ବ୍ରହ୍ମପୁର ମେୟର ପଦ ହାତେଇଲା ବିଜେଡ଼ି, ୨୦ ହଜାରରୁ ଉର୍ଦ୍ଧ୍ବ ଭୋଟରେ ଜିତିଲେ ବିଜେଡ଼ି ପ୍ରାର୍ଥୀ ସଂଘମିତ୍ରା ଦଳେଇ

The Sakala Picture
Published On

ବ୍ରହ୍ମପୁର: ସମ୍ମାନଜନକ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସଂଘମିତ୍ରା ଦଳେଇ ୨୦,୨୮୬ ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସବିତା ସୁଆର ପାଣିଗ୍ରାହୀଙ୍କୁ ହରାଇଛନ୍ତି । ସଂଘମିତ୍ରା ୬୬,୦୬୮ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସବିତା ୪୫,୭୮୨ ଖଣ୍ଡ ଭୋଟ୍ ପାଇଥିଲେ । ଆମ୍ ଆଦମୀ ପାର୍ଟିର ସି.ପ୍ରିୟଙ୍କା ୭୪୫୩ […]

ବ୍ରହ୍ମପୁର: ସମ୍ମାନଜନକ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସଂଘମିତ୍ରା ଦଳେଇ ୨୦,୨୮୬ ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସବିତା ସୁଆର ପାଣିଗ୍ରାହୀଙ୍କୁ ହରାଇଛନ୍ତି । ସଂଘମିତ୍ରା ୬୬,୦୬୮ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସବିତା ୪୫,୭୮୨ ଖଣ୍ଡ ଭୋଟ୍ ପାଇଥିଲେ । ଆମ୍ ଆଦମୀ ପାର୍ଟିର ସି.ପ୍ରିୟଙ୍କା ୭୪୫୩ ଭୋଟ୍ ସହ ତୃତୀୟ ସ୍ଥାନରେ ରହିଥିଲେ ।ବିଜେଡ଼ି ତୃତୀୟ ଥର ପାଇଁ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ହାତେଇଛି ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ସଂଘମିତ୍ରା । ସମସ୍ତ ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିର ଏବଂଏହା ବ୍ରହ୍ମପୁର ମହାନଗରବାସୀଙ୍କ ବିଜୟ । ମହାନଗର ନିଗମ ବାସିନ୍ଦା ମୋତେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ବ୍ରହ୍ମପୁରରେ ଉନ୍ନତି ମୂଳକ କାର୍ୟ୍ୟ କରାଯିବ । ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ । ତୃଣମୂଳ ସ୍ତରର ସମସ୍ୟା ସମାଧାନକୁ ପ୍ରାଧାନ୍ୟ ଦିଆଯିବ । ଏହାସହିତ ମୋ ଦଳରେ ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ବିଶେଷ ଭାବେ କୃତଜ୍ଞତା ଜଣାଉଛି ।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

26 Mar 2022 By The Sakala

ବ୍ରହ୍ମପୁର ମେୟର ପଦ ହାତେଇଲା ବିଜେଡ଼ି, ୨୦ ହଜାରରୁ ଉର୍ଦ୍ଧ୍ବ ଭୋଟରେ ଜିତିଲେ ବିଜେଡ଼ି ପ୍ରାର୍ଥୀ ସଂଘମିତ୍ରା ଦଳେଇ

ବ୍ରହ୍ମପୁର: ସମ୍ମାନଜନକ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସଂଘମିତ୍ରା ଦଳେଇ ୨୦,୨୮୬ ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସବିତା ସୁଆର ପାଣିଗ୍ରାହୀଙ୍କୁ ହରାଇଛନ୍ତି । ସଂଘମିତ୍ରା ୬୬,୦୬୮ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସବିତା ୪୫,୭୮୨ ଖଣ୍ଡ ଭୋଟ୍ ପାଇଥିଲେ । ଆମ୍ ଆଦମୀ ପାର୍ଟିର ସି.ପ୍ରିୟଙ୍କା ୭୪୫୩ ଭୋଟ୍ ସହ ତୃତୀୟ ସ୍ଥାନରେ ରହିଥିଲେ ।ବିଜେଡ଼ି ତୃତୀୟ ଥର ପାଇଁ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ହାତେଇଛି ।

ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ସଂଘମିତ୍ରା । ସମସ୍ତ ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିର ଏବଂଏହା ବ୍ରହ୍ମପୁର ମହାନଗରବାସୀଙ୍କ ବିଜୟ । ମହାନଗର ନିଗମ ବାସିନ୍ଦା ମୋତେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ବ୍ରହ୍ମପୁରରେ ଉନ୍ନତି ମୂଳକ କାର୍ୟ୍ୟ କରାଯିବ । ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ । ତୃଣମୂଳ ସ୍ତରର ସମସ୍ୟା ସମାଧାନକୁ ପ୍ରାଧାନ୍ୟ ଦିଆଯିବ । ଏହାସହିତ ମୋ ଦଳରେ ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ବିଶେଷ ଭାବେ କୃତଜ୍ଞତା ଜଣାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର