ବୀମା ଓ ପ୍ରଦୂଷଣ ଖିଲାପିଙ୍କୁ କ୍ଷମା ନାହିଁ

The Sakala Picture
Published On

କଟକ: ସମ୍ପ୍ରତି କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ଗାଡି କାଗଜପତ୍ର ଗୁଡିକର ବୈଧତାକୁ ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲା ବେଳେ ଓଡିଶା ପରିବହନ ପ୍ରାଧିକରଣ ପକ୍ଷରୁ ଏହି ସବୁ କାଗଜ ପତ୍ରର ଅବଧି ବୃଦ୍ଧି କରାଯାଇଛି। ଗାଡି ଗୁଡିକର ପଞ୍ଜିକରଣ ସାର୍ଟିଫିକେଟ, ପିଟନେସ ସାର୍ଟିଫିକେଟ, ପରମିଟ ଓ ଡିଏଲର ବୈଧତା ଅବଧି ଅତିକ୍ରାନ୍ତ କରିଥିଲେ ବି ଏଗୁଡିକ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି କୁହାଯାଇଛି। ଏସଂକ୍ରାନ୍ତରେ […]

କଟକ: ସମ୍ପ୍ରତି କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ଗାଡି କାଗଜପତ୍ର ଗୁଡିକର ବୈଧତାକୁ ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲା ବେଳେ ଓଡିଶା ପରିବହନ ପ୍ରାଧିକରଣ ପକ୍ଷରୁ ଏହି ସବୁ କାଗଜ ପତ୍ରର ଅବଧି ବୃଦ୍ଧି କରାଯାଇଛି। ଗାଡି ଗୁଡିକର ପଞ୍ଜିକରଣ ସାର୍ଟିଫିକେଟ, ପିଟନେସ ସାର୍ଟିଫିକେଟ, ପରମିଟ ଓ ଡିଏଲର ବୈଧତା ଅବଧି ଅତିକ୍ରାନ୍ତ କରିଥିଲେ ବି ଏଗୁଡିକ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି କୁହାଯାଇଛି। ଏସଂକ୍ରାନ୍ତରେ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ପ୍ରକାର ଗାଡି ଗୁଡିକର ଫିଟନେସ ସାର୍ଟିଫିକେଟ ବୈଧତା ଅବଧି ଯଦି ଫେବୃଆରୀ ୧ତାରିଖରୁ ସରିଥିବ ଅବା ଜୁନ ୩୦ ତାରିଖ ସୁଦ୍ଧା ସରିବ ସେଗୁଡିକର ଅବଧି ଜୁନ ୩୦ ପର୍ଯ୍ୟନ୍ତ ବୈଧ ରହିବ। ସେହିପରି ଆର୍‌ସି, ଡିଏଲ, ପରମିଟ,ଫାନସି ନମ୍ବର ପଞ୍ଜିକରଣର ବୈଧତା ଅବଧି ତାରିଖ ଅତିକ୍ରାନ୍ତ ଗତ ଫେବୃଆରୀ ୧ରୁ ହୋଇଥିଲେ ବି ଏଗୁଡିକ ଜୁନ ୩୦ ପର୍ଯ୍ୟନ୍ତ ବୈଧ ରହିବ। ଅନ୍ୟପଟରେ ଲର୍ଣ୍ଣର ଲାଇସେନ୍ସ ଅବଧି ଗତ ମାର୍ଚ୍ଚ ୧୮ରୁ ସରିଥିଲେ ବି ଏଗୁଡିକ ଜୁନ ୩୦ ପର୍ଯ୍ୟନ୍ତ କାଏମ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ମାଷ୍ଟର କ୍ୟାଣ୍ଟିନ୍ ଛକରେ ବ୍ୟାପକ ହିଂସାକାଣ୍ଡ ଘଟଣା: କ୍ଷମା ମାଗିଲେ ଅନ୍‌ଲାଇନ୍ ଅଟୋ ସଂଘ ସଭାପତି

27 Mar 2021 By The Sakala

ବୀମା ଓ ପ୍ରଦୂଷଣ ଖିଲାପିଙ୍କୁ କ୍ଷମା ନାହିଁ

କଟକ: ସମ୍ପ୍ରତି କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ଗାଡି କାଗଜପତ୍ର ଗୁଡିକର ବୈଧତାକୁ ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲା ବେଳେ ଓଡିଶା ପରିବହନ ପ୍ରାଧିକରଣ ପକ୍ଷରୁ ଏହି ସବୁ କାଗଜ ପତ୍ରର ଅବଧି ବୃଦ୍ଧି କରାଯାଇଛି। ଗାଡି ଗୁଡିକର ପଞ୍ଜିକରଣ ସାର୍ଟିଫିକେଟ, ପିଟନେସ ସାର୍ଟିଫିକେଟ, ପରମିଟ ଓ ଡିଏଲର ବୈଧତା ଅବଧି ଅତିକ୍ରାନ୍ତ କରିଥିଲେ ବି ଏଗୁଡିକ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି କୁହାଯାଇଛି। ଏସଂକ୍ରାନ୍ତରେ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ପ୍ରକାର ଗାଡି ଗୁଡିକର ଫିଟନେସ ସାର୍ଟିଫିକେଟ ବୈଧତା ଅବଧି ଯଦି ଫେବୃଆରୀ ୧ତାରିଖରୁ ସରିଥିବ ଅବା ଜୁନ ୩୦ ତାରିଖ ସୁଦ୍ଧା ସରିବ ସେଗୁଡିକର ଅବଧି ଜୁନ ୩୦ ପର୍ଯ୍ୟନ୍ତ ବୈଧ ରହିବ। ସେହିପରି ଆର୍‌ସି, ଡିଏଲ, ପରମିଟ,ଫାନସି ନମ୍ବର ପଞ୍ଜିକରଣର ବୈଧତା ଅବଧି ତାରିଖ ଅତିକ୍ରାନ୍ତ ଗତ ଫେବୃଆରୀ ୧ରୁ ହୋଇଥିଲେ ବି ଏଗୁଡିକ ଜୁନ ୩୦ ପର୍ଯ୍ୟନ୍ତ ବୈଧ ରହିବ। ଅନ୍ୟପଟରେ ଲର୍ଣ୍ଣର ଲାଇସେନ୍ସ ଅବଧି ଗତ ମାର୍ଚ୍ଚ ୧୮ରୁ ସରିଥିଲେ ବି ଏଗୁଡିକ ଜୁନ ୩୦ ପର୍ଯ୍ୟନ୍ତ କାଏମ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର