ବର୍ଷାଙ୍କ ବିରୋଧରେ ଇଡିର ଦ୍ୱାରସ୍ଥ ହେଲେ ସ୍ୱାମୀ ଅନୁଭବ

The Sakala Picture
Published On

କଟକ: ପୁଣି ଘନେଇଲା ବର୍ଷା ଅନୁଭବ ବିବାଦ । ଦିନକୁ ଦିନ ବଢ଼ିବାରେ ଲାଗିଛି ଷ୍ଟାର ଦମ୍ପତିଙ୍କ ବିବାଦ । ବର୍ଷାଙ୍କ ବିରୋଧରେ ଇଡିର ଦ୍ୱାରସ୍ଥ ହେଲେ ଅନୁଭବ । ବର୍ଷା ଟିକସ ଫାଙ୍କୁଥିବା ତଥା କଳାଟଙ୍କା ରଖିଥିବା ନେଇ ଅଭିଯୋଗ କଲେ ଅନୁଭବ । ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତୃଟିପୂର୍ଣ୍ଣ ପରିଚୟ ଦେଇଛନ୍ତି ବର୍ଷା । ବର୍ଷା ନିଜ ଜୀବନକାଳ ମଧ୍ୟରେ ଆୟକର ଦାଖଲ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି ଅନୁଭବ […]

କଟକ: ପୁଣି ଘନେଇଲା ବର୍ଷା ଅନୁଭବ ବିବାଦ । ଦିନକୁ ଦିନ ବଢ଼ିବାରେ ଲାଗିଛି ଷ୍ଟାର ଦମ୍ପତିଙ୍କ ବିବାଦ । ବର୍ଷାଙ୍କ ବିରୋଧରେ ଇଡିର ଦ୍ୱାରସ୍ଥ ହେଲେ ଅନୁଭବ । ବର୍ଷା ଟିକସ ଫାଙ୍କୁଥିବା ତଥା କଳାଟଙ୍କା ରଖିଥିବା ନେଇ ଅଭିଯୋଗ କଲେ ଅନୁଭବ । ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତୃଟିପୂର୍ଣ୍ଣ ପରିଚୟ ଦେଇଛନ୍ତି ବର୍ଷା । ବର୍ଷା ନିଜ ଜୀବନକାଳ ମଧ୍ୟରେ ଆୟକର ଦାଖଲ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି ଅନୁଭବ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସରକାରୀ ଦସ୍ତାବିଜରେ ଭର୍ଷା ପ୍ରିୟଦର୍ଶିନୀ ତ ଆଉ କେଉଁଠି ବର୍ଷା ପ୍ରିୟଦର୍ଶିନୀ ଥିବା ଅନୁଭବ ଅଭିଯୋଗ କରିଛନ୍ତି । ସେହିପରି ମାଟ୍ରିକ୍ ସାର୍ଟିଫିକେଟ, ଜନ୍ମ ସାର୍ଟିଫିକେଟ୍, ଆଧାରକାର୍ଡ, ପାନ୍ କାର୍ଡ, ପାସପୋର୍ଟ ଓ ବ୍ୟାଙ୍କ ପାସବୁକରେ ମଧ୍ୟ ନାମ ଓ ସାଙ୍ଗିଆ ଭିନ୍ନ ରହିଥିବା ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

16 Jun 2022 By The Sakala

ବର୍ଷାଙ୍କ ବିରୋଧରେ ଇଡିର ଦ୍ୱାରସ୍ଥ ହେଲେ ସ୍ୱାମୀ ଅନୁଭବ

କଟକ: ପୁଣି ଘନେଇଲା ବର୍ଷା ଅନୁଭବ ବିବାଦ । ଦିନକୁ ଦିନ ବଢ଼ିବାରେ ଲାଗିଛି ଷ୍ଟାର ଦମ୍ପତିଙ୍କ ବିବାଦ । ବର୍ଷାଙ୍କ ବିରୋଧରେ ଇଡିର ଦ୍ୱାରସ୍ଥ ହେଲେ ଅନୁଭବ । ବର୍ଷା ଟିକସ ଫାଙ୍କୁଥିବା ତଥା କଳାଟଙ୍କା ରଖିଥିବା ନେଇ ଅଭିଯୋଗ କଲେ ଅନୁଭବ । ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତୃଟିପୂର୍ଣ୍ଣ ପରିଚୟ ଦେଇଛନ୍ତି ବର୍ଷା । ବର୍ଷା ନିଜ ଜୀବନକାଳ ମଧ୍ୟରେ ଆୟକର ଦାଖଲ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି ଅନୁଭବ ।

ସରକାରୀ ଦସ୍ତାବିଜରେ ଭର୍ଷା ପ୍ରିୟଦର୍ଶିନୀ ତ ଆଉ କେଉଁଠି ବର୍ଷା ପ୍ରିୟଦର୍ଶିନୀ ଥିବା ଅନୁଭବ ଅଭିଯୋଗ କରିଛନ୍ତି । ସେହିପରି ମାଟ୍ରିକ୍ ସାର୍ଟିଫିକେଟ, ଜନ୍ମ ସାର୍ଟିଫିକେଟ୍, ଆଧାରକାର୍ଡ, ପାନ୍ କାର୍ଡ, ପାସପୋର୍ଟ ଓ ବ୍ୟାଙ୍କ ପାସବୁକରେ ମଧ୍ୟ ନାମ ଓ ସାଙ୍ଗିଆ ଭିନ୍ନ ରହିଥିବା ଅଭିଯୋଗ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର