି । ଗୁଳିମାଡ଼ ପରେ ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ୍‌ ପଛଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

17 Apr 2022 By The Sakala

ପୋଖରିଖୋଳାକୁ ନେଇ ଗୁଳିମାଡ, ଜଣେ ମୃତ

ଢେଙ୍କାନାଳ: ପୋଖରୀ ଖୋଳାକୁ ନେଇ ଢେଙ୍କାନାଳ ସଦର ଥାନା କନ୍ଦପାଳ ଗାଁରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ସମ୍ପର୍କୀୟ ଭାଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତକଙ୍କ ନାମ ଦଳେଇ ନାଏକ । ତାଙ୍କ ଉପରେ ୭ ରାଉଣ୍ଡ ଗୁଳି ଚାଳନା ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗାଁର ଦୁଇ ପରିବାର ମଧ୍ୟରେ ପୂର୍ବରୁ ଜମିଜମା ବିବାଦ ଲାଗିରହିଥିଲା । ପୋଖରୀ ଖୋଳା ଚାଲୁଥିବା ବେଳେ ୨ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ୩ ରୁ ୪ ଜଣ ଦୁର୍ବୃତ୍ତ ମିଶି ଦେଶୀ ବନ୍ଧୁକରେ ଗୁଳିମାଡ଼ କରିଥିବା ନେଇ ସୂଚନା ମିଳିଛି । ଗୁଳିମାଡ଼ ପରେ ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ୍‌ ପଛଞ୍ଚି ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର